Breaking News

ବିଦ୍ୟୁତ ଆଘାତରେ ନାବାଳିକା ଙ୍କ ଲିଭିଗଲା ଜୀବନ ଦୀପ ||   (12-Sep-2026)       ||      ଟ୍ରକ ଧକ୍କାରେ ରାସ୍ତକଡରେ ଫୁଲ ତୋଳୁଥିବା ମହିଳା ଙ୍କ ମୃତ୍ୟୁ |    (12-Sep-2026)       ||      ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଏ ଏସ ଆଇ |   (12-Sep-2026)       ||      ଗାଁ ସାଥୀ ମଜଦୁର ସଙ୍ଘର ସେମି -ସିଲ ଭାବେ ମାସିକ ଦରମା ଦାବୀ |   (12-Sep-2026)       ||      ସମ୍ମାନିତ ହେଲେ କ୍ୟାଡର ପିପି, ସ୍ପେଶାଲ ପିପି, ଓ ଥାନା ଅଧିକାରୀ |    (11-Sep-2026)       ||      ଉଲ୍ଲାସ କାର୍ଯ୍ୟକ୍ରମ ରେ ସାକ୍ଷରତା ରଥର ଶୁଭାରମ୍ଭ ||   (11-Sep-2026)       ||      ଗାଁକୁ ନିଶା ମୁକ୍ତ ପାଇଁ ମହିଳା ଙ୍କ ଥାନାର ଦ୍ୱାରସ୍ତ ହେଲେ, ବନ୍ଦ ପାଇଁ ଥାନା ଅଧିକାରିଣୀ ପ୍ରତିଶୃତି ଦେଲେ |    (11-Sep-2026)       ||      ସ୍ୱାମୀ ହତ୍ୟା ମାମଲାରେ ପତ୍ନୀ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ |   (11-Sep-2026)       ||      ବାଲେଶ୍ୱର କୁ କେଉଁଠୁ ଆସିଲେ 5ବଣ ମଣିଷ, ମଣିଷ ସହିତ ମିଶି ଯାଉଛି ସେମାନଙ୍କ 97% DNA |    (11-Sep-2026)       ||      ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||     

ଟ୍ରକ ଧକ୍କାରେ ରାସ୍ତକଡରେ ଫୁଲ ତୋଳୁଥିବା ମହିଳା ଙ୍କ ମୃତ୍ୟୁ |

12-Sep-2026

ରାସ୍ତା କଡ଼ରେ ଫୁଲ ତୋଳିବା ବେଳେ ଟ୍ରକ୍ ଧକ୍କାରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ।

ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ:---

ଆସ୍କା ଥାନା ଅନ୍ତର୍ଗତ ଖଡଭାଗ ଗ୍ରାମର ଅହଲ୍ୟା ଗୌଡ଼ ନାମ୍ନୀ ଜଣେ ମହିଳା ରାସ୍ତା କଡ଼ ଫୁଲ ଗଛରୁ ଫୁଲ ତୋଳିବା ଦୃତ ଗତିରେ ଆସୁଥିବା ଏକ ଟ୍ରକ ପ୍ରଥମେ ଗୋଟିଏ କାର୍ କୁ ବାଡ଼େଇ ପରେ ଭାରସାମ୍ୟ ହରାଇ ଉକ୍ତ ମହିଳାଙ୍କ ଉପରେ ଚଢ଼ିଯାଇ ଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି କୁ ଜବତ କରିବା ସହ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

News Comment

You Might Also Like

BACK TO TOP