Breaking News

ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||     

କନକ ଦୁର୍ଗା ବିଦ୍ୟାପୀଠର ବିଦାୟୀ ଶିକ୍ଷକ ମାନଙ୍କ ସେବା ନିବୃତ୍ତ ସମାରୋହ |

01-Jul-2025

କନକଦୂର୍ଗା ବିଦ୍ୟାପୀଠର ବିଦାୟୀ ଶିକ୍ଷକମାନଙ୍କ ସେବାନିବୃତ୍ତ ସମାରୋହ।
____________________________________
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା 
  ତା.୩୦/୦୬/୨୦୨୫:

ଆଜି ପୋଲସରା ବ୍ଲକ୍ ବେଲଗାଁ ପଞ୍ଚାୟତ ମଧୁସୂଦନପୁର ସ୍ଥିତ କନକଦୂର୍ଗା ବିଦ୍ୟାପୀଠର ବିଦାୟୀ ଶିକ୍ଷକମାନଙ୍କ ସେବାନିବୃତ୍ତ ସମାରୋହ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତା ବିଷୋୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପୋଲସରା ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥିଭାବେ ପୋଲସରା ବିଇଓ ଶ୍ରୀହର୍ଷ ବାବୁ ଖାଡ଼ଙ୍ଗା, ମୁଖ୍ୟବକ୍ତା ଭାବେ କବିସୂର୍ଯ୍ୟନଗର ବିଇଓ ଅଭିମନ୍ୟୁ ସାହୁ ଏଵଂ ସମ୍ମାନୀତ ଅତିଥିଭାବେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରହରି ପ୍ରଧାନ, ପ୍ରଣପୁର ହାଇସ୍କୁଲ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଗୋଲାମୁଣ୍ଡଳା ହାଇସ୍କୁଲ ପ୍ରଧାନ ଶିକ୍ଷକ ରମାକାନ୍ତ ସାହୁ, ଏବିଇଓ ସ୍ୱରୂପ କୁମାର ପାତ୍ର,  ଗୁଡ଼ିଆଳି ହାଇସ୍କୁଲ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାହୁ, ଏସବିବି ମେଡ଼ିକାଲ, କଟକର ଡା.ପ୍ରାଚିପ୍ରଭା ସାହୁ, ଇ. ମାନସ ରଂଜନ ସାହୁ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦ୍ବାରିକାନାଥ ମିଶ୍ର, ପ୍ରଧାନ ଶିକ୍ଷକ ଗୋପୀନାଥ ଉଚ୍ଚ ବିଦ୍ୟାଳୟ, ମଧୁପଲ୍ଲୀ ଲମ୍ବୋଦର ସାହୁ, ସମାଜସେବୀ ରାଜେନ୍ଦ୍ର କୁମାର ପ୍ରଧାନ,  ବେଲଗାଁ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ  ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଗତ ଅପ୍ରେଲ, ମଇ ଓ ଚଳିତ ମାସ ୩୦ ତାରିଖ ଦିନ ଅବସର ନେଇଥିବା ହିନ୍ଦି ଶିକ୍ଷକ ତଥା ସ୍କାଉଟ୍ ଶିକ୍ଷକ ବିକ୍ରମ ମହାରଣା ପରବର୍ତ୍ତୀରେ ତା.୩୧/୦୫/୨୦୨୫:ରେ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଭାବଗ୍ରାହି ପଲାଇ ଓ ଆଜି ତା.୩୦/୦୬/୨୦୨୫:ରେ ଅବସର ନେଇଥିବା ବିଜ୍ଞାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ତିନିଜଣ ଶିକ୍ଷକଙ୍କୁ ଅନୁଷ୍ଠାନ ପରିବାର, ଆଲୁମିନି ଓ ଅଞ୍ଚଳବାସିବୃନ୍ଦଙ୍କ ତରଫରୁ ପ୍ରଦତ୍ତ ମାନପତ୍ର ସହ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହିତ ପରବର୍ତ୍ତୀ ଜୀବନ ଆନନ୍ଦ, ସୁଖ ଓ ନିରାମୟ ଭାବେ ଅତିବାହିତ ହେବାକୁ ପ୍ରଭୁଙ୍କ ନିକଟରେ କାମନା କରାଯାଇଥିଲା। ଏଥିସହ ଅନୁଷ୍ଠାନର ବର୍ତ୍ତମାନ ଏଵଂ ପୂର୍ବତନ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ପ୍ରିୟ ଶିକ୍ଷାନୁଷ୍ଠାନର ଏହି ତିନିଜଣ ପ୍ରୀୟ ଶିକ୍ଷକଙ୍କୁ ପୁରସ୍କାର ଏଵଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବାସହିତ ଚରଣସ୍ପର୍ଶ‌ କରି ଆର୍ଶୀବାଦ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସହକାରୀ ଶିକ୍ଷକ, ଏସ୍ଏମଡିସି ସଦସ୍ୟବୃନ୍ଦ, ଆଲୁମିନି ସଦସ୍ୟବୃନ୍ଦଙ୍କ ସମେତ ଅନୁଷ୍ଠାନର କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।

News Comment

You Might Also Like

BACK TO TOP