Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ପୁରୁଷୋତ୍ତମପୁର ପୋଲିସ ଓ ପ୍ରଶାସନ ତରଫରୁ ଗଣେଶ ପୂଜା କମିଟି ପାଇଁ ବହୁତ ସତର୍କ ବାଣୀ |

09-Sep-2026

ପୁରୁଷୋତ୍ତମପୁର ଗଣେଶପୂଜା କମିଟି ସହ ପୋଲିସ ଓ ପ୍ରଶାସନ ର ମିଳିତ ବୈଠକ | ଓଡିଶା ଜନ ମତ, ପୁରୁଷୋତ୍ତମପୁର, 

ଶୁଭଙ୍କର ଦାଶ :------

ଆସନ୍ତା ୧୪ ତାରିଖରେ ହେବ ଗଣେଶ ପୂଜା, ସେଥିପାଇଁ ପୁରୁଷୋତ୍ତମପୁର ସହର ର ବିଭିନ୍ନ ସାହିରେ ଗଣେଶ ପୂଜା  ଧୁମ ଧାମ ରେ ପାଳନ ନିମନ୍ତେ  ବିଭିନ୍ନ ପୂଜା କମିଟି  ତରଫରୁ  ସବୁ ପ୍ରକାର ପ୍ରସ୍ତୁତି  ଚାଲୁଥିଲା ବେଳେ ତାକୁ କିପରି ଶାନ୍ତି ଶୃଙ୍ଖଳା ସହିତ ପୂଜା ଏବଂ ଭଷାଣି କରାଯିବ ସେଥିନିମନ୍ତେ   ପୁରୁଷୋତ୍ତମପୁର ଥାନା ପରିସରରେ  ପ୍ରଶାସନିକ ଅଧିକାରୀ ତଥା  ତହସିଲଦାର  ଏବଂ ଏକଜୁକୁଟିଭ ମାଜିଷ୍ଟେଟ ଥିବା ବିନୋଦ କୁମାର  ବେହେରା, ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ  ସୁଜିତ କୁମାର ନାୟକ,  ପୁରୁଷୋତ୍ତମପୁର ଥାନା ଅଧିକାରୀ   କୂଳମଣି ସେଠୀ,  ଏ ଏସ ଆଇ  କିରଣ କୁମାର ବକ୍ସି  ଓ 30,ଗୋଟି  ପୂଜା କମିଟି ର କର୍ମକର୍ତ୍ତା ଏବଂ ସାମ୍ବାଦିକ ମାନଙ୍କ  ଉପସ୍ଥିତି ରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା | ବୈଠକ ଆରମ୍ଭରେ  ଥାନା ଅଧିକାରୀ  ଗଞ୍ଜାମ ଜିଲ୍ଲା ରେ ଲାଗୁ ହୋଇଥିବା 30 ଧାରା ଅନୁସାରେ ଯେକୌଣସି କାର୍ଯ୍ୟକ୍ରମ ପାଇଁ  ଏକ ସପ୍ତାହ ପୂର୍ବରୁ ଥାନା କୁ ଜଣାଇ ସେଠାରୁ ଅନୁମତି ପତ୍ର ଆଣିବାକୁ ପଡିବ | ସେହିଁ ବିଷୟ ରେ ସୂଚନା ଦେବାପରେ ଏସ୍ଡ଼ିପିଓ ସୁଜିତ ନାୟକ ପୂଜାକୁ କିପରି ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବେ ସେ ବିଷୟ ରେ ସୁଚାରୁ ରୂପେ ବୁଝାଇ ଥିଲେ | ପୂଜା ସମୟରେ ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ କଟକଣା କରା ଯାଇଛି।  ଏହା ସହ କୌଣସି ଦଳ, ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ନକରିବା, ପୂଜା ମଣ୍ଡପରେ ସିସିଟିଭି ବାଧ୍ୟତା ମୂଳକ କରାଯାଇଥିଲା ବେଳେ ଉଚ୍ଚଶବ୍ଦରେ ସାଉଣ୍ଡ ନ ବଜାଇବା,  ପୂଜାବେଳେ ଦୁଇଧାଡି ମହିଳା ଓ ପୁରୁଷ ଅଲଗା କରିବା | ରାସ୍ତା ଅବରୋଧ ନ କରିବା,  ନିଶାସେବନକୁ ଦୃଢ଼ ଭାବେ ବାରଣ କରାଯାଇଛି। ଭସାଣି ନିର୍ଦ୍ଧାରିତ ଦିନ ଏବଂ ସମୟସୀମା ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାଏସଡ଼ି ପିଓ ସୂଚନା ଦେଇଛନ୍ତି | ଭସାଣି ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରିବାକୁ  ଏବଂ ମିସିନ ଦ୍ୱାରା ଠାକୁରଙ୍କୁ ବିସର୍ଜନ କରିବାକୁ ତହସିଲଦାର ପ୍ରସ୍ତାବ ଦେଇଥିଲେ |  ଏହାସହ ସମସ୍ତେ ଯେପରି ଭାଇଚାରା ସୃଷ୍ଟି କରି ପୁରୁଷୋତ୍ତମପୁର ସହର ର ଟେକ ରଖି ପୂଜା କରିବେ ସେଥିପାଇଁ ମଧ୍ୟ ସତର୍କତା କରାଯାଇଥିଲା  | ଶେଷରେ ଆଇ ଆଇସି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ବୈଠକ ସାଙ୍ଗ କରିଥିଲେ ||

News Comment

You Might Also Like

BACK TO TOP