Breaking News

ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||     

ମୃତ ଛାତ୍ର ଶୁଭମ ସ୍ୱାଇଁ ଙ୍କ ପରିବାର କୁ ନ୍ୟାୟ ମିଳିବ କେବେ |

28-Jun-2025

ଶୁଭମ ସ୍ୱାଇଁ ଙ୍କ ମୃତ୍ୟୁ ର ପ୍ରକୃତ ନ୍ୟାୟ  ମିଳିଵତ???
ସନ୍ଦେହ ଘେର ରେ ପରିବାର,
(ତଥାପି ଏସପି ଙ୍କ ଉପରେ ରହିଛି ଭରସା |

                      ଓଡିଶା ଜନ ମତ   ବ୍ୟୁରୋ 

କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଟଙ୍କାଛାଇ ଗ୍ରାମପଞ୍ଚାୟତ ସ୍ଥିତ ଝାଡ ବନ୍ଧ ଗ୍ରାମର ସୁଶାନ୍ତ ସ୍ୱାଇଁ ଙ୍କ ଏକ ମାତ୍ର ପୁତ୍ର ଶୁଭମ ସ୍ୱାଇଁ 17ବର୍ଷ,ଛତ୍ରପୁରୁ ସ୍ଥିତ ପ୍ରତିଭା ରେସିଡେନ୍ସୀ କଲେଜରେ ଯୁକ୍ତ 2ୟ ବର୍ଷ ର ଛାତ୍ର ଭାବେ ପଢୁଥିଲା ବେଳେ  ଗତ 25 ତାରିଖ ରେ  ସେ କଲେଜ ରୁ କେଉଁ ଆଡ଼େ ନିଖୋଜ ହୋଇ ଯାଇଥିବାର କଲେଜ ର ଅଧକ୍ଷ ଶୁଭମ ଙ୍କ ପିତା ସୁଶାନ୍ତ ସ୍ୱାଇଁ ଙ୍କୁ ଫୋନ ଯୋଗେ କହି ଥିଲେ |ଓ ଏହିବିଷୟ ରେ ଥାନାକୁ ମଧ୍ୟ ଅଧକ୍ଷ ଜଣାଇ ଥିଲେ | ଖବର ପାଇ ଘର ଲୋକ ସେହି ସ୍ଥାନ କୁ ଯାଇ ଚାରିଆଡେ ଖୋଜା ଖୋଜି କରି ଥିଲେ |  ତେବେ ସବୁଆଡେ ଖୋଜା, ଖୋଜି ପରେ କିଛି ସନ୍ଧାନ ମିଳି ନଥିଲା ବେଳେ ସେହିଦିନ ଅର୍ଥାତ 26 ତାରିଖ ରେ ଦିବା ଦୁଇଘଣ୍ଟ ସମୟରେ ଥାନାରୁ ଏକ ଫୋନ ଆସିଲା ଯେ ଛତ୍ରପୁର ଟ୍ରେନ ପୋଇ ରେ ଜଣେ ଯୁବକ ର ମୃତ ଦେହ ପଡିଥିବାର |  ତେବେ ଶୁଭମ ଙ୍କ କକା ମାନେ ସେହି ଖଣ୍ଡ ବିଖଣ୍ଡିତ ମାଂସ ଖଣ୍ଡ କୁ ଦେଖି ଶୁଭମ ବୋଲି ଚିହ୍ନି ପାରିନଥିଲେ | ତେବେ ତାପର ଦିନ ସେହି ସବକୁ ପୋଷ୍ଟ ମଟମ ଘରେ ରଖି ପୁଣି ଶୁଭମ ର ବାପା ସୁଶାନ୍ତସ୍ୱାଇଁ ଙ୍କୁ ଡକାଯାଇ ଥିଲା  | ସୁଶାନ୍ତ ସ୍ୱାଇଁ ପହଞ୍ଚି ପୁଅର କିଛି ଫୋଟୋ ଓ କଳା ଯାଇ କୁ ଦେଖି  ସେତାଙ୍କର ଶୁଭମ ବୋଲି ମତ ଦେଇଥିଲେ | ଏପଟେ ଶୁଭମଙ୍କ ଡିଏନଏ ରିପୋର୍ଟ ମଧ୍ୟ ତାଙ୍କର ବୋଲି ଜାଣିବା ପରେ ଶବ ବ୍ୟବଛେଦ ପରେ ଘର ଲୋକଙ୍କୁ ଗତ କାଲି ଶବ ହସ୍ତାନ୍ତର କରାଯଇଥିଲା | ଓପରିବାର ଲୋକ ଛତ୍ରପୁର ଥାନାରେ ତାଙ୍କ ପୁଅକୁ କିଏ ମାରି ଟ୍ରେନ ଲାଇନ ରେ ପକାଇ ଦେଇ ଥିବାର ଅଭିଯୋଗ କରି ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଥାନାରେ ଏଫଆର ଦେଇଥିଲେ ଓ ଏସପିଙ୍କୁ ମଧ୍ୟ ଏହିବିଷୟ ରେ ଜଣାଇ ଥିଲେ | ଏସପି ଶୁଭେନ୍ଦୁ କୁମାର ପାତ୍ର ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରଖି ତାଙ୍କ ପରିବାର କୁ ଉପଯୁକ୍ତ ନ୍ୟାୟ ଦିଆଯିବ ବୋଲି ପ୍ରତିଶୃତି  ଦେଇଥିଲେ | ତେବେ କବିସୂର୍ଯ୍ୟ ନିର୍ବାଚନ ମଣ୍ଡଳୀର ରାଜ୍ୟ ବିଜେଡି ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଓ କିଛି ସମର୍ଥକ ତାଙ୍କ ଝାଡ଼ ବନ୍ଧ  ସୁଶାନ୍ତ ଙ୍କ ଘରେ ପହଞ୍ଚି  ପରିବାରବର୍ଗ ଙ୍କୁ ସ୍ଵlନ୍ତନା ଦେବାସହ ମୃତ୍ୟୁ ର ପ୍ରକୁତ କାରଣ ଖୋଜି ବାହାର କରିବl ପାଇଁ ଗଞ୍ଜାମ SP ଙ୍କୁ ଭେଟି ନିବେଦନ କରିବାସହ ପ୍ରତିଭା ରେସିଡେଣ୍ଟ କଲେଜ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ଜଣାଇ ଥିଲେ | ତେବେ ପରିବାର ଲୋକଙ୍କ ବହୁତ ବିଶ୍ୱାସ ଅଛି ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ଉପରେ | ତେଣୁ ଶୋକାକୁଳ ପରିବାର କୁ ପ୍ରକୃତ ନ୍ୟାୟ ଭଗବାନଓ ଏସପି କେବେ ଦେବେ ତାକୁ  ହିଁ ସମସ୍ତଙ୍କ ଅପେକ୍ଷା  | ଯାହା କଲେବି ଶୁଭମ ଆଉକେବେ ଫେରିବେ ନାହିଁ, କି ତାଙ୍କ ବାପା ମାଆଙ୍କ କୋଳ ଆଉକେବେ ପୂର୍ଣ୍ଣ ହେବ ନାହିଁ ,କିମ୍ବା ତାଙ୍କ ମୃତ୍ୟୁ ସମୟରେ ପୁଅନାହିଁ ତାଙ୍କୁ ମୁଖାଗ୍ନି ଦେଇ  ଶୁଦ୍ଧି କ୍ରିୟା କରିବାକୁ  | ସେମାନଙ୍କ ଆଖିର ଲୁହ ମଲା ପର୍ଯ୍ୟନ୍ତ ସୁଖିବନି  | କିନ୍ତୁ ପୁଅର ପ୍ରକୃତ ଦୋଷୀ ଧରାପଡ଼ିଦଣ୍ଡ ପାଇଲେ କେତେକାଂଶ ରେ ତାଙ୍କ ମନରୁ କିଛି ପରିମାଣ ରେ ଦୁଃଖ ଦୂର ହୋଇ ପାରିବ  ବୋଲି ଗାଁ ରେଲୋକଙ୍କ  ମତ |

News Comment

You Might Also Like

BACK TO TOP