Breaking News

ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||     

ପୋଲସରା କୋର୍ଟ କୁ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ |

26-Jul-2025

ଗଞ୍ଜାମ ଜିଲ୍ଲା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ପୋଲସରା କୋର୍ଟ୍ ପରିଦର୍ଶନ।

ଓଡିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା.୨୫/୦୭/୨୦୨୫:

- ଗଞ୍ଜାମ ଜିଲ୍ଲା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ପ୍ରିୟମ୍ବଦା ସ୍ୱାଇଁ  ମହୋଦୟା ପୋଲସରାକୁ ୪ ଦିବସୀୟ ଗସ୍ତକରି ପୋଲସରା କୋର୍ଟର  ବାର୍ଷିକ ଅଡିଟ ସମ୍ପର୍କ କାର୍ଯ୍ୟ ସଫଳତାର ସହିତ ସମ୍ପାଦିତ କରିବାସହିତ  ବ୍ରହ୍ମପୁରକୁ ପ୍ରତ୍ୟାଗମନ କରିଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲସରା କୋର୍ଟ୍ ମାଜିଷ୍ଟ୍ରେଟ ଏ ଅବିନାଶ ନାଇଡୁ ମହୋଦୟଙ୍କ  ଉପସ୍ଥିତିରେ ଏବଂ କୋର୍ଟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଉକ୍ତ ଅଡିଟ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା। ଏ ମଧ୍ୟରେ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ମହୋଦୟା ବେଲଗାଁ ରୋଡଠାରେ ନିର୍ମାଣଧିନ ଥିବା ନୂତନ କୋର୍ଟଗୃହ ପରିଦର୍ଶନ କରିଥିଲେ। ଶେଷ ଦିବସ  ଶୁକ୍ରବାର ଦିନ ପୋଲସରା ଓକିଲ ସଂଘ ପକ୍ଷରୁ କରାଯାଇଥିବା ଅନୁରୋଧକୁ ରକ୍ଷାକରି ସଂଘ ସଭାପତି କବିରାଜ ଦାସ ଓ ସମ୍ପାଦକ ବ୍ରଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାକାର୍ଯ୍ୟରେ ମୁଖ୍ୟ ମାଜିଷ୍ଟ୍ରେଟ ମହୋଦୟା ଯୋଗଦେଇଥିଲେ। ଏହି ଅବସରରେ ସଂଘ ତରଫରୁ ଉଭୟ ମାଜିଷ୍ଟ୍ରେଟଙ୍କୁ ଫୁଲତୋଡ଼ା ଦିଆଯାଇ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ନୂତନ କୋର୍ଟଗୃହ ସହିତ ଅନ୍ୟାନ୍ୟ ବିଭିନ୍ନ ଦିଗପ୍ରତି ଆଲୋଚନା ହୋଇଥିଲା। ଏହି ସମୟରେ ସଂଘର ସହସମ୍ପାଦକ ବିଜୟ କୁମାର ସାସମଲ୍, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ବିଷୋୟୀ, ପୂର୍ବତନ ସଭାପତି ସୁଶାନ୍ତ କୁମାର ସାହୁ ଓ ବଳରାମ ପ୍ରଧାନଙ୍କ ସମେତ ସତଚିବ୍ଦାନନ୍ଦ ପାଣିଗ୍ରାହୀ, ଏ ପ୍ରଶାନ୍ତ କୁମାର ଆଚାରୀ, ଏ ରବୀନ୍ଦ୍ର କୁମାର ପାତ୍ର,ସପନ ମିଶ୍ର,ଶରତଚନ୍ଦ୍ର ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପାଢ଼ୀ, ବାସୁଦେବ ଡାକୁଆ, ହରପ୍ରସାଦ ଦାସ, ରଜନୀକାନ୍ତ ପ୍ରଧାନ, ରଜନୀକାନ୍ତ ମିଶ୍ର,ବ୍ରଜବନ୍ଧୁ  ଦଳବେହେରା, ଏ ଦେବାଶିଷ ପାତ୍ର, କପିଳ ପୋଲେଇ, ଅନିଲ ମହାଙ୍କୁଡ, ସୁଜ୍ଞାନୀ କୁମାରୀ ସାହୁ ଓ ରତ୍ନାକର ପ୍ରଧାନ ଆଦି ଓକିଲବନ୍ଧୁ ଉପସ୍ଥିତ ରହି ସହଯୋଗ କରିଥିଲେ।

News Comment

You Might Also Like

BACK TO TOP