Breaking News

ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||     

ତାରାତାରିଣୀ ଛକ ଠାରୁ ସିଂହଦ୍ୱାର ଯାଏଁ ରାସ୍ତାର ଦୁଇ ପାର୍ଶ୍ଵ ରେ ଲାଗୁନିଲାଇଟ |

10-Mar-2025

ତାରା ତାରିଣୀ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଲାଗୁନି ଲାଇଟ  ଯାତ୍ରୀ ଓ ଡ୍ରାଇଭର ଅସନୁଷ୍ଟ,,

         (ଆଗକୁ ଚୈତ୍ର ଯାତ୍ରା |

              ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଇପୁର ପଞ୍ଚାୟତ ରେ ଅବସ୍ତିତ  ରତ୍ନଗିରି ପାହାଡ଼ ଏବଂ ତାଉପରେ ପୂଜା ପାଉଛନ୍ତି ମାଆ ତାରାତାରିଣୀ  | ତେବେ ଜିଲ୍ଲା ପାଳ ଯାତ୍ରା ପାଇଁ ବୈଠକ କରିଥିଲେ, ଦୁଇ ମନ୍ତ୍ରୀଙ୍କ ସହ  ଚାରି ବିଧାୟକ  ସବୁ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ  | ସବୁ ବିଷୟ ରେ ଆଲୋଚନା  ହୋଇ ଥିଲେ ମଧ୍ୟ, ତାରା ତାରିଣୀ ଛକ ଠାରୁ ମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ  ରାସ୍ତାର ଦୁଇ କଡରେ ଲାଇଟ ଲଗାଯିବ ନିମନ୍ତେ ବିଦ୍ୟୁତ ଖୁଣ୍ଟ ପୋତାଯାଇ ବିଦ୍ୟୁତ ସଂଯୋଗୀ କରଣ ହୋଇ ଥିଲେ ମଧ୍ୟ  ଲାଇଟ ଲଗାଯାଇନଥିବାରୁ ମନ୍ଦିର କୁ ଆସୁଥିବା ଡ୍ରାଇଭର ଅନ୍ଧାର ଯୋଗୁଁ ଡ଼ିବାଇଡର ରେ ଗାଡି  ଦୁର୍ଘଟଣା ର ସମ୍ମୁଖୀନ ହୋଉ ଛନ୍ତି  | ଏବଂ ଯାତ୍ରୀ ମାନେ ସନ୍ଧ୍ୟା ପରେ ସେହି ରାସ୍ତାରେ  ଯାତାୟାତ  କଲାବେଳେ ମଧ୍ୟ ବହୁ ଅସୁବିଧା ର ସମୁଖୀନ ହେଉଛନ୍ତି |  ଏପରିକି ପାହାଡ଼ ରେ ଥିବା ହିଂସ୍ର ପଶୁ ଭାଲୁ, ବାରହା, ଙ୍କ ସହିତ ଧକ୍କା  ହୋଇଆହତ ହେବାସହ ମୃତ୍ୟୁ ମୁଖରେ ବି ପଡୁଥିବାର ନଜିର ରହିଛି | ତେଣୁ ପୂର୍ତ୍ତ ବିଭାଗ  ଏହା ଉପରେ ଗୁରୁତ୍ୱ ଦେଇ ଯାତ୍ରା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ରେ ଲାଇଟ ଲଗାଇଲେ  ଯାତ୍ରୀମାନଙ୍କ ବହୁବିଧ ସୁବିଧା ହୋଇ ପାରିବ  |  ଏହା ଉପରେ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା  ମଧ୍ୟ ଦୃଷ୍ଟି ଦେବାକୁ ଲୋକମାନେ ଅନୁରୋଧ କରିଛନ୍ତି ¡| ଏହା ଉପରେ ଖଲ୍ଲିକୋଟ ବିଧାୟକ   ପୁର୍ଣଚନ୍ଦ୍ର ସେଠୀ ଙ୍କୁ ପଚାରି ବାରୁ  ସେ ଏହା ଉପରେ ବିଦ୍ୟୁତ ବିଭାଗ ର ଏସି ଙ୍କ ସହ କଥା ହେଲେ, ଏସିଙ୍କ କହିବା କଥା ମୁ ନୁଆଁ  ଆସିଛି ଏହା କେବଳ ପୂର୍ତ୍ତ ବିଭାଗ କରିବ ବୋଲି କହିଥିଲେ |  ତେବେ ସେ ପୂର୍ତ୍ତ ବିଭାଗ ର ଏସିଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ  ଫୋନ ସଂଯୋଗ  ହୋଇ  ପାରିନଥିବା ର କହିଛନ୍ତି | ତେବେ ଯାତ୍ରା ହେବାକୁ ଆଉ 8 ଦିନ ବାକି ଥିଲା ବେଳେ ଖୁଣ୍ଟ ରେ ଲାଇଟ କେବେ ଲାଗିବ ତାହାହିଁ  ସମସ୍ତ ଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି | ଓ ଏହି ଘଟଣା ନେଇ ଚାହା ଖଟି ରେ ଜୋରଦାର ଚର୍ଚ୍ଚାହେଉଥିବାର ଶୁଣିବାକୁ ମିଳୁଛି  |

News Comment

You Might Also Like

BACK TO TOP