Breaking News

ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||     

ପୋଲସରା ବିଚାର ବିଭାଗୀୟ ଅଦାଲତ ରେ ଚତୁର୍ଥ ତମ ପ୍ରତିଷ୍ଠା ଦିବସ ପାଳିତ |

01-Jul-2025

ପୋଲସରା ବିଚାର ବିଭାଗୀୟ ଅଦାଲତର ଚତୁର୍ଥତମ ପ୍ରତିଷ୍ଠା ଦିବସ ପାଳିତ l 
ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା 
 ତା :1/7/2025

 ଆଜି ପୋଲସରା ସ୍ଥିତ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ପୋଲସରା ଚତୁର୍ଥତମ ପ୍ରତିଷ୍ଠା  ଦିବସ  ଓକିଲ ସଙ୍ଘ କାର୍ଯ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।  
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଏ.ଅବିନାଶ ନାଇଡ଼ୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l
କାର୍ଯ୍ୟକ୍ରମକୁ ଓକିଲ ସଙ୍ଘ ସଭାପତି କବିରାଜ ଦାଶଙ୍କ  ପରିଚାଳିନା କରିଥିବାବେଳେ  ସମ୍ପାଦକ ବ୍ରଜେନ୍ଦ୍ର ସାହୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପୂର୍ବତନ ଶ୍ରେଷ୍ଠ ବିଧାୟକ ତଥା ବରିଷ୍ଠ ଓକିଲ ସିମାଞ୍ଚଳ ବେହେରା, କୋଦଳା କୋର୍ଟର ସରକାରୀ ଓକିଲ ନୀଳାଞ୍ଚଳ ପୋଲାଈ, ପୋଲସରା କୋର୍ଟ ସରକାରୀ ଓକିଲ ଅବଦ୍ଧେଶ ପଟ୍ଟନାୟକ (କ୍ୟାଡର ଶ୍ରେଣୀ ) ଓ ରତ୍ନାକର ମହାନ୍ତି, ପୂର୍ବତନ ସରକାରୀ ଓକିଲ ରମେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ଉପସଭାପତି ଅକ୍ଷୟ କୁମାର ଦାସ, ସହସମ୍ପାଦକ ବିଜୟ କୁମାର ଶାସମଲ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ବିଷୋୟୀଙ୍କ ସମେତ   ସିଦ୍ଧାର୍ଥ ଶଙ୍କର ଦାସ, ଅଗସ୍ତି ବରାଡ଼, ପବିତ୍ର ମୋହନ ନାୟକ, ଜ୍ୟୋତିର୍ମୟ ପଟ୍ଟନାୟକ, ରତ୍ନାକର ପ୍ରଧାନ, ସିମାଞ୍ଚଳ ହୋତା, ସତଚ୍ଚିଦାନନ୍ଦ ପାଣିଗ୍ରାହୀ, ପୂର୍ବତନ ସଭାପତି ସୁଶାନ୍ତ କୁମାର ସାହୁ, ସପନ କୁମାର ମିଶ୍ର, ରଜନୀ କାନ୍ତ ପ୍ରଧାନ, ସୁଜିତ କୁମାର ପାଣିଗ୍ରାହୀ, କାହ୍ନୁ ଚରଣ ସାହୁ, ସୁଧାଂଶୁ ଶେଖର ପ୍ରଧାନ, ରଜନୀକାନ୍ତ ମିଶ୍ର,ଏ. ପ୍ରଶାନ୍ତ କୁମାର ଆଚାରୀ, ବ୍ରଜବନ୍ଧୁ ଦଳବେହେରା, ଶରତ ଚନ୍ଦ୍ର ପଟ୍ଟନାୟକ, ହରପ୍ରସାଦ ଦାସ, ଅନିଲ କୁମାର ମହାଙ୍କୁଡ,  ଏ. ରବିନ୍ଦ୍ର କୁମାର ପାତ୍ର, ହରିହର ସାହୁ, କପିଳ ପୋଲେଇ, ସୁକାନ୍ତି ସାହୁ, ସୁଜ୍ଞାନୀ ସାହୁ,ଏ. ଶର୍ମିଷ୍ଠା ପାତ୍ର, ସ୍ନେହଲତା ବେହେରାଙ୍କ ସମେତ ଆହୁରି ଅନେକ  ଓକିଲ ବନ୍ଧୁମାନେ ଉପସ୍ଥିତ ରହି ସହଯୋଗ କରିବା ସହ ପ୍ରତିଷ୍ଠା ଦିବସ ସମନ୍ଧେ ଅଭିଭାଷଣ ପ୍ରଦାନ କରିଥିଲେ।  ଶେଷରେ  ପୂର୍ବତନ ସଭାପତି ବଳରାମ ପ୍ରଧାନ ସଂଘ ତରଫରୁ ସମସ୍ତଙ୍କୁ  ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP