Breaking News

ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||     

ବାଘଳା ଛକ ଠାରୁ ଛତ୍ରପୁର ଆରଡ଼ି ରାସ୍ତା ଅତ୍ୟନ୍ତ ଖରାପ |

27-Jun-2025

ବାଘଳା ଠାରୁ ଛତ୍ରପୁର ପର୍ଯ୍ୟନ୍ତ ଆରଡ଼ି ରାସ୍ତା ର ଅବସ୍ଥା ଖରାପ,

(ତୁରନ୍ତ ଧ୍ୟାନ ନଦେଲେ ଆନ୍ଦୋଳନ ଧମକ  |

          ଓଡିଶା ଜନ ମତ  ବ୍ୟୁରୋ,

ଗଞ୍ଜାମ ଜିଲ୍ଲା ସଦର ମହାକୁମା ଛତ୍ରପୁର ଠାରୁ ବାଘଳା  ଆରଡ଼ି ମୁଖ୍ୟ ରାସ୍ତା ର ଅବସ୍ଥା ଅତ୍ୟନ୍ତଶୋଚନୀୟ ହୋଇ ପଡିଥିବା ରୁଗାଈଗୋରୁ, ଜନତା ଓ ଗାଡି ମୋଟର ର ସମସ୍ତ ଙ୍କ ଯାତାୟାତ ରେ ସମ୍ପୂର୍ଣ୍ଣ ଅସୁବିଧା ହେଉଛି | ବର୍ତ୍ତମାନ ବର୍ଷା ଦିନ ଆସି ଯାଇଥିବାରୁ ଏବଂ କିଛିଦିନ ହେଲା ବର୍ଷା ଲାଗି ରହି ଥିବାରୁ  ସେହି ରାସ୍ତାରେ ଯାତାୟାତ ରେ ଘୋର ଅସୁବିଧା ହେଉଅଛି |  ସେହି ରାସ୍ତା ଦେଇ ପ୍ରତେକ ଦିନ  ଏକହଜାର ରୁ ଉର୍ଦ୍ଧ ଲୋକ ଏବଂ 100 ରୁ ଅଧିକ ଦୁଇଚକିଆଯାନ,ସରକାରୀ ମୋବସ,ଘରୋଇ ବସ ଅଟୋ, ଟ୍ରକ,ବୋଲରାପ୍ରତେହ  ଯିବା ଆସିବା କରନ୍ତି |  ଏହି ପାଖ ଗାଁ ଗୁଡିକ ଯଥା ପାଲିଆମା, ମହାନାଦ ପୁର, ଖୁରିଗାଁ, ବାଘଳା , କୁସୁପୁର ଗ୍ରାମବାସୀ ମାନଙ୍କ ସହିତ ଏବେ ସ୍କୁଲ କଲେଜ ଛାତ୍ର, ଛାତ୍ରୀ, ଚାକିରିଆ, ବ୍ୟବସ୍ୟାୟି କରିବାକୁ ଯୁବକ ଙ୍କ ଠାରୁ ବହୁଲୋକ ଏହି ରାସ୍ତାଡେଇ ଛତ୍ରପୁର ପର୍ଯ୍ୟନ୍ତଯାତାୟାତ କରିଥାନ୍ତି | କିନ୍ତୁ ରାସ୍ତାରେ ଖାଲଖମା ହେତୁ ସେହି ଖାଲରେ ପାଣି ଜମି  ଯିବାହେତୁ ଯିବା ଆସିବାରେ ବହୁ ଅସୁବିଧା ଓ ଛୋଟ ବଡ଼ ଦୁର୍ଘଟଣା ଘଟୁଛି |  ଏହା ଉପରେ ଗତ ଦୁଇ ବର୍ଷ ତଳେ ବିଭାଗୀୟ  ବ୍ରହ୍ମପୁର ଡିଭିଜନ ଅଧିକାରୀ ଛତ୍ରପୁର ଅଧିକାରୀ ଙ୍କ ସହ ଗଞ୍ଜାମ ଜିଲ୍ଲା ପାଳ ଙ୍କୁ ମଧ୍ୟ ଲିଖିତ ଆକାର ରେ ଜଣାଇ ଥିଲେ | ତେବେ ଜିଲ୍ଲା ପାଳ ଙ୍କ ନିର୍ଦେଶ ରେ ବିଭାଗୀୟ ଯେଇ ସେହି ରାସ୍ତାର କିଛି ଖାଲ ସ୍ଥାନରେ  ମୋରମ , ମାଟି ପକାଇ  ଦେଇ ତାଙ୍କ କାମ ସାରି ଦେଇଥିଲେ | ଏବଂ ତୁରନ୍ତ ଏହା ଉପରେ ଟେଣ୍ଡର ହେବ ଏବଂ ଏହି ରାସ୍ତା ପିଚୁ ପଡିବ ବୋଲି କହି ଥିଲେ |  ତେବେ କେବେ ଟେଣ୍ଡେର ହେବ ଆଉ କେବେ ପିଚୁ ପଡିବ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି | ଲୋକଙ୍କ ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ମାନେ ସେମାନଙ୍କୁ  ସନ୍ତୁଷ୍ଟ କରିବା ପାଈଁ ଏପରି ମିଠା କଥା କହି ଛୋଟ ପିଲାଙ୍କୁ ଲଲି ଟପ ଦେଇ ଭଣ୍ଡାଇଲା ପରି ଲୋକଙ୍କୁ ଭଣ୍ଡାଇ ଚାଲିଛନ୍ତି |  ତେଣୁ ବିଭାଗୀୟ ବ୍ରହ୍ମପୁର ଡିଭିଜନ ଛତ୍ରପୁର ଡିଭିଜନ ଅଧିକାରୀ ମାନେ ଗୁରୁତ୍ୱ ନଦେଲେ ଆଗାମୀ ଏକ ମାସ ମଧ୍ୟରେ  ଗ୍ରାମବାସୀ ମାନେ ରାଜ ରାସ୍ତା ଅବରୋଧ କରିବେ, ସେତେବେଳେ ଯଦି କୌଣସି ଅପ୍ରୀତି କର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ସରକାର ଓ ବିଭାଗୀୟ ଅଧିକାରୀ ହିଁ ଦାୟୀ ରହିବେ  ବୋଲି ଗ୍ରାମବାସୀ ମାନେ ଜଣାଇ ଛନ୍ତି | ସେମାନେ ଏହା ଉପରେ ଲିଖିତ ଦରଖାସ୍ତ ଗଞ୍ଜାମ ଜିଲ୍ଲାପାଳ,  ଗ୍ରାମ୍ୟ ଉର୍ନ୍ନୟନ ନିର୍ବାହୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ, ଯନ୍ତ୍ରୀ ବ୍ରହ୍ମପୁର ଓ ଛତ୍ରପୁର  ଡିଭିଜନ କୁ ଏବଂ ସ୍ଥାନୀୟ ଥାନାକୁ ମଧ୍ୟ ପଠାଇ ଦେଇ ଛନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି |

News Comment

You Might Also Like

BACK TO TOP