Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଛତ୍ରପୁର ଠାରୁ ପୁରୁଷୋତ୍ତମପୁର ମଧ୍ୟରେ ବସ ଯାତାୟତ ରେ ଡ୍ରାଇଭର ଙ୍କ ମନ ମାନି ଯୋଗୁଁ ଯାତ୍ରୀ ହନ୍ତସନ୍ତ |

10-May-2025

ବସ୍ ଚଳାଚଳ ରେ  ଡ୍ରାଇଭର ଙ୍କ ମନମାନି ଯୋଗୁଁ ଯାତ୍ରୀ ହନ୍ତସନ୍ତ,

ଓଡିଶା ଜନମତ, ଗଞ୍ଜାମ   ବଟ କୃଷ୍ଣ ରାଉଳ,  ତା -10/05/25:
ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ ପୁରୁଷୋତ୍ତମ ପୁର ରାସ୍ତାରେ ଯାତ୍ରୀବାହୀ ବସ୍ ର  ଡ୍ରାଇଭର ଙ୍କ ମନମାନି ଯୋଗୁଁ ଅନେକ ସମୟରେ ଅପେକ୍ଷା ରତ ଯାତ୍ରୀ ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡୁଛି। ବିଭିନ୍ନ ସରକାରୀ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାର୍ଯ୍ୟ ରେ ଯାଇଥିବା ଯାତ୍ରୀ ଗାଡ଼ିକୁ ଅପେକ୍ଷା କରି ନିର୍ଦ୍ଧାରିତ ଗାଡ଼ିରେ ବସିଲା ବେଳକୁ ଗାଡ଼ି  ନିର୍ଦ୍ଧାରିତ ସ୍ଥଳକୁ ନଯାଇ ଅଧା ରାସ୍ତାରେ ଯାତ୍ରୀ ଙ୍କୁ ଛାଡ଼ିଦେବା ଅନେକ ସମୟରେ ଦେଖା ଦେଇଛି | । ଫଳରେ ଏହି ଗ୍ରୀଷ୍ମ କାଳରେ ପ୍ରଚଣ୍ଡ ରୌଦ୍ର ତାପ ରେ ଯାତ୍ରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହୁଅନ୍ତି।
ଛାତ୍ର, ଛାତ୍ରୀ ମାନେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ରୋଗି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଯିବା ଆସିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି|  ଛତ୍ରପୁରରେ  ପୁରୁଷୋତ୍ତମପୁର କୁ ଆସୁଥିବା କିଛି ବସ  ପାଇଁ କିଛି ସୂଚନା ଫଳକ ନଥିବା ବେଳେ ବସ କର୍ମଚାରୀ ଙ୍କ ନିଷ୍ପତି ହିଁ ନିର୍ଦ୍ଧାରିତ ସମୟ ବୋଲି ଧରାଯାଏ l ଛତ୍ରପୁର ରୁ ପୁରୁଷୋତ୍ତମ ପୁର ମଧ୍ୟରେ ଡାଇରେକ୍ଟ  କୌଣସି ସରକାରୀ ବସ୍ ଚଳାଚଳ ନହେବା ଫଳରେ ବେସରକାରୀ ବସ୍ ଙ୍କ ଏଭଳି ମନମାନି ଦେଖିବାକୁ ମିଳୁଛି। ଏଥି ପାଇଁ ମାନ୍ୟବର ପରିବହନ ମନ୍ତ୍ରୀ, ସଚିବ, ଓ ସ୍ଥାନୀୟ ବିଧାୟକ ସରକାରୀ ବସ ପକେଇଭଥାନ୍ତେ ତେବେ ଅଞ୍ଚଳ ବାସୀ ବହୁତ ଉପକୃତ ହୋଇଥାନ୍ତେ |  ତେଣୁ ଏହି ରାସ୍ତାରେ ସରକାରୀ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା କରିବା ସହ ବେସରକାରୀ ବସ୍ ଚଳାଚଳ ରେ ନିର୍ଦ୍ଧିଷ୍ଟ ନିୟମ କରି ସେହି ନିୟମ କୁ ବେସରକାରୀ ବସ ଡ୍ରାଇଭର ଓ ମାଲିକ ମାନେ ମାନିବାକୁ ନିୟମ ପ୍ରସ୍ତୁତ କରିବା ପାଇଁ ସାଧାରଣ ରେ ଚର୍ଚ୍ଚା ହେଉଛି। ଏହା ଉପରେ ବସ ସଙ୍ଘ ସଭାପତି ଙ୍କ ସହ ଏହା ଉପରେ  କଥା ବାର୍ତ୍ତା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ  କୌଣସି କାରଣ ଯୋଗୁଁ ତାହା ସମ୍ଭବ ହୋଇ ପାରିଲା ନାହିଁ | ଏବଂ ପରିବହନ ଅଧିକାରୀଅଫିସ ତିନିଦିନ ଚୁଟି ଥିବାରୁ ମଧ୍ୟ ଯୋଗାଯୋଗ  ହୋଇ ପାରିନାହିଁ |

News Comment

You Might Also Like

BACK TO TOP