Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ଅଯୋଧ୍ୟା ରାମ ମନ୍ଦିର ପରିଚାଳନା ରେ ବିରାଟ ପରିବର୍ତ୍ତନ, ଜଣେ ଅବସର ବାୟୁସେନା ମାର୍ଶଲ ହେଲେ ପ୍ରଥମ ସି ଇ ଓ |

03-Sep-2026

ରାମ ମନ୍ଦିର ପରିଚାଳନାର ପ୍ରଥମ CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ

କିଛି ଦିନ ତଳେ ଅଯୋଧ୍ୟା ରେ ବିରାଜିତ ପ୍ରଭୁ ରାମଚନ୍ଦ୍ର ଙ୍କ ହୁଣ୍ଡିରୁ ଚୋର ଯିବା ପରେ  ଏବଂ କିଛି କର୍ମଚାରୀ ମନ୍ଦିର ଅର୍ଥ ଜାଲିଆତି କରି ଥିବା ଜଣା ପଡିବା ପରେ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦିଆ ଯାଇଥିଲା |ସେଇଥି ପାଇଁ ଭକ୍ତ ଙ୍କ ମନରେ ଆଶଙ୍କା ଉପୁଜି ଥିଲା | ଏଥିପାଇଁ ମନ୍ଦିର ପରିଚାଳନା କୁ ସୁବନ୍ଦୋବସ୍ତ, ତୀକ୍ଷ୍ଣ ନଜର,  ଅନିୟମିତତାକୁ ଦୁରକରିପାରୁଥିବା ଏବଂ ଜଣେ କାର୍ଯ୍ୟ ଦକ୍ଷତା ବ୍ୟକ୍ତିଙ୍କୁ ପରିଚାଳନା ଦାଇତ୍ୱ ଦେବାପାଇଁ ବିଚାର ବିମର୍ଶ ପରେ ପାଞ୍ଚ ହଜାର ଲୋକକିଛି ବ୍ୟକ୍ତି ଙ୍କ ମଧ୍ୟରୁ ଜଣଙ୍କ ନାମକୁ ସୁପାରିଶ କଲେ ଏସଏମ ଏସ ମାଧ୍ୟମରେ || ଆଉ ପ୍ରଥମ ଥର କରି ଜଣେ ଅବସର ପ୍ରାପ୍ତବାୟୁସେନାର ଏୟାର ଚିଫ ମାର୍ଶଲ ଙ୍କୁ ମନ୍ଦିର ଚିଫ ଏଜୁକୁଟିଭ ଅଫିସର ଭାବେ ଦାଇତ୍ୱ ଦିଆ ଯାଇଛି | ଯାହାଦ୍ୱାରା ଏହି ମନ୍ଦିର ପରିସରରେ ଚୋରି, ଲୁଟ ଡ଼କାୟତି ଓ ବିଶୃଙ୍ଖଳା ଉପରେ ସୁଧାର ଆସି ପାରିବ ବୋଲି ବୟୋଜ୍ୟେଷ୍ଟ ଭକ୍ତ ମାନେ ମାତବ୍ୟକ୍ତ କରିଛନ୍ତି ||ଅଯୋଧ୍ୟାସ୍ଥିତ ରାମ ମନ୍ଦିରର ପରିଚାଳନା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି। ୫ ହଜାରରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ ତାଙ୍କ ନାମ ଚୟନ ହୋଇଥିବା ସୂଚନା ମିଳିଛି।
ଭାରତୀୟ ବାୟୁସେନାରେ ଦୀର୍ଘ ଦିନ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ ଦାୟିତ୍ୱ ସମ୍ଭାଳିଥିବା ଜିତେନ୍ଦ୍ର ମିଶ୍ରଙ୍କ ପ୍ରଶାସନିକ ଅଭିଜ୍ଞତାକୁ ଟ୍ରଷ୍ଟ ପାଇଁ ଗୁରୁତ୍ୱ ଦିଆଯାଇଛି। ଅପରେସନ ସିନ୍ଦୂର ସମୟରେ ସେ ଭାରତୀୟ ବାୟୁସେନାର ପଶ୍ଚିମ କମାଣ୍ଡର ମୁଖ୍ୟ ଥିବା ମଧ୍ୟ କୁହାଯାଉଛି। ନୂଆ CEO ରାମ ମନ୍ଦିର ଟ୍ରଷ୍ଟର ପ୍ରଶାସନିକ, ଆର୍ଥିକ ଓ ଆଇନଗତ କାର୍ଯ୍ୟର ପରିଚାଳନାରେ ପ୍ରମୁଖ ଭୂମିକା ନେବେ। ଏଥିସହ ଟ୍ରଷ୍ଟର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା, କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଏବଂ ପେସାଦାର ପରିଚାଳନା ବ୍ୟବସ୍ଥାକୁ ମଜବୁତ କରିବା ତାଙ୍କର ପ୍ରମୁଖ ଦାୟିତ୍ୱ ରହିବ।
ଏହାକୁ ନେଇ ଟ୍ରଷ୍ଟ ଡିଡ୍‌ରେ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। CEOଙ୍କ କ୍ଷମତା, ଦାୟିତ୍ୱ ଓ କାର୍ଯ୍ୟ ପରିଚାଳନା ସମ୍ପର୍କରେ ନୂଆ ନିୟମ ପ୍ରସ୍ତୁତ କରାଯିବା ନେଇ ଆଲୋଚନା ହେବ।ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହେବ। ମନ୍ଦିର ପାଇଁ ଏକ ସ୍ଥାୟୀ ସ୍ଥାନୀୟ ସୁରକ୍ଷା ସମନ୍ୱୟ କମିଟି ଗଠନ ପ୍ରସ୍ତାବ ରହିଛି। ଏଥିସହ ଟ୍ରଷ୍ଟର ଜଣେ ଆଧିକାରିକ ପ୍ରେସ୍ ମୁଖପାତ୍ର ନିଯୁକ୍ତି ନେଇ ମଧ୍ୟ ଆଲୋଚନା ହେବ।ମନ୍ଦିରକୁ ମିଳୁଥିବା ଦାନରେ ଅନିୟମିତତା ଓ ଚୋରି ଅଭିଯୋଗକୁ ନେଇ ଚାଲିଥିବା SIT ତଦନ୍ତର ସମୀକ୍ଷା ମଧ୍ୟ ବୈଠକର ଏଜେଣ୍ଡାରେ ରହିଛି। ଏହି ବିବାଦ ମଧ୍ୟରେ ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ର ପୂର୍ବରୁ ଇସ୍ତଫା ଦେଇସାରିଥିବା ସୂଚନା ରହିଛି।ପ୍ରଥମ CEO ନିଯୁକ୍ତି ସହ ରାମ ମନ୍ଦିର ଟ୍ରଷ୍ଟର ପରିଚାଳନାରେ ଏକ ନୂଆ ପ୍ରଶାସନିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି

News Comment

You Might Also Like

BACK TO TOP