Breaking News

ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟାଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||     

ଖଲ୍ଲିକୋଟ ବ୍ଲକ ର କିଛି ପଞ୍ଚାୟତ କୁ ଅଚାନକ ଧାନ ମଣ୍ଡି ପରିଦର୍ଶନ କଲେ ଆସ୍କା ଏମପି

15-Jan-2025

ଆସିକା ସାଂସଦଙ୍କ ଅଚାନକ ଧାନମଣ୍ଡି ପରିଦର୍ଶନ , କଟନୀ ଛଟନୀ ନେଇ ମିଲଙ୍କୁ ତାଗିଦ,
-------- --------------------------
ଓଡିଶାଜନମତ,ଖଲ୍ଲିକୋଟ,ମାଧବ ବେହେରା, ୧୫/୦୧ :

ବୁଧବାର ଦିନ ଆସକା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ଖଲ୍ଲିକୋଟ ବ୍ଳକର ବାରସର ଓ ବି ଏନ ପୁର  ଧାନମଣ୍ଡିକୁ ଯାଇ ସରକାରଙ୍କ ପକ୍ଷରୁ ଚାଲିଥିବା ଧାନ କିଣା ସଂପର୍କରେ ଚାଷୀ ମାନଙ୍କୁ ଭେଟି ମଣ୍ଡି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ମିଲର ମାନଙ୍କ ସହ ଯୋଗାଯୋଗ କରି ଧାନ କିଣାର ମାନ୍ଦାବସ୍ଥା ଦୂର କରିବା ସହ ବିନା କଟନୀ ଛଟନୀରେ ଚାଷଙ୍କ ଠାରୁ ଧାନ କିଣିବା ପାଇଁ ତାଗିଦ କରିଥିବା ଜଣା ପଡିଛି। ଧାନ କିଣା ନେଇ ବିଭିନ୍ନ ବିଶୃଙ୍ଖଳା ଉପୁଜିବା ସହ ଠିକ ସମୟରେ ଚାଷଙ୍କ ଠାରୁ ଧାନ କିଣା ଯାଉ ନଥିବା ଅଭିଯୋଗ ହୋଇ ଆସୁଥିଲା। ଚାଷଙ୍କ ଠାରୁ ଧାନ କିଣାରେ ମନ୍ଥରତା ଯୋଗୁଁ ଧାନ କିଣା ଅବ୍ୟବସ୍ଥା ଉପୁଜୁଜୁଛି । ଖଲ୍ଲିକୋଟ ବ୍ଳକର ୨୦ ଗୋଟି ମଣ୍ଡିରେ ଚଳିତ ଜାନୁଆରୀ ମାସ ୧୨ ତାରିଖ ସୁଦ୍ଧା ମାତ୍ର ୧୦୫୫ କିଣ୍ଟାଲ ଧାନ କିଣା ଯାଇଥିବା ଜଣା ପଡିଛି। ଉତ୍ତମ ମାନର ଧାନକୁ ତୁରନ୍ତ ଚାଷଙ୍କ ଠାରୁ କିଣାଯିବା ସହ ଏଫ ଏ କ୍ୟୁ ନଥିବା ଖରାପ ଧାନକୁ ପର୍ଯ୍ୟାୟ କ୍ରମେ ଚାଷଙ୍କ ଠାରୁ ଅଗ୍ରାଧିକାର ଭିତ୍ତିରେ କିଣିବା ପାଇଁ ମଣ୍ଡର ସଂପାଦକ ଓ ମିଲର ମାନଙ୍କୁ ପରାମର୍ଶ ଦେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସାଂସଦ ଶ୍ରୀ ମତୀ ପଟ୍ଟନାୟକ ଅବଗତ କରାଇଥିବା ଜଣା ପଡିଛି  |

News Comment

You Might Also Like

BACK TO TOP