Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

କୋଦଳା କଲ୍ୟାଣ ମଣ୍ଡପ ଠାରେ ବରିଷ୍ଟ ନାଗରିକ ସଂଘର ଶଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ |

10-Mar-2025

କୋଦଳା ବରିଷ୍ଠ ନାଗରିକ ସଂଘର ବାର୍ଷିକ  ଉତ୍ସବ ଅନୁଷ୍ଠିତ |

ଓଡିଶା ଜନମତ  ବ୍ୟୁରୋ,

ଗଞ୍ଜାମ, କୋଦଳା,ଢା- ୦୯/୦୩/୨୦୨୫
ଆଦି ପୂର୍ବାହ୍ନ ୧୦ଘଣ୍ଟା ସମୟରେ ସ୍ଥାନିୟ କଲ୍ୟାଣ ମଣ୍ଡପ ଠାରେ କୋଦଳା ଏ.ନ୍.ଏ.ସି ଓ ବ୍ଳକର ଷଷ୍ଠ ବାର୍ଷିକ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ସଂଘ ର ସଭାପତି ଶ୍ରୀ ଏସ୍. ସୂର୍ଯ୍ୟ ନାରାୟଣ ଦୋରାଙ୍କ ସଭାପତି ତ୍ଵରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ସ୍ଥାନୀୟ ଏ.ନ୍.ଏ.ସି ଅଦକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ମୁଖ୍ୟ ଅତିଥି, ରାଜ୍ୟ ବରିଷ୍ଠ ନାଗରିକ ସଂଘ ଉପସଭାପତି ଶ୍ରୀ ସିମାଞ୍ଚଳ ବିଷୋଇ ମୁଖ୍ୟ ବକ୍ତା ଓ ଥାନାଅଧିକାରି ଶ୍ରୀ ସୁବାଷଚନ୍ଦ୍ର ବେହେରା, ସମ୍ନାନ୍ୱିତ ଅତିଥି ରୂପେ ଯୋଗ ଦେଇଥିଲେ l ନିମନ୍ତ୍ରିତ ଅତିଥି ରୂପେ ପୁରୁଷୋତ୍ତମପୁର ବରିଷ୍ଠ ନାଗରିକ ସଂଘ ଉପସଭାପତି ଶ୍ରୀ ଏ.ରାଜୁ ଗୋପାଳ ରାଓ , କବିସୂର୍ଯ୍ୟ ନଗର ସଂଘ ସଭାପତି        ଶ୍ରୀବର୍ଣ୍ଣ ବିହାରି ସତପଥୀ , ବାଲି ପଦର ସଂଘ ସଂପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ରଥ , ପୋଲସରା ସଂଘ ସଭାପତି ଶ୍ରୀ ରାଧ ସ୍ୟାମ ପଣ୍ଡା , ଗଞ୍ଜାମ ବ୍ଳକ ସଭାପତି ଶ୍ରୀ ବାନାମ୍ବର ପୋଲାଇ , ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ସାଧାରଣ ସମ୍ପାଦକ ଶ୍ରୀ ଦଣ୍ଡପାଣି ମହାପାତ୍ର, ବୁଗୁଡା ସଂଘ ସଭାପତି ଶ୍ରୀ ଗଙ୍ଗାଧର ବିଷୋଇ ପ୍ରମୁଖ ଯୋଗଦାନ ଦେଇ ବରିଷ୍ଠ ନାଗରିକ ମାନଙ୍କର  ବିଭିନ୍ନ ସମସ୍ୟ ଉପରେ ଆଲୋଚନା କରିଥିଲେ । ସଂଘର ସଂପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ୮୦ ବର୍ଷରୁ ଉର୍ଦ୍ଧ ୧୦ ଜଣ ସଭ୍ୟ ତଥା ସଂଘର ଉନ୍ନତି ପାଇଁ କାର୍ଯ୍ୟ କରିଥିବା ୨୦ ଜଣ ସକ୍ରିୟ  ସଭ୍ୟଙ୍କୁ ପୁସ୍ପଗୁଚ୍ଛ ଓ ଉପଧୈଉକନ ଦେଇ ସମ୍ମାନିତ କରାଯାଇ ଥିଲା । ସଂଘର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ କୁମାର ରଥ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀ ଗଣପତି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ଅନେକ  ସଭ୍ୟ ଏହି ସମ୍ମିଳନୀ ରେ ଯୋଗ ଦେଇ ସଂଘର ସଦସ୍ୟ ମାନଙ୍କ ବିଭିନ୍ନ ଅସୁବିଧା ଉପରେ ଅଲୋଚନା କରି ତାର ସୁବନ୍ଦୋବସ୍ତ ପାଇଁ ମତ ଦେଇ ଥିଲେ ।

News Comment

You Might Also Like

BACK TO TOP