Breaking
News
Breaking
News
17-Sep-2026
ଗଣେଶ ମେଢ଼ ବିସର୍ଜନ ବେଳେ ଚାଲିଗଲା ଜୀବନ l
ଓଡିଶା ଜନମତ ଜଗତସିଂହପୁର
ଜ୍ୟୋତିରଞ୍ଜନ ପଟ୍ଟନାୟକ.....
ଗାଁ ଠୁ ସହର ସବୁଆଡେ ଗଣେଶ ପୂଜା ନେଇ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିଵା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଓରନାଳ ଗ୍ରାମରେ l ଗଣେଶ ପୂଜା ବିସର୍ଜନ କୁ ଯାଇ ଆଉ ଫେରିଲେ ନାହିଁ ଚାରି ଯୁବକ, ଅସାବଧାନତା ବଶତଃ ଗଭୀର ନଈରେ ବୁଡି ଯାଇଥିଲେ l ମୃତ ଯୁବକମାନେ ହେଲେ ଜଗନ୍ନାଥ ପଲେଇ, ରଶ୍ମି ରଞ୍ଜନ ନାୟକ, ମନୋଜିତ ସ୍ୱାଇଁ ଓ ସ୍ବପ୍ନଜିତ ବାରିକ ପ୍ରମୁଖ l ଏପରି ଘଟଣା ର ଖବରପାଇ ଏରସମା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରି ଥିଲେ ବି ନିଖୋଜ ଯୁବକମାନଙ୍କୁ ପାଇ ନଥିଲେ l ଖୋଜିବା ପାଇଁ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ଓ ସେମାନଙ୍କୁ ଉଦ୍ଧାର କରାଯାଇଥିଲା l ଏରସମା ପୋଲିସ ଘଟଣା ସ୍ଥଳରେ ପହଂଚି ଅପ ମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ଅଭାବନୀୟ ଘଟଣା କୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l
ବ୍ୟୁରୋ ଚିଫ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଙ୍କ ସହ ଜ୍ୟୋତିରଞ୍ଜନ ପରିଡା ଙ୍କ ରିପୋର୍ଟଏ ଏମ ମିଡ଼ିଆ 24lବେଳେ ଚାଲିଗଲା ଜୀବନ l

BACK TO TOP