Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ଋଷିକୁଲ୍ୟା ନଦୀ ଗଣ୍ଡ ରେ ବୁଡି ଯୁବକଙ୍କ ମୃତ୍ୟୁ ||ତଦନ୍ତ ଦାବି |

04-Sep-2026

ଋଷିକୁଲ୍ୟା ନଦୀଗଣ୍ଡରେ ବୁଡ଼ି ଯୁବକ ମୃତ୍ୟୁ ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ ଦାବୀ ।
ଓଡିଶା ଜନମତ , ଛତ୍ରପୁର, ତା.୪ / ୯,

କେ.ସତ୍ୟନାରାୟଣ ରେଡ୍ଡୀ,

ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ଶିକିରି ଗ୍ରାମରେ ଋଷିକୁଲ୍ୟା ନଦୀ କୂଳରେ ଗଭୀର ବାଲି ଗର୍ତ୍ତରେ
ବାଲି ଅତଡ଼ା ଖସି ପଡିବାରୁ ଜଣେ ଯୁବକର ପ୍ରାଣ ହାନି ଘଟିଛି ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ ହୋଇଛି ।
  ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ଶିକିରି ଗ୍ରାମରେ ଋଷିକୁଲ୍ୟା ନଦୀ କୂଳରେ ବାଲି ଦୁର୍ନୀତି, ବାଲି ଚୋରା ଚାଲାଣ ହେଉଥିବା ବହୁ ବାର ଅଭିଯୋଗ ହୋଇଆସୁଥିବା ବେଳେ ୨୦ ରୁ ୨୫ ଫୁଟ ମଧ୍ୟରେ ଗର୍ତ୍ତ 
ଖୋଳି ମାଫିଆ ଜଣକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଏକ ଅତ୍ୟନ୍ତ ପରିତାପର ବିଷୟ ହୋଇଛି ।
ଶିକିରି ଗ୍ରାମ ଅଞ୍ଚଳରେ ଥିବା ଋଷିକୁଲ୍ୟା ନଦୀ କୂଳ ବାଲି ଖୋଳି ଖୋଳି ସମୃଦ୍ଧ ଅଞ୍ଚଳ ପରିସରରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।
ବେଆଇନ୍ ଭାବେ ବାଲି ଉଠାଉଥିବା ମାଫିଆ ବାଲିଘାଟର ଗୁତାଦାର କୀରଣ କୁମାର ପଣ୍ତା ବୋଲି  ଅଭିଯୋଗ ହୋଇଛି । ତାଙ୍କ ସହ ଖଣି ବିଭାଗ ସହିତ ହୋଇଥିବା ଚୁକ୍ତି ଧାର୍ଯ୍ୟ ଅଞ୍ଚଳ, ସି.ଏମ୍. ଓ ଗଭୀରତାକୁ ନମାନି ଆବଶ୍ୟକରୁ ଅତ୍ୟଧିକ ବାଲି ଉତ୍ତୋଳନ କରିବା
ଆଇନ୍ ସଙ୍ଗତ ନୁହେଁ ବୋଲି ଆଇନଜୀବି ରଜନୀକାନ୍ତ ପାଢ଼ୀ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି ।
ଏକ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ଅବା ତହସିଲ କର୍ତ୍ତୃପକ୍ଷ ଏବଂ ଖଣି ଵିଭାଗ ର ଧ୍ୟାନ ନ ଦେବା ଫଳରେ ଜଣେ ଯୁବକ ଋଷିକୁଲ୍ୟା ନଦୀ ବାଲି ଗର୍ତ୍ତ ରେ ଅତଡ଼ା ଖସି ପଡିବାରୁ ଜଣେ ଯୁବକ ମୃତ୍ୟୁ ଘଟିଛି ।
   ଘଟଣାରୁ ପ୍ରକାଶ ଯେ` ଗତ ଅଗଷ୍ଟ ୩୦ ତାରିଖରେ ବ୍ରହ୍ମପୁର ବାସିନ୍ଦା ବିକ୍ରମ କୁମାର ପଣ୍ଡା (୨୬) ନାମକ ଜଣେ ଯୁବକ ପାଣି ଗଣ୍ଡରେ ବୁଡ଼ି ନଦୀ ବାଲି ଗର୍ତ୍ତ ରେ ବାଲି ଅତଡ଼ା ଖସି ପ୍ରାଣ ହରାଇଛନ୍ତି ବୋଲି ଗଞ୍ଜାମ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ ହୋଇଛି ।
ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ସାଂଗକୁ ବେଆଇନ୍ ଭାବେ ବାଲି ଉଠାଉଥିବା ମାଫିଆ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପାଢ଼ୀ ଦାବୀ କରିଛନ୍ତି । ଏପରିକି ତାଙ୍କ ପରିବାର ସମୂହ ମଧ୍ୟ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ଏହି ଅନୁରୂପ ଦାବୀ ଓ ଗୁହାରୀ କରିଛନ୍ତି ।
ଜରୁରୀ କାଳୀନ ଭାବେ ଆଇନଜୀବି ରଜନୀକାନ୍ତ ପାଢ଼ୀ ନିଜସ୍ୱ ହାତ ରୁ ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି ବୋଲି ଜଣାପଡ଼ିଛି ।।

News Comment

You Might Also Like

BACK TO TOP