Breaking News

ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||      ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||      ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||     

ଭଞ୍ଜନଗର ମେଡିକାଲ ରେ ଚିକିତ୍ସା ପାଇଁ ଯାଇ ଥିବା ରୋଗୀକୁ ଡାକ୍ତର ଙ୍କ ଅଣଦେଖା ଯୋଗୁଁ ରୋଗୀର ମୃତ୍ୟୁ |

20-Jul-2025

ଜୀବନ୍ତ ମଣିଷ ଶବ ହୋଇ ଫେରୁଛି

ଓଡିଶା ଜନମତ ଭଞ୍ଜନଗର, ସପନ କୁମାର ସେଠୀ :

କୁନି ଝିଅ ପୋଛି ଦେଉଛି ମାଆ ଆଖିର ଲୁହ!!!  ମାଆ ଲୋ କଣ ହେଲା, କାନ୍ଦେନି। ଏମାନେ ଡାକ୍ତର ନୁହନ୍ତି ଲୋ, ଏମାନେ ହେଲେ ନର ରୂପି ରାକ୍ଷସ। ଡାକ୍ତର ର କାମ ହେଲା ରୋଗୀ ସେବା କରିବା। ସେଥି ପାଇଁ ଡାକ୍ତର ଙ୍କୁ ଭଗବାନ ଙ୍କ ରୂପ ଦିଆ ଯାଇଛି।ରୋଗୀଟିଏ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଧାଇଁ ଆସି ଥାଏ ସରକାରୀ ଡାକ୍ତରଖାନାକୁ କିନ୍ତୁ ଅନେକ ସମୟରେ ଏସବୁର ବ୍ୟତୀକ୍ରମ ଦେଖିବାକୁ ମିଳୁଛି।ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଭଞ୍ଜନଗର ଡାକ୍ତରଖାନାରେ। ଗଂଜାମ ଜିଲ୍ଲା ବାଲିପଦର ନିକଟ ଗଉଙ୍ଗୁ ଅଞ୍ଚଳ ର ଜଣେ ଜ୍ୱର ହେଉଥିବା ରୋଗୀ ଦିନ ତିନିଟାରେ  ଭଂଜନଗର ଡାକ୍ତର ଖାନାକୁ ଆସିଥିଲେ।ତାଙ୍କୁ ଚିକିତ୍ସା କରାଯାଇ ଥିଲା ,ସାଲାଇନ ଦିଆ ଯାଇଥିଲା କିନ୍ତୁ ରୋଗୀ କୁ ଠିକ ରେ ଚିକିତ୍ସା ଦିଆ ଯାଇ ନ ଥିଲା ଏପରିକି  ଦିଆ ଯାଇଥିବା ସାଲାଇନ ସରି ରୋଗୀ ଦେହରୁ ରକ୍ତ ବାହାରି ଯାଇଥିଲା।ରୋଗୀ ଙ୍କ ସ୍ତ୍ରୀ କେତେ କାକୁତି ମିନତି କଲେ ସୁଦ୍ଧା କେହି ଦେଖିଲେ ନାହିଁ ଯାହାଫଳରେ ରୋଗୀ ର ମୃତ୍ୟ ହୋଇଯାଇଥିଲା |   କିନ୍ତୁ ଯେତେବେଳେ ଦୀର୍ଘ ସମୟ ପ୍ରଯ୍ୟନ୍ତ କେହି କିଛି ନ କହିବାରୁ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା।ଏହାକୁ ଦେଖି ମେଡିକାଲ କର୍ତ୍ତୃପକ୍ଷ ମୃତ ବ୍ୟକ୍ତି କୁ ଅକ୍ସୀଜେନ ଦେବାକୁ ଆସିଥିଲେ।ଏଠାରେ ପ୍ରଶ୍ନ ଉଠୁଛି କେଉଁ ଉଦ୍ଧେଶ୍ୟରେ ମୃତ ବ୍ୟକ୍ତି ଙ୍କୁ ଅକ୍ସୀଜେନ ଦିଆଗଲା ?ବଞ୍ଚି ଥିବା ସମୟରେ କଣ ମେଡିକାଲ ରେ ଅକ୍ସୀଜେନ ନ ଥିଲା କି?ସୂଚନାଯୋଗ୍ୟ ଯେ ଗୋଟିଏ ଦିନରେ ତିନି ତିନୋଟି ରୋଗୀ ମାରିବା ଘଟଣା କୁ ଚକିତ କରୁଛି।ଏହି ଘଟଣା ଜାଣିବା ପରେ ଯୁବ ସମାଜ ସେବୀ ତଥା କଂଗ୍ରେସ ନେତା କୁଲୁ ଭୂୟାଁ ଭଞ୍ଜନଗର ମେଡିକାଲ ରେ ପହଂଚି ମୃତ ପରିବାରକୁ ଶାତ୍ବନା ଦେବା ସହ ଘଟଣା ବିଷୟରେ ବୁଝି ଥିଲେ।ସୂଚନାଯୋଗ୍ୟ ଅନେକ ସମୟରେ ମେଡିକାଲ କର୍ମଚାରୀ ଙ୍କ ଵ୍ୟବହାର ଓ ମେଡିକାଲ ଷ୍ଟାଫ ମାନଙ୍କ ମନୋମୁଖୀ କାମ ଯୋଗୁଁ ରୋଗି ମୃତ୍ୟୁ ହେଉଛି।ଏହା ଛଡା ରାତ୍ର ସମୟରେ ଆସୁଥିବା ଗୁରୁତର ନ ଥିବା ରୋଗୀ ମାନଙ୍କୁ ବ୍ରହ୍ମପୁର କୁ ପଠା ଯାଉଛି।ତେଣୁ ନାହିଁ ନାହିଁ ରେ ଚାଲୁଥିବା ଭଞ୍ଜନଗର ମେଡ଼ିକାଲ ର  ସମସ୍ୟା କେବେ ସୁଧୁରିବ ତାହା ଦେଖିବାକୁ ବାକି ରହିଲା।

News Comment

You Might Also Like

BACK TO TOP