Breaking News

ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||     

ପୁରୁଷୋତ୍ତମପୁର ସ୍ଵପ୍ନେଶ୍ଵର ମନ୍ଦିର ପରିସର ରେ କଂଗ୍ରେସ ତରଫରୁ ସମ୍ବିଧାନ ବଞ୍ଚାଅ ଦିବସ ପାଳିତ |

01-Jul-2025

ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି ଦ୍ୱାରା ସମ୍ବିଧାନ ବଞ୍ଚାଅ ଦିବସ ପାଳିତ |

           ଓଡିଶା ଜନମତ ବ୍ୟୁରୋ,

ସ୍ଵପ୍ନେଶ୍ଵର  ମନ୍ଦିର  ପ୍ରାଙ୍ଗଣ  ରେ  ଏ ଆଇ ସି ସି   ର  ନିର୍ଦେଶ  କ୍ରମେ  ଖଲ୍ଲିକୋଟ ବିଧାନ ସଭା ବିଧାୟକ ପାର୍ଥି ହୋଇଥିବା ଚିତ୍ରସେନ ବେହେରା ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା |   ପୂର୍ବତନ ନଗର ସଭାପତି  ମନୋରଞ୍ଜନ ଦାଶଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | 
ଏଥିର  ମୁଖ୍ୟ   ବିଷୟ ବସ୍ତୁ ଥିଲା ସମ୍ଵବିଧାନ କୁ କିପରି ବଞ୍ଚା ଯାଇ ପାରିବସେଉପରେ   ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା  |  
ସମ୍ବିଧାନ  କୁ  କିପରି ବର୍ତ୍ତମାନ ର ଶାସକ ବିଜେପି  ସରକାର  ହତ୍ୟା  କରୁଛି   ସେ  ଉପରେ  ଆଲୋକ ପାତ କରି ବକ୍ତା ମାନେ ମତ ଦେଇଥିଲେ | ମହିଳା ମାନେ ବର୍ତ୍ତମାନସୁରକ୍ଷିତନୁହନ୍ତି, ସେମାନଙ୍କୁ  ଗଣ ଧର୍ଷଣ, ଦୁଷ୍କର୍ମ   କରାଯାଇ ହତ୍ୟା କରିଦିଆ ଯାଉଛି | ଯାହାକି ଶାସକ ସରକାର ଙ୍କସମୟ ରେଏହା ବଢ଼ି, ବଢ଼ି ଚାଲିଛି,   ତାଉପରେ  ବିଜେପି  ସରକାର  କୌଣସି  ପଦକ୍ଷପ  ନେବାରେ ସଫଳ ହୋଇ ପାରୁନାହାନ୍ତି | ଯାହାକି କରୁଛନ୍ତି ତାହା ଆଖି ଦୃସିୟା ନୁହଁ ବୋଲି କଂଗ୍ରେସ ମତ ଦେଇଛି | ଯଦି ଏପରି ମନମୁଖୀ କାର୍ଯ୍ୟ ସହିତ ମହିଳା ମାନଙ୍କୁ ସୁରକ୍ଷା, ଦେବାରେ ସରକାର ଟାଳ, ଟୁଳ, ନିତି ଗ୍ରହଣ କରନ୍ତି ତେବେ କଂଗ୍ରେସ କେବେବି ଚୁପ ହୋଉ ବସିରହିବନି, ବରଂ ରାଜରାସ୍ତା କୁ ଓହ୍ଲାଇ ଏହାର ଦୃଢ଼ ବିରୋଧ କରିବ ବୋଲି  ଉପସ୍ଥିତ ନେତା,କର୍ମୀ ମାନେ ମତ ଦେଇଥିଲେ | 
 ଏହି  କାର୍ଯ୍ୟ  କ୍ରମରେ କଂଗ୍ରେସ ବିଧାୟକ  ପ୍ରାର୍ଥୀ  ଚିତ୍ର  ସେନ  ବେହେରା ,ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ,ପୁରୁଷୋତ୍ତମ ପୁର ପ୍ରଭାରୀ  ଶ୍ରୀ  ଶରତ ଚନ୍ଦ୍ର ଦାଶ,  ଶ୍ରୀନିଵାସ  ପ୍ରଧାନ,  ଚିରଞ୍ଜିବି  ବିଷୋୟୀ ,  ମାଧବା ନନ୍ଦ ଦାଶ, ରାମ  ଚନ୍ଦ୍ର  ବେହେରା,  ମାଧବ  ମହାରଣା,   ସନ୍ତୋଷ କୁମାର ଗୌଡ଼, ମନୋଜ  କୁମାର ରାଉଳ, ଭାଗିରଥି  ଗୌଡ଼, ସୁଶାନ୍ତ  ଗୌଡ଼,  ଓ ଯୁଧିଷ୍ଠିର ଦୋରା  ଙ୍କ  ସମେତ  ଶହ, ଶହ   କଂଗ୍ରେସସ  ପ୍ରେମୀ  ବୈଠକ  ରେ  ଯୋଗ  ଦେଇ  ଥିଲେ  |  ଏହା ସହ ସୁନୀଲ  ବେହେରା   ରାମ  କୃଷ୍ଣ  ପାଢି  କାମନା ପାଢି  ଓ  ବୟୋଜ୍ୟେଷ୍ଠ ନେତା  ଜଗନ୍ନାଥ  ବେହେରା  (ଅଧିକାରୀ)  ନୀଳାଞ୍ଚଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP