Breaking News

ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||     

ରାୟଗଡା ବନ ବିଭାଗ ର ଚଢ଼ାଉ ଯୋଗୁଁ 3ଲକ୍ଷ ଟଙ୍କାର କାଠ ସହ 3ଜଣଙ୍କୁ ଗିରଫ |

23-Aug-2026

୩ ଲକ୍ଷର ବେଆଇନ କାଠ ଜବତ ସହ ତିନି ଜଣଙ୍କୁ ଗିରଫ କଲା ରାୟଗଡା  ବନ ବିଭାଗ  | 

ଓଡିଶା ଜନ ମତ ବ୍ୟୁରୋ, 

 କାଠ ମାଫିଆ ମାନେ ସକ୍ରିୟ ହୋଇ କିମ୍ବା ବିଭାଗୀୟ ଅଧିକାରୀ ଙ୍କ ସହ ସଲା ସୁତୁରାରେ  କୋଟି କୋଟି ଟଙ୍କାର ମୂଲ୍ୟବାନ କାଠ କାଟି ଜଙ୍ଗଲ କୁ ପଦା କରିଦେଉଛନ୍ତି  କିଛି ମାଫିଆ ମାନେ | କିନ୍ତ ଏପରି କିଛି ବନ ବିଭାଗ ଅଧିକାରୀ ଙ୍କ ଯୋଗୁଁ କାଠ ମାଫିଆ ମାନେ ଧରା ପଡି ଜେଲ ଯାଉଛନ୍ତି | ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ବନଖଣ୍ଡ ଅଧିକାରୀ    ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ରାୟଗଡ଼ ବନାଞ୍ଚଳର ସମସ୍ତ ବନ କର୍ମଚାରୀ କୋମତାଲପେଟା ସେକ୍ସନ ଅଧୀନସ୍ଥ ଡୋକୁଲୁଗୁଡା ଗ୍ରାମରେ ଚଢାଉ କରିଥିଲେ।ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ଖବର ପାଇ ବନ ବିଭାଗ ଏହି ଚଢାଉ କରିଥିଲା। ଏହି ଚଢାଉରେ ଡୋକୁଲୁଗୁଡା ଗ୍ରାମର କେ. ଶ୍ରୀନିବାସ, ଗୌରୀ ଶଙ୍କର ଚିକାଟି ଓ ବିବେକ ରାଓ କାଲାଗାରାଙ୍କ ଘରେ ଚଢାଉ କରାଯାଇଥିଲା।ଚଢାଉ ବେଳେ କେ. ଶ୍ରୀନିବାସଙ୍କ ଘରୁ ୬୭ ଗୋଟି ଶାଳ ସାଇଜ, ଗୌରୀ ଶଙ୍କର ଚିକାଟିଙ୍କ ଘରୁ ୬୬ ଗୋଟି ଶାଳ ସାଇଜ ଓ ପଟା ଏବଂ ବିବେକ ରାଓ କାଲାଗାରାଙ୍କ ଘରୁ ୫୬ ଗୋଟି ଶାଳ, ପିଆଶାଳ ଓ ଶାଗୁଆନ ସାଇଜ ଜବତ କରାଯାଇଥିଲା। ସେମାନେ କୌଣସି ବିଭାଗୀୟ କାଗଜପତ୍ର ଦେଖାଇ ପାରି ନଥିଲେ ଏବଂ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଆଣିଥିବା ସ୍ୱୀକାର କରିଥିଲେ।ଏହି ଅପରାଧ ପାଇଁ କୋମତାଲପେଟା ବନପାଳ ଶ୍ରୀ ଅନନ୍ତ ହେମ ଚରଣ ବେହେରା ସେମାନଙ୍କୁ ଗିରଫ କରିବା ସହ କାଠ ଗୁଡିକୁ ଜବତ କରିଥିଲେ। ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।ଏହି ଚଢାଉରେ ରାୟଗଡ଼ ସେକ୍ସନର ବନପାଳ ଶ୍ରୀ ଗୌରୀ ଶଙ୍କର ସାହୁ, ଶ୍ରୀମତୀ ପଦ୍ମାବତୀ ପାଢୀ ଓ ରାୟଗଡ଼ ବନାଞ୍ଚଳର ଅନ୍ୟ କର୍ମଚାରୀମାନେ ଯୋଗଦାନ କରିଥିଲେ।

News Comment

You Might Also Like

BACK TO TOP