Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ସୁନାଥର ପରମା ନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ||

12-Feb-2025

ସୁନାଥର  ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଚତୁବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |

                  ଓଡିଶା   ଜନ ମତ   ବ୍ୟୁରୋ 

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ  ସୁନାଥର ଗ୍ରାମରେ ଥିବା ପରମାନନ୍ଦ  ଶିଶୁବିଦ୍ୟାମନ୍ଦିର ର ଚତୃବିଂଶ  ତମ ବାର୍ଷିକ ଉତ୍ସବ  ଅନୁଷ୍ଠାନ ର ସଭାପତି ପ୍ରମୋଦ କୁମାର ଦାଶ ଙ୍କ  ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି |  ଏହି କାର୍ଯ୍ୟକ୍ରମ କୁ  ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ପିଙ୍କି ବେହେରା ଉଦଘାଟନ କରିଥିଲା ବେଳେ  ସମ୍ମାନିତ ଅତିଥି ଭାବେ  ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ଅରୁଣ କୁମାର ପଣ୍ଡା, ସ୍ଥାନୀୟ ସରପଞ୍ଚ ଅନିଲ କୁମାର ନାହାକ, ସମିତି ସଭ୍ୟା  ନମିତା ବସନ୍ତିଆ , ଭାଟ କୁମରଡ଼ା ସମିତି ସଭ୍ୟ  କୋରାନାଥ ସ୍ବାଇଁ, ଶିକ୍ଷାବିତ ଲକ୍ଷ୍ମୀ ଚରଣ ଶତପଥୀ, ସିଆରସିସି  ଲକ୍ଷ୍ମୀ ନାରାୟଣ ପାତ୍ର, 37ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ବେହେରା,  ଜାମୁନି   ସରପଞ୍ଚ ଇନ୍ଦ୍ରଜିତ ନାୟକ,  ଶିକୁଳା ସମିତି ସଭ୍ୟ କୁମୁଦ ବେହେରା, ସମାଜ ସେବୀ ତଥା  ପୂର୍ବତନ  ଜୀବନ ବିନ୍ଦୁ ସହ ସଂଯୋଜକ  ନିର୍ମଳ ଚନ୍ଦ୍ର ସାହୁ, ସମାଜ ସେବୀ ଜଗତବନ୍ଧୁ ପଣ୍ଡା, ପୂର୍ବତନ ପୁରୁଷୋତ୍ତମପୁର ବ୍ଲକ ସଭାପତି ଚିତ୍ତ ରଞ୍ଜନ ପାଣିଗ୍ରାହୀ, ହାଣ୍ଡିଘର ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର, ମୁଖ୍ୟ ବକ୍ତା  ସିମାଞ୍ଚଳ ରଥ, ପ୍ରଧାନ ଆଚାର୍ଯ୍ୟ ପିତାମ୍ବର ମହାଙ୍କୁଡ,  ମଞ୍ଚାସିନ ଥିଲେ |  ଏହା ସହ ଅନେକ ସରପଞ୍ଚ, ସମିତି ସଭ୍ୟ, ବହୁଶିକ୍ଷାବିତ , ବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ଥିଲେ | ବୈଠକ ଆରମ୍ଭ ରେ ଅତିଥି ମାନେ ଛାତ୍ର, ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରି  ସେମାନେ ଯେପରି ପିତା, ମାତା ଓ ଦେଶ ମାତୃକାର ନାମ ରଖି ପାରିବେ ତାହା ଉପରେ ଉପଦେଶ ଦେଇଥିଲେ |  ସିମାଞ୍ଚଳ ରଥ  ପିତା ମାତା ମାନେ ପିଲାମାନଙ୍କୁ  କାହା ସହିତ ସାମଞ୍ଜସ୍ୟ ନକରି ତାଙ୍କ ପିଲା କିପରି ଭଲ ପଢ଼ି ଉପଯୁକ୍ତ ସ୍ଥାନରେ ଠିଆ ହୋଇ ଜନ ସାଧାରଣ ଙ୍କୁ କେଉଁ ପ୍ରକାର ସାହାଯ୍ୟ ଯୋଗାଇ ପାରିବ ତାହା ଉପରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା ଓ ଷ୍ଟାଫ ସହିତ ଗ୍ରାମବାସୀ ଯୁବକ ମାନେ ସହଯୋଗ କରିଥିଲେ | ଶେଷରେ   ଅନୁଷ୍ଠାନ ର ମୁଖ୍ୟ ଗୋବିନ୍ଦ ନାହାକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରା ଯାଇଥିଲା | ଏବଂ  ଛାତ୍ର, ଛାତ୍ରୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଉପସ୍ଥିତ ଅତିଥି,  ଦର୍ଶକ ଙ୍କ ହୃଦୟ କୁ ସ୍ପର୍ଶ  କରିଥିଲା | ବିଭିନ୍ନ କାର୍ଯ୍ୟରେ କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ସିଲ ପ୍ରଦାନ କରାଯାଇଥିଲା  |

News Comment

You Might Also Like

BACK TO TOP