Breaking News

ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||      ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||      ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||     

ତୁମ୍ବେଶ୍ୱର ମନ୍ଦିର ର ଏଣ୍ଡାମେଣ୍ଟ ଟ୍ରଷ୍ଟ ଦାଇତ୍ୱ ନେଲେ ପୁରୁଷୋତ୍ତମପୁର ତହସିଲଦାର |

19-Jul-2025

ତୁମ୍ବେଶ୍ୱର ମନ୍ଦିର ର ମେନେଜିଙ୍ଗ ଟ୍ରଷ୍ଟ ଭାବେ ପୁରୁଷୋତ୍ତମପୁର  ତହସିଲ ଦାର ଦାଇତ୍ୱ ନେଲେ |

          ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ବିରାଜିତ ପ୍ରଭୁ ରାମଚନ୍ଦ୍ର ଙ୍କଦ୍ୱାରା ଲାଉତୁମ୍ବ କୁ ନେଇ ପୂଜା କରିଥିବା ଠାକୁର ତୁମ୍ବେଶ୍ୱର  ମନ୍ଦିର ର ବିଭିନ୍ନ ସମୟ ରେ  ନିର୍ମଳ ସାହୁଙ୍କ ଠାରୁ ଆରମ୍ଭ କରି ଅଶୋକ ସାମନ୍ତରା ପର୍ଯ୍ୟନ୍ତ ମନ୍ଦିର ଟ୍ରଷ୍ଟ ହୋଇ କାର୍ଯ୍ୟ ସମ୍ଭାଳି ଆସୁଥିଲେ | ତେବେ  ପ୍ରତାପୁର ଗ୍ରାମର ଗ୍ରାମ ବାସୀ ତଥା ହାଇକୋର୍ଟ ର ଆଇନ ଯିଵି ପଦ୍ମ ଚରଣ ପଟନାୟକ (କମା ) ବାବୁ  ଙ୍କ ପରାମର୍ଶ କ୍ରମେ  ଦେବୋତ୍ତର ବିଭାଗ ସହଯୋଗ ରେ ପୁରୁଷୋତ୍ତମପୁର ତହସିଲଦାର ଙ୍କୁ  ମନ୍ଦିର ଦେବୋତ୍ତର ବିଭାଗର ଟ୍ରଷ୍ଟି କରିବା ପାଇଁ ନିର୍ଦେଶ ନାମା ଜାରିକାରୀ  ତାଙ୍କୁ ନିଯୁକ୍ତି ଦେଇଥିଲେ |  ତେବେ ଏହା ପୂର୍ବରୁ ଥିବା ମହିଳା ତହସିଲଦାର ଲୋପାମୁଦ୍ରା ରଥ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ   ଟ୍ରଷ୍ଟ ଦାଇତ୍ୱ ଗ୍ରହଣ କରିପାରି ନଥିଲେ | ତାଙ୍କର ବଦଳି ପରେ  ଏଠାକୁ  ଆସିଥିବା ତହସିଲଦାର ବିନୋଦ କୁମାର ବେହେରା   ଗତ କାଲି  ପ୍ରତାପୁର ତୁମ୍ବେଶ୍ୱର ମନ୍ଦିର କୁ ଯାଇ ଥିଲେ | ଏବଂ କିଛି ସେବାୟତ ଙ୍କ ଉପସ୍ଥିତି ରେ ମନ୍ଦିର ର ଉନ୍ନତି କରଣ ସ୍ୱଚ୍ଛ ପରିବେଶ, ସୁସ୍ଥ ଅନୁଶାସନ ଉପରେ ଏକ ବୈଠକ କରି ମନ୍ଦିର ର ଟ୍ରଷ୍ଟ ଦାଇତ୍ୱ ପୂର୍ବତନ ଟ୍ରଷ୍ଟ ଥିବା ସମାଜ ସେଵୀ, ରାଜତିନଜ୍ଞ,  ଅଶୋକ ସାମନ୍ତରା ଙ୍କ ଠାରୁ ଦାଇତ୍ୱ  ନେଇ ଥିଲେ | ତହସିଲଦାର ଙ୍କ କହିବା କଥା ଆଗାମୀ ଦିନରେ ଏକ ବୈଠକ କରି ମନ୍ଦିର ର ସମସ୍ତ ସେବାୟତ ଓ କିଛି ଗ୍ରାମବାସୀ, ଆଇନ ଯିଵି, ବୁଦ୍ଧି ଯିଵି ଓ ବରିଷ୍ଟ ନାଗରିକ ଙ୍କୁ ନେଇ ଆଗାମୀ ଦିନରେ  ମନ୍ଦିର ର ବହୁବିଧ  ଉନ୍ନତି ଉପରେ ଧ୍ୟାନ ଦିଆଯିବ ବୋଲି କହିଥିଲେ |

News Comment

You Might Also Like

BACK TO TOP