Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ଇସ୍କନ ଭକ୍ତ ଙ୍କ ଦ୍ୱାରା ପୁରୁଷୋତ୍ତମପୁର ସହର ରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ମହା ଧୁମ ଧାମ ରେ ପାଳିତ |

17-Aug-2025

ପୁରୁଷୋତ୍ତମପୁର ସହର ରେ ଇସ୍କନ ଭକ୍ତ ଙ୍କ ଦ୍ୱାରା ଜନ୍ମାଷ୍ଟମୀ ଉତ୍ସବ ପାଳିତ,

             ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ସହର ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ପରିସର ରେ ପରିଚାଳକ ବ୍ରଜ ଗୋବିନ୍ଦ ଦାସ ଙ୍କ ସଂଯୋଜନା ରେ ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବକୀ ନନ୍ଦନ, ଯୋଶଦା ଗଣ୍ଠିଧନ, ବସୁଦେବସୁତ, ନନ୍ଦ ଙ୍କର ନେତ୍ର ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ବିଧାନ ମହା ଆଡମ୍ବର ସହିତ ରୀତିକାନ୍ତି ଅନୁସାରେ  ଅସ୍ଥାୟୀ ଭାବରେ ଅନୁଷ୍ଠିତ ହୋଉ ଯାଇଛି | ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ବ୍ଳକ ର  ବହୁ ପଞ୍ଚାୟତ ର ଭକ୍ତ ମାନେ ଆସି ଠାକୁରଙ୍କୁ ଦର୍ଶନ କରିବା ପୂର୍ବକ ତାଙ୍କରି  ଆଶୀର୍ବାଦ ଭିକ୍ଷା କରିଥିଲେ |  ପିଲାଠାରୁ ବୃଦ୍ଧ, ବୃଦ୍ଧା ମାନେ ନାଚ, ମାଧ୍ୟମରେ ତାଙ୍କର ନାମମୃତ ଗାନ କରିଥିଲେ | 
ଏହା ଦ୍ୱାରା ଭଗବାନ ଓ ଭକ୍ତ ଙ୍କ ମଧ୍ୟରେ ଭକ୍ତି ସହିତ ଭାବର ଆଦାନ, ପ୍ରଦାନ ହେବା ସହ ସମସ୍ତେ  ତାଙ୍କରି ପାଦ ପଦ୍ମ ତଳେ   ସମର୍ପିତ ହୋଇ ଯାଇଥିଲେ |  ଏବଂ ଶେଷରେ ସମସ୍ତେ  ପ୍ରଭୁ ଶ୍ରୀକୃଷ୍ଣ ଚନ୍ଦ୍ର ଙ୍କ ଜୟ, ଜୟ ନାଦ କରିଥିଲେ | ଏହିକାର୍ଯ୍ୟ କ୍ରମରେ ବହୁଭକ୍ତ ଙ୍କ ସହିତ ଟୁଟୁ ମହାରଣା,ଲୋକନାଥ ବେହେରା,ମୋହିନୀ ନାୟକ , ମୀନାକ୍ଷି ପାଢ଼ୀ,ରମାକାନ୍ତ ଦଶ , ସନ୍ତୋଷ ବେହେରା , ସନ୍ତୋଷ ସାହୁ , ଅନିଲ ପାଳ, ଅଜିତ ମହାପାତ୍ର , କେ ତ୍ରିଲୋଚନ ପାତ୍ର, କେଦାରନାଥ ମହାନ୍ତି , ଦିଗାମ୍ବର ସ୍ୱାଇଁ ,ସନ୍ଧ୍ୟାରାଣୀ ପାଢ଼ୀ , ରୀତା ମହାରଣା , ଜୀନୁ ବେହେରା , ବବିତା ବେହେରା , ଜୟନ୍ତୀ ମହାରଣା ,ପ୍ରମୁଖ୍ୟ ବ୍ୟକ୍ତି ବିଶେଷ ଭକ୍ତ ମାନେ ସହଯୋଗ କରିଥିଲେ  | ବିଶେଷ କରି ମହିଳା ଯୁବଗୋଷ୍ଟି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଶ୍ରୀକୃଷ୍ଣ ଙ୍କ ଧର୍ମ ସଂସ୍କାର କାର୍ଯ୍ୟକ୍ରମ ରେ ନିଜେ ସାମିଲ ହୋଇ କୁସଂସ୍କାର ଓ ଅଧର୍ମ ଠାରୁ କିପରି ଦୁରେଇ ରହିପାରିବା ତାହା ଉପରେ ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ | ପିଲାମାନେ ଏବଂ ମହିଳା ବୃଦ୍ଧ, ବୃଦ୍ଧା ମାନେ ମଧ୍ୟ ଏହି ଜଗନ୍ନାଥ ସଂସ୍କୃତି ରେ ଆକୃଷ୍ଟ ହୋଇ ଜଗତର ମଙ୍ଗଳ ପାଇଁ ଚିନ୍ତା କରି ସମସ୍ତ ଜନ ସାଧାରଣ ଙ୍କୁ କୃଷ୍ଣ ନାମ ଶ୍ରବଣ ଓ ଗାନ କରିବାକୁ ମତ ଦେଉଛନ୍ତି | ଏହିସଂସ୍ତାର ପ୍ରଚାରକ  ବ୍ରଜ ଗୋବିନ୍ଦ ଦାସ ମଧ୍ୟ  ଜୀବନରେ ଗୋଟିଏ ଜିନିଷ ଶତ ତାହାହେଉଛି ଭଗବାନ ଙ୍କ ନାମ ସଂକୀର୍ତ୍ତନ ଓ ଗାନ ତେଣୁ ମୋହ ମାୟାରୁ ନିଜକୁ ସୁଧାରିବା ପାଇଁ କେବଳ କୃଷ୍ଣ ନାମ ହିଁ ସାର ବୋଲି ମତ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବହୁ ଛାତ୍ର ଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ସିଲ ସହିତ ମାନ ପତ୍ର ପ୍ରଦାନ କରାଯାଇଥିଲା | ପରିଶେଷରେ ଚାରି ହଜାର ରୁ ଅଧିକଭକ୍ତ ଙ୍କ ନିମନ୍ତେ ପ୍ରସ୍ତୁତକରାଯାଇଥିବା ଏବଂ ଠାକୁରଙ୍କୁ ସମର୍ପିତ ହୋଇଥିବା  ପ୍ରସାଦ ଏବଂ ଆଜି ସେହି ମନ୍ଦିର ରେ ନନ୍ଦ ଉତ୍ସବ ପାଳନ କରି  ଉପସ୍ଥିତ ସମସ୍ତ ଭକ୍ତ, ଶ୍ରଦ୍ଧାଳୁ  ଅର୍ଣ୍ଣ ପ୍ରସାଦ ସେବନ କରି ମହା ଆନନ୍ଦ ରେ ସ୍ୱଗୃହକୁ ପ୍ରତ୍ୟା ଗମନ କରିଥିଲେ |

News Comment

You Might Also Like

BACK TO TOP