Breaking News

ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟାଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||     

ପୂର୍ବତନ ସରପଞ୍ଚ, ସମିତି ସଭ୍ୟଙ୍କ ନୂତନ ବର୍ଷ ଅବସର ରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ||

15-Jan-2025

ପୁରୁଷୋତ୍ତମପୁର  ବ୍ଲକ ର ପୂର୍ବତନ ସରପଞ୍ଚ  ସଙ୍ଘ  ସଭାପତି ଓ ପୂର୍ବତନ  ପଞ୍ଚାୟତ ଜନ ପ୍ରଶତିନିଧି  ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ  |

                     ଓଡିଶା ଜନମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଲକ ସରପଞ୍ଚ ସଙ୍ଘ ର ସଭାପତି ରାଜେନ୍ଦ୍ର  ପ୍ରାସାଦ ଶତପଥୀ ଙ୍କ ନେତୃତ୍ୱ ରେ  ଆଜି ହିଁଣ୍ଡୁଳା ନିକଟ ମା କାଳୀ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ପୂର୍ବତନ ଓ ବର୍ତମାନ ର ଜନ ପ୍ରତିନିଧି  ମାନଙ୍କୁ ନେଇ   ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଛି | ନୂତନ ବର୍ଷ ର ଆରମ୍ଭରେ  ଜନ ପ୍ରତିନିଧି  ମାନଙ୍କ ପୂର୍ବବର୍ଷ ର ସ୍ମୃତି କୁ ମନେ ପକେଇବା ସହିତ ଆଗାମୀ ଦିନରେ ସମସ୍ତେ  ଏକତ୍ରିତ ହୋଇ ରହିବା ଏବଂ     ମିଳିମିଶି କାମ କରିବାକୁ ଏହି ମନ୍ଦିର ରେ  ଶପଥ ନେବା ସହିତ  ସବୁ ସମୟ ରେ ଏକମନ ହୋଇ କାର୍ଯ୍ୟ କରିବାକୁ  ଏହି ବନ୍ଧୁ ମିଳନ ର   ଆୟୋଜନ କରାଯାଇଥିବାର ରାଇପୁର ପୂର୍ବତନ ସରପଞ୍ଚ ତଥା ସଙ୍ଘ ସଭାପତି ରାଜେନ୍ଦ୍ର ପ୍ରାସାଦ ଶତପଥୀ ଙ୍କ ସହ ଅନ୍ୟ ଜନ ପ୍ରତିନିଧି ମନେ କହିଛନ୍ତି |  ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ  ଅନ୍ୟମାନଙ୍କ ମଧ୍ୟରେ ପାଣ୍ଡିଆ ପୂର୍ବତନ ସରପଞ୍ଚ ତଥା ସଙ୍ଘ ସମ୍ପାଦକ ଗୋପାଳ ସେଠୀ, ସିଏଚ ନୁଆଁଗା  ପୂର୍ବତନ ସମିତି ସଭ୍ୟ ନିର୍ମଳ ଚନ୍ଦ୍ର ସାହୁ,  କେ ଏନ ପୁର  ପୂର୍ବତନ ସରପଞ୍ଚ କୈଳାସ ଗୌଡ଼,  ପ୍ରତାପୁର ପୂର୍ବତନ ସମିତି ସଭ୍ୟ  ଗୌରୀ ଶଙ୍କର ରାଉଳ, ଷୋଳଘର ବର୍ତ୍ତନନ ସମିତି ସଭ୍ୟ  ପ୍ରମୋଦ ମହାନ୍ତି, ଚିଙ୍ଗୁଡ଼ି ଘାଇ  ପ୍ରଶାନ୍ତ ପ୍ରଧାନ, ଟଙ୍କା ଛାଇ ଚିରଞ୍ଜିବି ବିଷୋୟୀ, ରଣ ଝାଲି  ରମେଶ ବେହେରା, ଶିକୁଳା ରବୀନ୍ଦ୍ର ବେହେରା, ଟଙ୍କା ଛାଇ ଅମର ସ୍ବାଇଁ, ଭୀମପୁର ନାରାୟଣ ପାଣିଗ୍ରାହୀ, ସମା ଗୋବର୍ଦ୍ଧନ ବିଷୋୟୀ, ପ୍ରତାପୁର କାହ୍ନୁ ଚରଣ ନାୟକ, ଜଗନ୍ନାଥ ପୁର ସତ୍ୟନାରାୟଣ ଗୌଡ଼, ସୁନାଥର ମୁନା ବସନ୍ତିଆ, ବଡ଼ ବରଙ୍ଗା ହରିକୃଷ୍ଣ ବେହେରା, ପ୍ରମୁଖ ଜନ ପ୍ରତିନିଧି ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP