Breaking News

ଅଭିନେତା ଗୋବିନ୍ଦଙ୍କ ଜାତକ କୁଣ୍ଡଳୀରେ ଦ୍ୱତୀୟ ବିବାହ କରିବାକୁ ଅଛି କହିଲେ |    (23-Aug-2026)       ||      ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଗଲା ଘର ||   (23-Aug-2026)       ||      ଥାନା ଏସ ଆଈଙ୍କ ବିବାହ ପ୍ରତିଶୃତି ଦେଇ କଲେ ପ୍ରତାରଣା |   (23-Aug-2026)       ||      ଚିନିର ଅହେତୁକ ମୂଲ୍ୟ ବୃଦ୍ଧି ଖାଉଟିଓ ବ୍ୟବସାୟୀ ଙ୍କ ପାଈଁ ଚିନ୍ତା ପାଲଟିଛି |    (23-Aug-2026)       ||      କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |   (23-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର, ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ |    (23-Aug-2026)       ||      ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |    (23-Aug-2026)       ||      ବସ ବାଇକ ମୁହାଁମୁହିଁ ଧକ୍କାରେ ତିନି ଗୁରୁତର |   (23-Aug-2026)       ||      ଗଣେଶ ପୂଜା କୁ ଆସୁଛି ହରର ଓଡ଼ିଆସିନେମା " ଦାହନ " |    (22-Aug-2026)       ||      ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||     

ଭାଟକୁମାରଡା ମେଡିକାଲ ଛକ ରେ ଯୁବକଙ୍କ ଉପରକୁ ମରିଚ ଗୁଣ୍ଡ ପକେଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ |

23-Jul-2025

ଯୁବକ ଙ୍କ ଉପରକୁ ମରିଚ ଗୁଣ୍ଡ ଫିଙ୍ଗି ଖଣ୍ଡାରେ ମରଣାନ୍ତକ ଆକ୍ରମଣ
,
                ଓଡିଶା ଜନ ମତ ବ୍ୟୁରୋ,

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ମେଡ଼ିକାଲ ଛକ ନିକଟରେ  ଗତକାଲି ଜଣେ ଯୁବକ ଠିଆ ହୋଇ କଥା ହେଉଥିଲା ବେଳେ ତାଙ୍କଆଖି ଉପରକୁ ମରିଚ ଗୁଣ୍ଡ ଫିଙ୍ଗି ସେ ଆଖିକୁ ପୋଡ଼ୁଥିବା ଅବସ୍ଥାରେ ଭିଡି ଧରିଥିବା ବେଳେ ତାଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି l ଗୁରୁତର ଯୁବକ ଜଣଙ୍କନାମ ଆରିଅନ ବେହେରା ବୋଲି ଜଣା ପଡ଼ିଛି । ଆରିଅନ କୌଣସି କାମରେ ମେଡିକାଲ ଛକ ନିକଟରେ ଠିଆ ହୋଇଥିବା ସମୟରେ ଜଣେ ଯୁବକ ଲଙ୍କା ଗୁଣ୍ଡ ତାଙ୍କ ଉପରକୁ ଫୋପାଡ଼ି ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲା l ଗୁରୁତର ଅବସ୍ଥାରେ ତାଙ୍କୁପ୍ରଥମେ ଭାଟକୁମରଡ଼ା ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁରୁଷୋତ୍ତମପୁର  ପୋଲିସ ଘଟଣାସ୍ଥଳ ପହଁଚି ତଦନ୍ତ ଚଳାଇଥିବା ବେଳେ ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି |  ତେବେ ପାରିପାର୍ଷିକ ଅବସ୍ତାରୁ  ଏହା ରାଜନୈତିକ ନଚେତ ବ୍ୟବସାୟିକଘଟଣା ହୋଇଥିବ ବୋଲି ଆଲୋଚନା କରାଯାଉଛି  | ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି ସବୁ ସ୍ଥାନ ଏବେ ଅପରାଧୀ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟି ଯାଇଛି | ଘରୁ ବାହାରିବାକୁ ଜନ ସାଧାରଣ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି |  ତେବେ ବ୍ଲକର ଶିକୁଳା କୁହ, ଭାଟକୁମାରଡା ଏବଂ ବଡ଼ ଖରିଡା,  ଏପରି ବହୁତ ପଞ୍ଚାୟତସହିତ ପୁରୁଷୋତ୍ତମପୁର ଏନଏସି ଅଛି ଯେଉଁଠି କି ପରିବେଶ ସୁରକ୍ଷିତ ନାହିଁ | ଏହା ଉପରେ ପୋଲିସ ସଜାଗ ରହି ପେଟ୍ରୋଲିଙ୍ଗ କଡା, କଡ଼ି କରୁଥିଲେ  ମଧ୍ୟ ଅପରାଧୀ  ମାନେ ଟିକେ ବି ଭୟ କରୁନାହାନ୍ତି | ବରଂ ତାଙ୍କର ଅପରାଧିକ କାର୍ଯ୍ୟକ୍ରମ ଖୁଲମ ଖୁଲା କରୁଛନ୍ତି  | ତେବେ ଯେକୌଣସି ପରିସ୍ଥିତି ରେ ପୋଲିସ ଅପରାଧୀ ଙ୍କୁ ଧରିବାରେ ସଫଳ ହେବେ ବୋଲି ଥାନା ଧିକାରୀ  କହିଛନ୍ତି  |

News Comment

You Might Also Like

BACK TO TOP