Breaking News

ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||     

ନନ୍ଦନକାନନ ର ପ୍ରାଣୀ ଉଦ୍ୟାନ ରେ ବାଘ ଶାବକ ର ମୃତ୍ୟୁ |

16-Jan-2025

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ,

               ଓଡିଶା ଜନମତ ବ୍ୟୁରୋ ,

ଭୁବନେଶ୍ବର:  ଓଡ଼ିଶାର ରାଜଧାନୀ ଭୂବନେଶ୍ବରର ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ  ଆଜି ଏକ ବାଘ ଛୁଆର ମୃତ୍ୟୁ ଘଟିଛି। ଶାବକଟି ଅସୁସ୍ଥ ଥିବାରୁ ୧୨ ଜାନୁଆରି ୨୦୨୫ରୁ ସେ ଚିକିତ୍ସିତ ହେଉଥିଲା । କିନ୍ତୁ ପରେ ମୃତ୍ୟୁ ଘଟିଥିଲା । ଖବର ଅନୁଯାୟୀ, ୨ ନଭେମ୍ବର ୨୦୨୪ରେ ନନ୍ଦନକାନନରେ ବାଘୁଣୀ ରୁପା ଚାରିଟି ଛୁଆ ଜନ୍ମ ଦେଇଥିଲା। ବାଘ ଶାବକର ମୃତ୍ୟୁ ପରେ ଅନ୍ୟ ଶାବକ ମାନଙ୍କ ଉପରେ ସିସିଟିଭି କ୍ୟାମେରା ଦ୍ୱାରା କଡ଼ା ନଜର
ରଖାଯାଇଛି । ସୂଚନାଯୋଗ୍ୟ, ସମ୍ପ୍ରତି ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ବୟସ୍କ ଏବଂ ଶାବକଙ୍କୁ ମିଶାଇ ମୋଟ ୨୭ଟି ବାଘ ଅଛନ୍ତି। ସେମଧ୍ୟ ରୁ ୧୪ଟି ଅଣ୍ଡିରା ବାଘ, ୧୦ଟି ମାଈ ବାଘ ଏବଂ ୩ଟି ବାଘ ଶାବକ ଅଛନ୍ତି।୧୨ ଜାନୁୟାରୀ ୨୦୨୫ରେ, ବାଘ ଶାବକ ଧଳା ବାଘୁଣୀ ଅସୁସ୍ଥ ଥିବା ଦେଖାଯାଇଥିଲା। ଶାବକଟି ବସି ରହୁଥ‌ିଲା ଏବଂ ଖାଇବାକୁ ଆସୁ ନଥିଲା । ଶାବକକୁ ମା` ଠାରୁ ଅଲଗା କରାଯାଇ ପରୀକ୍ଷଣ କରାଯାଇଥିଲା। ଶାବକର ଶରୀରର ତାପମାତ୍ରା
ବୃଦ୍ଧି ପାଇଥିବା ଦେଖ‌ିବାକୁ ମିଳିଥିଲା ଏବଂ ତୁରନ୍ତ ଚିକିତ୍ସା ପାଇଁ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଶାବକର ରକ୍ତ ଏବଂ ମଳ ନମୂନା ବିଶ୍ଲେଷଣ ସହିତ ବିସ୍ତୃତ ନିଦାନ ପରୀକ୍ଷା କରାଯାଇ ଥିଲା। ସେଣ୍ଟର୍‌ ଫର ୱାଇଲ୍ଡ ଲାଇଫ୍ ହେଇଥ୍(ସିଡବ୍ଲ୍ୟୁଏଚ୍) ର ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଶାବକକୁ ଆଇରି ଫୁରତ୍ବ, ପ୍ଲାଜ୍‌ମା ଏବଂ ପାଣ୍ଡରର୍ସ, ଆଣ୍ଟିବାୟୋଟିକ, ଆଣ୍ଟାସିନ୍ ଏବଂ ଆଣ୍ଟିକୋନ ଭୁଲସାଣ୍ଟ ସମେତ ଆବଶ୍ୟକ ଯନ୍ତ୍ର ନିଆଯାଇଥିଲା । ଏହି ପ୍ରୟାସ ଏବଂ ଉଭୟ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା ଦଳ ଏବଂ ସିଡବ୍ଲ୍ୟୁଏଚ୍ ବିଶେଷଜ୍ଞ ଙ୍କ ଚିକିତ୍ସା ସରେ ଶାବକ ଖାଦ୍ୟ ଖାଇ ନଥୁଲା । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଥିଲା।ଏବଂ ଆଜି ତାର ମୃତ୍ୟୁ  ହୋଇ ଥିଲା  |

News Comment

You Might Also Like

BACK TO TOP