Breaking
News
Breaking
News
18-Jul-2025
ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର।
ଓଡିଶା ଜନମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ, ତା-18/07/25:
ଆଜି ମଧ୍ୟାହ୍ନ ରେ ବ୍ରହ୍ମପୁର ନଗର ଚିକିତ୍ସାଳୟ ନିକଟରେ ଜଣେ ଅଜଣା ବସ୍ କୁ ଅପେକ୍ଷା କରିଥିବା ବେଳେ ଅଚେତ ଅବସ୍ଥାରେ ପଡ଼ିଥିଲା। ପରବର୍ତ୍ତୀ ସମୟରେ ସେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆସି ମୃତ୍ୟୁ ବରଣ କରିଥିଲା।ତା ନିକଟରେ ଏକ ଅଖା ମୁଣି, ଲଙ୍କା ଗୁଣ୍ଡ,ମରିଚ ଗୁଣ୍ଡ ଓ ମନିପର୍ସ୍ ରେ ୨୦ ଟଙ୍କା ଥିବା ବେଳେ ତାର ପରିଚୟ ମିଳିନାହିଁ। କୌଣସି ବ୍ୟକ୍ତି ବିଶେଷ ଜାଣି ପାରିଲେ ବୈଦ୍ୟନାଥ ପୁର ଥାନା ସହ ଯୋଗାଯୋଗ କରିବାକୁ ଅନୁରୋଧ।
BACK TO TOP