Breaking
News
Breaking
News
03-Sep-2026
ଜାମ୍ମୁକାଶ୍ମୀରରେ ପଥର ଅତଡ଼ା ଖସି ପୂର୍ବତନ ସରପଞ୍ଚ ଆର. ହିମାଂଶୁ ଙ୍କ ମୃତ୍ୟୁ ।
ଓଡିଶା ଜନମତ, ଛତ୍ରପୁର,ତା.୩ / ୯
କେ.ସତ୍ୟନାରାୟଣ ରେଡ୍ଡୀ ;------
ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ଆର. ହିମାଂଶୁ ପ୍ରସାଦ ରାଓ ଓରଫ ଟୁନା ବାବୁଙ୍କ ଅକାଳ ବିୟୋଗ ଘଟିଛି । ଅଘଟଣ
ସେ ଜାମ୍ମୁ-କାଶ୍ମୀର ଯାଇଥିଲେ, କାରରେ ଯାଉଥିବା ବେଳେ ଅଘଟଣ ଘଟିଛି । ଉକ୍ତ ଅଞ୍ଚଳ ପରିଦର୍ଶନରେ ଯାଉଥିବା ବେଳେ କାର ଉପରେ ପଥର ଅତଡ଼ା ଖସିବା କାରଣରୁ ତାଙ୍କର ଅକାଳ ବିୟୋଗ ଘଟିଥିବା ଖବର ମିଳିଛି।
ସେ ଜଣେ ମେଳାପି, ବନ୍ଧୁବତ୍ସଳ ବ୍ୟକ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତାହାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।।
BACK TO TOP