Breaking News

ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟାଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||     

ପୁରୁଷୋତ୍ତମପୁର ବ୍ଲକ ରେ ଖଲ୍ଲିକୋଟ ବିଧାୟକ ଙ୍କ ଦ୍ୱାରା 80ବର୍ଷରୁ ଉର୍ଦ୍ଧ ଏବଂ ଭିର୍ଣ୍ଣକ୍ଷମ ବ୍ୟକ୍ତି ଙ୍କୁ 350ଟଙ୍କା ପ୍ରଦାନ |

15-Jan-2025

ସାମାଜିକ ସେବା ଦିବସ ରେ ପୁରୁଷୋତ୍ତମପୁର ରେ 7ଜଣ ଭିର୍ନ୍ନକ୍ଷମ ଙ୍କୁ ଭତ୍ତା ପ୍ରଦାନ କଲେ ଖଲ୍ଲିକୋଟ ବିଧ୍ୟାୟକ,

                      ଓଡିଶା ଜନ ମତ  ବ୍ୟୁରୋ,

ଆଜି ପୁରୁଷୋତ୍ତମପୁର ବ୍ଲକ ପରିସରରେ  ସାମାଜିକ ସେବା  ଦିବସ ଅବସରରେ  ରାଜ୍ୟ ସରକାର ଙ୍କ ଦ୍ୱାରା 80 ବର୍ଷ ରୁ ଉର୍ଦ୍ଧ  ବ୍ୟକ୍ତି ମାନଙ୍କ ସହିତ 80 ଭାଗରୁ ଉର୍ଦ୍ଧ ପ୍ରତିଶତ ଥିବା ଭିର୍ଣ୍ଣ କ୍ଷମ ବ୍ୟକ୍ତିଙ୍କୁ  ଖଲ୍ଲିକୋଟ  ବିଧାୟକ  ପୁର୍ଣଚନ୍ଦ୍ର ସେଠୀ , ବ୍ଲକ ଉପାଧ୍ୟକ୍ଷା  ପିଙ୍କି ବେହେରା,  ବିଡ଼ିଓ ମନୋଜ କୁମାର ନାୟକ, ବରିଷ୍ଟ ଯୁବନେତା ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ ନିର୍ବାହୀ ଯନ୍ତ୍ରୀ  ସରୋଜ କୁମାର ସାବତ, ବିଏସ ଏସ ଓ  କାହ୍ନୁ ଚରଣ ସୋରେନ,  ଙ୍କ ସହିତ ହାଣ୍ଡି ଘର ସରପଞ୍ଚ ଓ ଶିକୁଳା  ସମିତି ସଭ୍ୟ , ସରପଞ୍ଚ ,  ଙ୍କ ଉପସ୍ଥିତି ରେ 7ଜଣ ଙ୍କୁ 3500 ଟଙ୍କାର ଭତ୍ତା ବଣ୍ଟନ କରାଯାଇ ଥିଲା | ପ୍ରଥମ କରି 80ବର୍ଷ ରୁ ଉର୍ଦ୍ଧ ଭତ୍ତା ଧାରିଙ୍କୁ ଏହା ପ୍ରଦାନ କରାଯାଇ ଛି | ଏହି କାର୍ଯ୍ୟକ୍ରମ ରେ ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ତାପସ ବେହେରା, ସିପି ବରୁଣ ପାତ୍ର, ବ୍ଲକ ହେଡ଼କ୍ଲର୍କ, ଭତ୍ତା ବିଭାଗ ର ଜୟଶ୍ରୀ ଦୋରା, ଓ ବ୍ଲକ ର ଅନ୍ୟନ୍ୟ ଷ୍ଟାଫ ଙ୍କ ସହିତ  7ଗୋଟି ପଞ୍ଚାୟତର ଜନ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ  | ବିଧାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶ ଅନୁସାରେ ବିଜେପି ସରକାର ତାଙ୍କ ପ୍ରତିଶୃତି ପାଳନ କରିଛନ୍ତି ବୋଲି କହି ଛନ୍ତି  |  ଏପଟେ  ବିଡ଼ିଓ ମନୋଜ ନାୟକ କହିଛନ୍ତି ଯେ  ଆମର 26 ଗୋଟି ପଞ୍ଚାୟତ  ମଧ୍ୟରୁ 80ବର୍ଷ ରୁ ଉର୍ଦ୍ଧ  ବୃଦ୍ଧ, ବୃଦ୍ଧା,   ଭିର୍ଣ୍ଣ କ୍ଷମ , ଓ ବିଧବା, ମୋଟ  1161 ଜଣ ଥିବାର ଚିହ୍ନଟ କରାଯାଇଛି | ଆଗାମୀ ଦିନରେ ଏହି ମାନଙ୍କୁ 3500 ଟଙ୍କା  ବେଙ୍କ ମାଧ୍ୟମରେ ହେଉ କିମ୍ବା ଅର୍ଥ ମାଧ୍ୟମରେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି  |  ଆଜି କେବଳ ସାମାଜିକ ସେବା ଦିବସ ଥିବାରୁ ଏହି 7ଜଣ ଙ୍କୁ  ଦୃଷ୍ଟାନ୍ତ ମୂଳକ ଭାବେ ବଣ୍ଟନ କରା ଯାଇଛି ବୋଲି କହିଛନ୍ତି |

News Comment

You Might Also Like

BACK TO TOP