Breaking News

ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||     

ଛତ୍ରପୁର ଠାରେ ସପ୍ତମ ଜିଲ୍ଲା ପରିଷଦ ବୈଠକ, ଜଳସେଚନ, ଶିକ୍ଷା, ପଞ୍ଚାୟତିରାଜ,ବିଭାଗ ଉପରେ ଆଲୋଚନା |

18-Jul-2025

*ସପ୍ତମ ଜିଲ୍ଲା ପରିଷଦ ବୈଠକ; ଜଳସେଚନ, ଶିକ୍ଷା,ପଞ୍ଚାୟତିରାଜ ବିଭାଗ ଉପରେ ଆଲୋଚନା*

 ଓଡିଶା ଜନମତ,ବ୍ରହ୍ମପୁର, କୈଳାସ ଚନ୍ଦ୍ର ଚୌଧୁରୀ, 19/07/25:

ଗଞ୍ଜାମ ଜିଲ୍ଲା ପରିଷଦର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ  ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା, ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ ପଟ୍ଟନାୟକ,ଖଲିକୋଟ ବିଧାୟକ ପୁର୍ଣ୍ଣଚନ୍ଦ୍ର ସେଠୀ,ଆସିକା ବିଧାୟକ ସରୋଜ କୁମାର ପାଢ଼ୀ,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ମଞ୍ଚାସିନ ଥିଲେ।ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗରେ  ଜିଲ୍ଲାର ବିକାଶ ଆଗକୁ ବଢିବ ବୋଲି ଜନ ପ୍ରତିନିଧିମାନେ ମତ ପୋଷଣ କରିଛନ୍ତି। 
ସେହିପରି ଜଳସେଚନସୁବିଧା ପାଇଁ ଆଲୋଚନା ସହ  ଅନ୍ୟପଟେ ବ୍ଲକ ଗ୍ରାଣ୍ଟ ସ୍କୁଲରେ ଶିକ୍ଷକ ନଥିବାରୁ  ସ୍କୁଲ ବନ୍ଦ ରହିଛି।  ଯାହା ଫଳରେ ୧ କିଲୋମିଟର ଦୂର ଚାଲି ଚାଲି ସ୍କୁଲ ଯାଉଛନ୍ତି  ବୋଲି  ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଅଭିଯୋଗ କରିଛନ୍ତି। ଏଥିସହ ଶିକ୍ଷା,ଜଳସେଚନ,କୃଷି,ପଞ୍ଚାୟତିରାଜ ବିଭାଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

News Comment

You Might Also Like

BACK TO TOP