Breaking News

ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||      ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||      ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||     

ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଓଡିଶା ବନ୍ଦର ପ୍ରଭାବ ଭଞ୍ଜନଗର ରେ ସଫଳ ||

17-Jul-2025

ଏgଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ  ଆତ୍ମହତ୍ୟା ଘଟଣା ବ୍ୟବସ୍ଥାଗତ ହତ୍ୟା ବିରୁଦ୍ଧରେ ଭଞ୍ଜନଗର ସମ୍ପୂର୍ଣ୍ଣ ବନ୍ଦ।
---------------------------------------------

ଓଡିଶା ଜନମତ ଭଞ୍ଜନଗର, ସପନ କୁମାର ସେଠୀ

ଭଞ୍ଜନଗର ତା ୧୭. ୦୭. ୨୫ ରିଖ  ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭଞ୍ଜନଗର ସହରରେ ଦୋକାନ ବଜାର, ଅଫିସ ଦପ୍ତର, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଗାଡି ମଟର ସମ୍ପୂର୍ଣ୍ଣ ଠପ ହେଇଯାଇଛି। ଏହି ବନ୍ଦ ପାଳନ ଭଞ୍ଜନଗର ଅଂଚଳର ଜନ ସାଧାରଣ ସ୍ବତର୍ସ୍ୱର୍ଥ ଭାବେ ବନ୍ଦ କରିଛନ୍ତି। ବାଲେଶ୍ୱର ଜିଲ୍ଲାର ଝିଅ ସୌମ୍ୟଶ୍ରୀ ବିଶି ପ୍ରତି ହୋଇଥିବା ବ୍ୟବସ୍ତାଗତ ବା ପ୍ରାୟୋଜିତ ହତ୍ୟା ବିରୁଦ୍ଧରେ ୧୭ ତାରିଖ ଦିନ କଂଗ୍ରେସ ସମେତ କମ୍ୟୁନିଷ୍ଟ ପାର୍ଟି ଓ ଅନ୍ୟନ୍ୟା ୮ଟି ରାଜନୈତିକ ଦଳ ତରଫରୁ ବନ୍ଦ ଡାକରା ଫିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଭଞ୍ଜନଗରରେ ବନ୍ଦକୁ ସଫଳ କରିବା ପାଇଁ ଗତକାଲି ପ୍ରସ୍ତୁତି ବୈଠକ କରି ନିଷ୍ପତି ନିଆଯାଇଥିଲା । ମାଇକ ଲଗାଇ ପ୍ରଚାର କରାଯାଇଥିଲା ସ୍କୁଲ, କଲେଜ, ଅଫିସ, ଦପ୍ତର, ଯାନବାହାନ ଦୋକାନ, ବଜାର ଆଦି ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଥିଲା । ଯାହାଦ୍ୱାରା ଆଜି ଭଞ୍ଜନଗର ସମ୍ପୂର୍ଣ୍ଣ ବନ୍ଦ ହେଇଯାଇଛି। ବାଲେଶ୍ୱର ଜିଲ୍ଲାର ଝିଅ ସୌମ୍ୟଶ୍ରୀ ଙ୍କ ଦାରୁଣ ମୃତ୍ୟୁ ରେ ସାରା ଦେଶ ହତଚକିତ, ଫକୀର ମହୋନ ମହାବିଦ୍ୟାଳୟର ପ୍ରିନସିପାଲ ଅଶୋକ ଘୋଷ,HOD ସମୀର ସାହୁ ଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ସାଂସଦ, ବିଧାୟକ ସମସ୍ତଙ୍କୁ ଜଣାଇ ବାରମ୍ବାର ନ୍ୟାୟ ଭିକ୍ୟା କରିଥିଲେ ମଧ୍ୟ କେହିବି କର୍ଣ୍ଣପାତ କରିନଥିଲେ। ଯାହାଦ୍ୱାରା ସେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି । ଏଥିପାଇଁ କେବଳ ପ୍ରିନସିପାଲ ଓ HOD ଦୋଷୀ ନୁହନ୍ତି ଏଥିରେ ଶିକ୍ଷା ମନ୍ତ୍ରୀ, ବିଧାୟକ, ଆରକ୍ଷୀ ଅଧିକ୍ଷକ ଓ ଆଇ ଆଇ ସି ମଧ୍ୟ ସମ ପରିମାଣରେ ଦାୟୀ ତେଣୁ ସେମାନଙ୍କୁ ତୁରନ୍ତ ପଦରୁ ବହିଷ୍କାର କରାଯାଉ ବୋଲି ନେତାମାନେ ନାରାବାଜି କରି ଭଞ୍ଜନଗର ବାସୀଙ୍କୁ ବୁଲି ବୁଲି ସଚେତନ କରୁଥିଲେ। ତାହା ସହ ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନିଜେ ପୋଡି ଯାଇଥିବା ଛାତ୍ର ଜ୍ୟୋତି ପ୍ରକାଶ ବିଶାଳଙ୍କୁ ତୁରନ୍ତ ସାହାସିକତାର ପୁରସ୍କାର ପ୍ରଦାନ ସହିତ ୧୦ ଲକ୍ଷ ଟଙ୍କାର ଅନୁଦାନ ମୂଳକ ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ଏହି ବନ୍ଦ ପାଳନରେ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟର ଆବାହକ ଓ ବରିଷ୍ଠ ଆଇନଜୀବି ସୋମନାଥ ନାୟକ କଂଗ୍ରେସର ପ୍ରଶାନ୍ତ ବିଷୋୟୀ, କୁଲୁ ଭୂୟାଁ,ଆଇନଜୀବୀ ଅଭିମନ୍ୟୁ ଗୌଡ଼,ସିପିଆଇ(ଏମ-ଏଲ)ର ଜିଲ୍ଲା ସମ୍ପାଦକ ନିରାକାର ନାୟକ, ଚାଷୀ ମୂଲିଆ ସଂଘର ସଂଜୟ ନାୟକ, ନିରଞ୍ଜନ ନାୟକ ସମାଜସେବୀ ରବି ନାରାୟଣ ସାମନ୍ତ, ବିପିନ କୁମାର ବେହେରା,ଯୁଧିଷ୍ଠିର ବେହେରା,ଏସ ଏନ ପ୍ରଧାନ, ସୁରେନ୍ଦ୍ର ବେହେରା, ଗୋବିନ୍ଦ ଚନ୍ଦ୍ର ଲେଙ୍କା ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ।

News Comment

You Might Also Like

BACK TO TOP