Breaking News

ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||      ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||      ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||     

ପୁରୁଷୋତ୍ତମପୁର ସହର ରେ ଓଡିଶା ବନ୍ଦ ର ପ୍ରଭାବ ଶାନ୍ତିପୂର୍ଣ୍ଣ ଓ ସଫଳ ହୋଇଛି |

17-Jul-2025

ଓଡିଶା ବନ୍ଦ ରପ୍ରଭାବ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକରେ ମଧ୍ୟ ସଫଳ ହୋଇଛି |

                  ଓଡିଶା ଜନମତ ବ୍ୟୁରୋ,

ଆଜି ଓଡ଼ିଶା ବନ୍ଦ ଡାକରା ଦେଇଥିଲେ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ।ଏଥିରେ ନଅ ଗୋଟି ଦଳ ସାମିଲ ହୋଇଛନ୍ତି ସେମଧ୍ୟରୁ କଂଗ୍ରେସ ସହିତ  , ସି ପି ଆଇ ଓ ସି ପି ଆଇ (ଏମ) ଙ୍କ ସହିତ ଅନ୍ୟାନ୍ୟ ୬ ଗୋଟି ଦଳ | ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶୀଙ୍କ ପ୍ରତି ନିର୍ଯ୍ୟାତନା ହୋଇ ଥିବା ଏବଂ ତାଙ୍କର ବାରମ୍ବାର ଅଭିଯୋଗ ସତ୍ତ୍ୱେ ସରକାର, ପ୍ରଶାସନ, ରାଜନେତା କର୍ତ୍ତୁପକ୍ଷଙ୍କ ଠାରୁ ନ୍ୟାୟ ନ ମିଳିବାରୁ ନିଜ ଜୀବନକୁ ନିଜେ ବାଜିରେ ଲଗେଇ ଦେଲେ । କିନ୍ତୁ ଏଠି ବାରମ୍ବାର ପ୍ରତ୍ୟେକ ଦିନ ଓଡ଼ିଶାରେ ନାରୀ ନିର୍ଯାତନା, ଗଣଦୁଷ୍କର୍ମ, ହତ୍ୟା ଘଟି ଚାଲିଥିଲେ ମଧ୍ୟ   ସରକାର ନାରୀଙ୍କୁ ସୁରକ୍ଷା ଦବାରେ ସମ୍ପୂର୍ଣ୍ଣ ଭାବରେ ବିଫଳ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର । ସେଥିଲାଗି ଦୋଷୀଙ୍କୁ ଯେଉଁଭଳି ଭାବେ କଠୋର ରୁ ଅତି କଠୋର ଦଣ୍ଡ ଦିଆଯିବ ଏବଂ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର  କଂଗ୍ରେସ ର ଯୁବନେତା ତଥା ଓ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିତ୍ରସେନ ବେହେରା(ଉଜ୍ଜ୍ୱଳ) ଭାଇଙ୍କ ନେତୃତ୍ୱରେ ଆଜି ବନ୍ଦ ଡାକରା ଦିଆଯାଇଛି | ଏହି ବନ୍ଦ ଡ଼ାକରାରେ ପୁରୁଷୋତ୍ତମ ପୁର ର ସମସ୍ତ ଦୋକାନ ବଜାର, କଲେଜ, ବସ୍ ଚଳାଚଳ ଏବଂ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା | ଏପରିକି ସରକାର ଙ୍କ ମୋବସ ମଧ୍ୟ ଚାଲି ପାରିଲା ନାହିଁ  | ଆଜି ପୁରୁଷୋତ୍ତମ ପୁର ସହରରେ ଏହି ବନ୍ଦ ଡାକରା ସମ୍ପୂର୍ଣ ରୂପେ ସଫଳ ହୋଇଥିଲା | ପୁରୁଷୋତ୍ତମ ପୁର ସହରର ସମସ୍ତ ଦୋକାନ ବଜ଼ାର ଏବଂ ସହର ବାସି ଏହି ଦୁଖଦ ଘଟଣାକୁ ସମର୍ଥନ ଜଣେଇଥିଲେ | ଆଜିର ଏହି ରାଲିରେ  କଂଗ୍ରେସ ର ପୂର୍ବତନ ନଗର ସଭାପତି ମନୋରଞ୍ଜନ ଦାଶ 
ଙ୍କ ସହିତ  ସୁଶାନ୍ତ ଗୌଡ଼,ମଲ୍ଲିକେଶ୍ୱର ଦାଶ, ଦିବାକର ସାହୁ, ପର୍ଶୁ ଗୌଡ଼, ସୁନୀଲ ବେହେରା, ଏବଂ କମ୍ୟୁନିଷ୍ଟ ପାର୍ଟିର ସତ୍ୟ ମହାପାତ୍ର,ପ୍ରକାଶ ଚନ୍ଦ୍ର ବେହେରା ଏବଂ ଅନ୍ୟାନ୍ୟ  ନେତା,କର୍ମୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି କାଳୀମନ୍ଦିର ଛକଠାରୁ କୁମ୍ଭାରୀ ପର୍ଯ୍ୟନ୍ତ ଯାଇ ଶାନ୍ତି ଶୃଙ୍ଖଳା ସହିତ ଦୋକାନ ବଜାର ବନ୍ଦ କରି ବନ୍ଦକୁ ସଫଳ କରିଥିଲେ |  ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ଥାନା ଅଧିକାରୀ ରାଜେଶ ନାୟକ ଙ୍କ ସହ ସବୁଥନା ଷ୍ଟାଫ, ବହୁ ଫୋର୍ସ ଉପସ୍ଥିତ ରହି କିଛି ଅଘଟଣ ଘଟିବା ଉପରେ ନଜର ରଖି ଥିଲେ  || ଓ ପୁରୁଷୋତ୍ତମପୁର ସହର ରେ ଶାନ୍ତି ଶୃଙ୍ଖଳା ସହିତ ଓଡିଶା ବନ୍ଦ ସଫଳ ହୋଇଛି |

News Comment

You Might Also Like

BACK TO TOP