Breaking News

ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||     

ବିଦ୍ୟୁତ ଆଘାତରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଦୁଇ ଝିଅ ଗୁରୁତର |

25-Jun-2025

ବିଦ୍ୟୁତ ଆଘାତରେ ମହିଳା ମୃତ, ସ୍ୱାମୀ, ଦୁଇ ଝିଅ   ଗୁରୁତର,

ଓଡିଶା ଜନ ମତ ବଟଗଞ୍ଜାମ, ବ୍ଳକ, ବଟକୃଷ୍ଣ ରାଉଳ, 

ତା-25/06/25

ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ 11 ନମ୍ବର ୱାର୍ଡ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜୈନେକ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଦୁଇ ଝିଅ ଆହାତ ହୋଇଥିବା ଜଣା ପଡିଛି l ମୃତକ ମହିଳା ଜଣଙ୍କ ହେଲେ ଆର. ନାରାୟଣ ରେଡି ଙ୍କ ପତ୍ନୀ ଆର. ଦମୟନ୍ତୀ ରେଡି (50)ଆହାତ ମାନେ ହେଲେ ସ୍ୱାମୀ ନାରାୟଣ ରେଡି( 62),ଦୁଇ ଝିଅ ବାସନ୍ତି ରେଡି ଓ ଶକ୍ତମୟୀ ରେଡି (24)l ଖବର ନେବାରେ ଜଣା ପଡିଛି ଅପରାହ୍ନ 4ଟା ସମୟରେ ଘର ସମ୍ମୁଖରେ ରହିଥିବା ଏକ ସଜନା ଗଛ ର ଡ଼ାଳ ହାଣୁଥିବା ବେଳେ ଉପରେ  ଯାଇଥିବା ବିଦ୍ୟୁତ ତାର ଟି ଛିଡି ପଡିଥିଲା l ଫଳରେ ଗଛ ଡ଼ାଳ ସହ ବିଦ୍ୟୁତ ତାର ମହିଳା ଙ୍କ ବେକରେ ପଡିଯାଇଥିବା ବେଳେ ପରିବାର ର ଅନ୍ୟ ସଦସ୍ୟ ମାନେ ଉକ୍ତ ସଜନା ଡ଼ାଳ ରେ ଲାଗିଯାଇଥିଲେ l ଏହା ଦେଖି ସ୍ଥାନୀୟ ଯୁବକ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ବାଉଁଶ ସାହାଯ୍ୟରେ ସେମାନଙ୍କୁ ଗଛ ଡ଼ାଳ ଓ ବିଦ୍ୟୁତ ତାରରୁ ଅଲଗା କରିଥିଲେ l ଅଞ୍ଚଳବାସୀ 108 ଆମ୍ବୁଲାନ୍ସ କୁ କଲ କରିଥିଲେ ମଧ୍ୟ ଆସିଥିଲା l ଯାହାକୁନେଇ ସ୍ଥାନୀୟ ଯୁବକ ମାନେ ସେମାନଙ୍କୁ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକତ୍ସା ପାଇଁ ନେଇ ଥିଲେ l ସେଠାରୁ ଦମୟନ୍ତୀ ଓ ବଡ଼ ଝିଅ ବାସନ୍ତୀ ଙ୍କୁ ଛତ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ  ସ୍ଥାନନ୍ତରିତ କରାଯାଇଥିଲା l ଡାକ୍ତର ସେଠାରେ ଦମୟନ୍ତୀ ଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମେଡ଼ିକାଲ ରେ ପହଞ୍ଚି ମୃତକ ପରିବାର କୁ ଆଶ୍ୱାସନା ଦେବା ସହ
ଗୁରୁତ୍ତର ବଡ଼ ଝିଅ ର ଅବସ୍ଥା ସଂକଟାପର୍ଣ୍ଣ ରହିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ପଠାଇବା ବ୍ୟବସ୍ଥା କରିବା ସହ ଶବ ବ୍ୟବଛେଦ ପାଇଁ ସହଯୋଗ କରିଥିଲେ l ପୁରୁଣା ବିଦ୍ୟୁତ ତାର ଯୋଗୁଁ ଏହି ଦୃଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଅନ୍ୟପଟେ ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ରେ 108 ଆମ୍ବୁଲାନ୍ସ ବ୍ୟବସ୍ଥା ନଥିରୁ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି l ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

News Comment

You Might Also Like

BACK TO TOP