Breaking News

ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||     

ବ୍ରହ୍ମପୁର ରୋଲଣ୍ଡ ଫାର୍ମାସି କଲେଜ ରେ ନୁଆଁ ଓଡ଼ିଆ ଫିଲ୍ମ "ଆଇ ଏମ କାଳିଆ ` ର ଉଦଘାଟନ |

01-Jul-2025

*ନୂତନ ଓଡ଼ିଆ ଚଳଚ୍ଚିତ୍ର "ଆଇ ଆମ୍ କାଳିଆ"ର ପ୍ରଚାର ରୋଲାଣ୍ଡ୍ ଫାର୍ମାସୀ କଲେଜରେ ଉଦ୍‌ଘାଟିତ*

ଓଡିଶା ଜନମତ, ବହ୍ମପୁର, ଗୋପାଳ କୃଷ୍ଣ ପ୍ରଧାନ,

ବ୍ରହ୍ମପୁର ସ୍ଥିତ ରୋଲାଣ୍ଡ୍ ଫାର୍ମାସୀ କଲେଜର ଜେଏସଆର୍ ମେମୋରିୟାଲ୍ ପ୍ରେକ୍ଷାଳୟରେ ନୂତନ ଓଡ଼ିଆ ଚଳଚ୍ଚିତ୍ର “ଆଇ ଆମ୍ କାଳିଆ” ର ପ୍ରମୋସନାଲ୍ କାର୍ଯ୍ୟକ୍ରମ ହେରା ପଞ୍ଚମୀ ଦିନ ଉଦ୍‌ଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ପ୍ରଯୋଜକ  ଶ୍ରୀ ସୁବାସ ସାହୁ, ଉପଦେଷ୍ଟା ଶ୍ରୀ ଅମିୟ ମହାରଣା , ଲୋକକଳା ଶିଳ୍ପୀ ଇଂ.ଓମ୍ ମହାପାତ୍ର ଓ ଚଳଚ୍ଚିତ୍ରର ମୁଖ୍ୟନାୟକ, କାହାଣୀକାର, ନିର୍ଦ୍ଦେଶକ ତଥା ଲୋକପ୍ରିୟ ଅଭିନେତା  ଶ୍ରୀ ହରିହର ମହାପାତ୍ର ପ୍ରମୁଖ ଅତିଥିରୂପେ ଯୋଗ ଦେଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଡଃ.ଜେ.ଶ୍ରୁତି ଓ ଅଧ୍ୟକ୍ଷ ଡଃ.ବିଭିଭି ରବି କୁମାର ଅତିଥିମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ଓ ଚଳଚ୍ଚିତ୍ରଟିର ସଫଳତା କାମନା କରିଥିଲେ ।  ଅତିଥିମାନେ ତାଙ୍କର ଅଭିଜ୍ଞତା, ଚଳଚ୍ଚିତ୍ରର କାହାଣୀ ବିଷୟରେ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରି ଓଡ଼ିଆ ସିନେମା ଦେଖିବା ପ୍ରତି ଆଗ୍ରହୀ ହେବା ପାଇଁ ବାର୍ତ୍ତା ଦେଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ଚଳଚ୍ଚିତ୍ରଟି ଆସନ୍ତା ବାହୁଡା ଯାତ୍ରା ଅବସରରେ ସାରା ଓଡିଶାର ସିନେମା ହଲ୍ ରେ ମୁକ୍ତିଲାଭ ହେବାକୁ ଯାଉଛି । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମଟିକୁ  ସୁଚାରୁ ରୂପେ ସମ୍ପାଦନ କରିଥିବା ବେଳେ ସହକାରୀ ଅଧ୍ୟାପକ ଦୀପକ ଷଡଙ୍ଗୀ ମଞ୍ଚ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

News Comment

You Might Also Like

BACK TO TOP