Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ପୁରୁଷୋତ୍ତମପୁର ସହର ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା |

13-Aug-2025

ପୁରୁଷୋତ୍ତମପୁର ସହରରେହର ଘର ତ୍ରିରଙ୍ଗା ଶୋଭାଯାତ୍ରା  |

  ଓଡିଶା   ଜନମତ, ବ୍ୟୁରୋ,ପୁରୁଷୋତ୍ତମପୁର (୧୩.୦୮) : 

ପୁରୁଷୋତ୍ତମପୁର ସହରରେ ସ୍ଥାନୀୟ ଭାରତୀୟ ଜନତା ଦଳ ତରଫରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର ପ୍ରଙ୍ଗଣରୁ ସ୍ଥାନୀୟ ବିଧାୟକଙ୍କ ପ୍ରତିନଧି ସୁଦର୍ଶନ ବେହେରାଙ୍କ ପ୍ରତିନିଧିତ୍ବରେ ଆରମ୍ଭ କରାଯାଇଥିଲା |ଏହି ଶୋଭାଯାତ୍ରା ରଥସହି ଛକ ଦେଇ ସ୍ଥାନୀୟ ବଡ ବଜ଼ାର ହୋଇ ଶେଷରେ ବଜ଼ାର ମଧ୍ୟରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଠାରେ ଶେଷ ହୋଇଥିଲା |ଏହିଠାରେ ମହାତ୍ମା ଗାନ୍ଧୀଙ୍କ ଉପରେ ପୁଷ୍ପମାଲ୍ୟ ଦେଇ ପୁଣି ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଂଚି ଏହାକୁ ସମାପନ କରାଯାଇଥିଲା | କର୍ମୀ ମାନେ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଏବଂ ହର ଘର ତ୍ରିରଙ୍ଗା ନାରା ଦେଇ ପଦଯାତ୍ରା କରିଥିଲେ | ଏହି ଶୋଭାଯାତ୍ରା ରେ ପୁରୁଷୋତ୍ତମପୁର ନଗରପାଳ କୃଷ୍ଣ ଚନ୍ଦ୍ର ପଣ୍ଡା,ମନୋଜ କୁମାର ମହାପାତ୍ର,କୃଷ୍ଣ ଚନ୍ଦ୍ର ନାୟକ,ସନ୍ତୋଷ କୁମାର ପଣ୍ଡା,ଗୋବିନ୍ଦ ଗୌଡ଼,ଲିଙ୍ଗରାଜ ବେହେରା,ବିଶ୍ୱଭୂଷଣ ମହାପାତ୍ର,ଭବାନୀ କୁମାର ନାୟକ,ଲୋକନାଥ ବେହେରା,ରଞ୍ଜନ କୁମାର ବେହେରା, ବିପ୍ର ଚରଣ ବେହେରା,ଭାସ୍କର ବେହେରା,ଟୁକୁନା ବେହେରା,ଦେବରାଜ ବେହେରା,ସୁରେଶ କୁମାର ମହାନ୍ତି,ଶ୍ୟାମବାବୁ ଦୋରା ଆଦି କର୍ମକର୍ତ୍ତାଙ୍କ ସହ ମହିଳା କର୍ମକର୍ତା ମାନେ ମଧ୍ୟ ଉପସ୍ଥିତ ରହିଥିଲେ |କର୍ମୀମାନେ ଜାତିର ପ୍ରତୀକ ତ୍ରିରଙ୍ଗାକୁ ଗର୍ବ ସହିତ ପ୍ରତ୍ୟେକ ଘରରେ ପତାକାରୋହଣ କରିବା ପାଇଁ ଉତ୍ସହାହିତ କରିଥିଲେ |

News Comment

You Might Also Like

BACK TO TOP