Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

କନ୍ଧମାଳ ପିଡି ଓ କୋଟଗଡ଼ ବିଡ଼ିଓ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ |

23-Aug-2026

ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଓ କୋଟଗଡ ବିଡିଓ  ବ୍ଲକ ଦୁର୍ଗମ କୁଟିଆ ଅଞ୍ଚକ ବୁଲି ସମସ୍ୟା ବୁଝିଲେ |

ଓଡିଶା ଜନ ମତ ବ୍ୟୁରୋ, 

ରାଜ୍ୟରେ ଏପରି କିଛି ସରକାରୀ ଅଧିକାରୀ ଅଛନ୍ତି ସେମାନେ  ଦେବଦୂତ ଭଳି ଗରିବ, ଆଦିବାସୀ , ହରିଜନ ଓ ପଛୁଆବର୍ଗ  ର ଲୋକମାନଙ୍କପାଖକୁ ଯାଇ ସେମାନଙ୍କ ଅସୁବିଧା, ଓଭଲ ମନ୍ଦ ପଚାରି ବୁଝି ସେମାନଙ୍କ ସମସ୍ୟା କୁ ସମାଧାନ କରିଥାନ୍ତି  | ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ କୁଟିଆ ଅଞ୍ଚଳ ଗସ୍ତ କରି ସମସ୍ୟା ଅନୁଧ୍ୟାନ କରିଛନ୍ତି  କନ୍ଧମାଳ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଶମ୍ଭୁନାଥ ନନ୍ଦୀ ଓ କୋଟଗଡ଼ ବିଡିଓ ଚିନ୍ମୟ ମହାନନ୍ଦ। ଭାଲୁଗୁଡ଼ା, ଡିମିଲ ଲିଡ୍ରାଙ୍ଗ, କାଣିବାରୁ, ଗଲମପାଙ୍ଗ ଓ ପୁଦୃଙ୍ଗ ଭଳି ଗାଁରେ କୁଟିଆ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି।ବଣ୍ଡାପିପିଲିଠାରୁ ପ୍ରାୟ ୨୦ରୁ ୨୫ କିଲୋମିଟର ଦୂରରେ ଥିବା ଏହି ଅଞ୍ଚଳକୁ ଏବେ ବି ସୁଗମ ସଡ଼କ ନଥିବାରୁ ଲୋକେ ସ୍ୱାସ୍ଥ୍ୟସେବା, ପାନୀୟଜଳ, ରାସନ ସମେତ ବିଭିନ୍ନ ମୌଳିକ ସୁବିଧା ପାଇବାରେ ଅସୁବିଧା ଭୋଗୁଛନ୍ତି। ରାସ୍ତା ଅଭାବରୁ ପିଏମ୍ ଜନମନ ଯୋଜନାର ସୁବିଧା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚିପାରୁନଥିବା ଅଭିଯୋଗ ରହିଛି।ସମସ୍ୟା ସମ୍ପର୍କରେ ଜାଣିବା ପରେ ସିଡିଓ ଶ୍ରୀ ନନ୍ଦୀଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ। କିଛି ଦୂର ବାଇକ୍‌ରେ ଯିବା ପରେ ଅଧିକାରୀମାନେ କାଦୁଅ ଚଲା ରାସ୍ତାରେ ଚାଲିଚାଲି ବିଭିନ୍ନ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ସମସ୍ୟା ଶୁଣିଥିଲେ।
ଅଞ୍ଚଳକୁ ସଡ଼କ ସଂଯୋଗ ପାଇଁ ଆବଶ୍ୟକତା ଅନୁଯାୟୀ ଆରଡି ବିଭାଗ ଓ କୋଟଗଡ଼ ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟ କରାଯିବା ନେଇ ସିଡିଓ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଞ୍ଚଳର ଆର୍ଥିକ ବିକାଶ ପାଇଁ କେକେଡିଏ ବେଲଘର ମାଧ୍ୟମରେ ଉପଯୋଗୀ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି।

News Comment

You Might Also Like

BACK TO TOP