Breaking News

ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||     

ପୁରୁଷୋତ୍ତମପୁର ବ୍ଳକ ବୈଠକ ହଲରେ ପାକୃତିକ ବିପର୍ଯୟ କୁ ସଫଳ ରୂପାୟନ ନିମନ୍ତେ ବୈଠକ |

18-Jun-2025

ପୁରୁଷୋତ୍ତମପୁର ବ୍ଳକ ରେ  ପ୍ରାକୃତିକ ବିପର୍ଯୟ  ପରିଚାଳନା ବୈଠକ  ଅନୁଷ୍ଠିତ |

                 ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ବୈଠକ ହଲରେ  ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଙ୍କ ସଂଯୋଜନା ରେ  ପ୍ରାକୃତିକ ବିପର୍ଯୟ କୁ  ମୁକାବିଲା କରିବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକ ରେ  ବିଡ଼ିଓ ଙ୍କ ସହ ତହସିଲଦାର  ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଂଗୀତା ସେଠୀ, ଫାୟାର ଅଧିକାରୀ ଆଲୋକ କୁମାର ଦଳେଇ,ବ୍ଳକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ଜିପିଓ ମୀନ କେତନ ବେହେରା, ପିଓ, ମୁଖ୍ୟ କିରାଣୀ, ବ୍ଳକ ସମାଜ ମଙ୍ଗଳ ଅଧିକାରୀ, ସମସ୍ତ ପଞ୍ଚାୟତ ପି ଇ ଓ, ଏବଂ  6 ଗୋଟି  ବନ୍ୟା ଆଶ୍ରୟ ସ୍ଥଳ ର ସଭାପତି, ସମ୍ପାଦକ ଓ ସଦସ୍ୟ, ମାନଙ୍କ ସହିତ  ବ୍ଲକର  ଅଧିକାଂଶ ଷ୍ଟାଫ ଉପସ୍ଥିତ ରହି ବନ୍ୟା, ବାତ୍ୟା କୁ କିପରି ସୁଚାରୁ ରୂପେ ମୁକାବିଲା କରିପାରିବେ ତାଉପରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ମତାମତ ଦେଇଥିଲେ | ଏବଂ କୌଣସି ପରିସ୍ଥିତିରେ ମଧ୍ୟ ତାହାକୁ ମୁକାବିଲା କରି ଭଙ୍ଗା, କଚା ଘରେ ଥିବା ବ୍ୟକ୍ତି ମାନଙ୍କୁ ଏହି ବନ୍ୟ କେନ୍ଦ୍ରକୁ ଆଣି ଆଶ୍ରୟ ଦେବା, ଖାଦ୍ୟ ପାନୀୟ ଦେଵା ସହିତ ଗାଈଗୋରୁ ଙ୍କୁ ମଧ୍ୟ  ସେଠାକୁ ଆଣି  ସେମାନଙ୍କୁ  ଉତ୍ତମ ସେବା ପ୍ରଦାଉପୁଡି ପଡ଼ିଥିବା ଗଛ, ଡାଳ କୁ ଫାୟାର ବିଭାଗ ସହଯୋଗ ରେ  ସେଗୁଡିକୁ କିପରି ସଫାକରି ଲୋକମାନଙ୍କୁ ବନ୍ୟା ଆଶ୍ରୟ କେନ୍ଦ୍ର ରେ  ଆଶ୍ରୟ ଦେବା ତେଵେବ୍ଲଜଥଇଥାନ କରିବା  ଇତ୍ୟାଦି ବିଷୟ ରେ ଆଲୋଚନା କରିଥିଲେ | ଶେଷରେ ବିଏସ ଏସ ଓ  ସମସ୍ତ ଙ୍କୁଧନ୍ୟବାଦ  ପ୍ରଦାନ କରିଥିଲେ  | ତେବେ ବିଏସ ଏସ ଓ କାହ୍ନୁ ଚରଣ ସୋରେନ ଏହି ବୈଠକ କୁ ସାମ୍ବାଦିକ ମାନଙ୍କୁ ଡାକି ନଥିବାରୁ  ବିଡ଼ିଓ ଶରତ ଚନ୍ଦ୍ର ପାତ୍ର  ବିଏସ ଏସ ଓଙ୍କ ଉପରେ ବିରକ୍ତ ପ୍ରକାଶ କରି ତାଗିତ କରି ଥିଲେ |

News Comment

You Might Also Like

BACK TO TOP