Breaking News

ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||      ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||      ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||     

ବାଲି ଛାଇ ସରପଞ୍ଚ ଙ୍କୁ ଅନାସ୍ଥା ପ୍ରସ୍ତାବ କରି ଗାଦିଚ୍ୟୁତ କରିବା ପରେ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲପାଳ ଙ୍କୁ ଫେରାଦ ହେବା ପାଇଁ କହିଲେ ଜିଲ୍ଲା ସରପଞ୍ଚ ସଙ୍ଘସଭାପତି |

19-Jul-2025

ମହିଳା ସରପଞ୍ଚଙ୍କୁ ପଦଚ୍ୟୁତ କରିବା ବିରୁଦ୍ଧରେ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ନ୍ୟାୟ ପ୍ରଦାନ ସକାଶେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।
____________________________________

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା 
 ତା.୧୯/୦୭/୨୦୨୫:

 ଚଳିତ ଜୁଲାଇ ମାସ ୧୧ ତାରିଖ ଶୁକ୍ରବାର ଦିନ ପୋଲସରା ବ୍ଲକ୍ ବାଲିଛାଇ ଗ୍ରାମ ପଞ୍ଚାୟତ ମହିଳା ସରପଞ୍ଚ ସିଲୁ ବେହେରାଙ୍କ ବିରୁଦ୍ଧରେ ମିଥ୍ୟା ଦୁର୍ନୀତି ଅଭିଯୋଗ ଅଣାଯାଇ ଅନାସ୍ଥା ପ୍ରସ୍ତାବ ଦ୍ଵାରା ପଦଚ୍ୟୁତ କରାଯାଇଥିଲା। ଏହା  ବିରୁଦ୍ଧରେ ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ବ୍ଲକ୍ ଛକ ସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଗଂଜାମ ଜିଲ୍ଲା ସରପଞ୍ଚ ସଂଘ ସଭାପତି ମନୋରଂଜନ ଗୌଡ଼, ଉପସଭାପତି କୃଷ୍ଣଚନ୍ଦ୍ର ବୌଲା, ଉପଦେଷ୍ଟା ନିଳାଞ୍ଚଳ ସାହୁ ଓ ହାତିଓଟ ସରପଞ୍ଚଙ୍କ ପ୍ରତିନିଧି ତଥା ଉକ୍ତ ଜିଲ୍ଲା ସଂଘ ଆଇନ ପରାମର୍ଶଦାତା ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଗତ ଜୁନ୍ ମାସ ୧୬ ତାରିଖ ଦିନ ସରପଞ୍ଚ ସିଲୁ ବେହେରାଙ୍କୁ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ପରବର୍ତ୍ତୀ ଚଳିତ ଜୁଲାଇ ମାସ ୧୧ ତାରିଖ ଦିନ କିଛି ପ୍ରଭାବଶାଳୀ ବ୍ୟକ୍ତିମାନେ ପଞ୍ଚାୟତର ୱାର୍ଡମେମ୍ବର ମାନଙ୍କୁ ପ୍ରଲୋଭିତ କରି ବେଆଇନ୍ ଭାବେ ତାଙ୍କ ନାମରେ ମିଥ୍ୟା ଆରୋପ ଲଗାଇ ସରପଞ୍ଚ ପଦବୀରୁ ଅନ୍ତର କରାଯାଇଛି ତାହାର ତୀବ୍ର ନିନ୍ଦା କରିବାସହ ଉକ୍ତ ମିଥ୍ୟା ଆରୋପର ନିରପେକ୍ଷ ତଦନ୍ତ କରି ପଦଚ୍ୟୁତ ସରପଞ୍ଚ ସୀଲୁ ବେହେରାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବୀ କରିବାସହ ଚଳିତ ୧୮ ତାରିଖ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ପତ୍ରାଙ୍କ ସଂଖ୍ୟା ୩୪/୨୫ ମାଧ୍ୟମରେ ନିବେଦନ କରିଛନ୍ତି। ଏହି ସମୟରେ ପଦଚ୍ୟୁତ ସରପଞ୍ଚ ସିଲୁ ବେହେରାଙ୍କ ସମେତ, କଳମ୍ୱ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସୁଶିତ କୁମାର ସାହୁ, ବେଲଗାଁ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ, ମନ୍ଦାର ସରପଞ୍ଚଙ୍କ ପ୍ରତିନିଧି କାର୍ତ୍ତିକ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP