Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ପୁରୁଷୋତ୍ତମପୁର ରେ ବ୍ଳକ, ଏନଏସି ଓ ତାରା ତାରିଣୀ ମହାବିଦ୍ୟାଳୟ ରେ "ହରଘର ତ୍ରିରଙ୍ଗା ` କାର୍ଯ୍ୟକ୍ରମ ଅନୁଷ୍ଠିତ |

14-Aug-2025

ପୁରୁଷୋତ୍ତମପୁର ରେ ବ୍ଳକ, ଏନଏସି ଓ  ମହାବିଦ୍ୟାଳୟ
ତରଫରୁ ହରଘର ତ୍ରିରଙ୍ଗା ଶୋଭାଯାତ୍ରା,

ଓଡିଶା ଜନମତ ବ୍ୟୁରୋ,ପୁରୁଷୋତ୍ତମପୁର,ତା  14/08/25:

ପୁରୁଷୋତ୍ତମପୁର ସହରରେ ଥିବା ବ୍ଲକ୍ ଅଫିସ୍, ଏନ୍ ଏ ସି ଅଫିସ୍ ଓ ତାରାତାରିଣୀ ମହାବିଦ୍ୟାଳୟ ତରଫରୁ ହର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କିଛି ମିଳିତ ଓ କିଛି ପୃଥକ୍ ଭାବେ ଅନୁଷ୍ଠିତ ହୋଇଯାଇଛି ।ବ୍ଲକ୍ ଅଧ୍ୟକ୍ଷା ପିଙ୍କି ବେହେରା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେଅତିରିକ୍ତ ବିଡ଼ିଓ ନିରାକାର ଜେନା,ମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ସାବତ ଏବଂ   ଯନ୍ତ୍ରୀ ନାଗ ଭୂଷଣ ଯାଦବ ଙ୍କ ସହ ସମସ୍ତ ଜେଇ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ନର୍ମଦା ପାତ୍ର, ଜିପିଓମୀନ କେତନ ବେହେରା,  ମୀନକେତନ ପାଢ଼ୀ, ଜଗତ ବନ୍ଧୁ ପଣ୍ଡା, ସମସ୍ତ ବ୍ଲକ୍ ଷ୍ଟାଫ୍ ତା ସହିତ ବ୍ଲକ୍ ର ବିପିସି,ବି ପି ଏମ୍ ଓ ସିଡିପିଓ ଲଳିତା ମଲ୍ଲିକ, ସମସ୍ତ ସୁପର ଭାଇଜର , ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କ ସହିତ ଏମ୍ ବି କେ ଓ ସି ଆର୍ ପି ମହିଳା ମାନେ ଉପସ୍ଥିତ ହୋଇଥିଲେ । ସେମାନେ ବ୍ଲକ୍ ରୁ ଶୋଭା ଯାତ୍ରା ରେ ବାହାରିଥିଲେ । ଏହିପରି ଏନ ଏ ସି ର ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା ଙ୍କ ମିଳିତ ସଂଯୋଜନା ରେ  ଯେଇ ରାମଚନ୍ଦ୍ର ପେଙ୍ଗୁଆ ଙ୍କ ସହ ସମସ୍ତ  ଜେଇ,  ରାକେଶ ସ୍ୱାଇଁ,ସମସ୍ତ ଷ୍ଟାଫ୍ ବିଜ୍ଞାପିତ ଅଞ୍ଚଳ ପରିଷଦ ରୁ ବାହାରି ସହର ପରିକ୍ରମା କରିଥିଲେ । ଏମାନଙ୍କ ସହିତ ବ୍ଲକ୍ ଷ୍ଟାଫ୍ ମାନେ ମିଶି ହର ଘର୍ ତ୍ରିରଙ୍ଗା କାର୍ଯ୍ୟ କ୍ରମ କୁ ସଫଳ କରିଥିଲେ । ସେହିପରି ତାରାତାରିଣୀ ମହାବିଦ୍ୟାଳୟ ପକ୍ଷ ରୁ ଓ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ମହାବିଦ୍ୟାଳୟ ର ଅଧକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ଅଧକ୍ଷତା ରେ ବାହାରି ସହର ପରିକ୍ରମା କରିଥିଲେ। ଏଥିରେ ଆବାହକ ଡ଼କ୍ଟର ସମୀର କୁମାର ମିଶ୍ର ଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟ କ୍ରମ ରେ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ସେନାପତି , ସନ୍ଧ୍ୟାରାଣି ପାତ୍ର, ଡଃ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିବା ବେଳେ ଜାତୀୟ ସେବା ଯୋଜନା ର ସଂଯୋଜିକା ସୁଶ୍ରୀ ସ୍ୱାଗତିକା ଦାଶ ଓ ମିନାକ୍ଷୀ ଦାଶ ପ୍ରମୁଖ ସୁଙ୍ଖଳିତ ବାରଶହ ଛାତ୍ର ଛାତ୍ରୀ ଙ୍କୁ ନେଇ ତିନି ଶହ ମିଟର ତ୍ରିରଙ୍ଗା ଶୋଭାଯାତ୍ରା କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ମାନେ ସହୋଯୋଗ କରିଥିବା ବେଳେ ସ୍ଥାନୀୟ ପୋଲିସ୍ ଷ୍ଟାଫ୍ ସହର ରେ ଶାନ୍ତି ଶୃଙ୍ଖଳା ର ସହ ଟ୍ରାଫିକ ସମସ୍ୟା ସୂଚାରୁ ରୁପେ ସମ୍ପାଦିତ କରିଥିଲେ ।

News Comment

You Might Also Like

BACK TO TOP