Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର |

30-Jul-2026

ଚୁଡ଼ା କୁଟି ବଜାର ନିକଟ ଏକ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର |

 ଓଡିଶା ଜନ ମତ ବ୍ୟୁରୋ, 

 ମଣିଷ ଯେକୌଣସି ପରିସ୍ଥିତି ର ମୁକାବିଲା କରିବାକୁ ପଡିବ ତାର ଅର୍ଥ ନୁହଁ ଆତ୍ମହତ୍ୟା କରିବା | ବାଗବାନ ବି ଦୁଃଖ କଷ୍ଟ ସହି ଜନସାଧାରଣ ଙ୍କୁ ବହୁତ ଦୃଷ୍ଟାନ୍ତ ଦେଖେଇ ଛନ୍ତି | ଯଦି ସେ ବିଶ୍ଵକର୍ତ୍ତା ହୋଈ ସହି ପାରୁଛନ୍ତି ତେବେ ଆମେ କଣ ପାଇଁ ଏଭଳି   ହୀନ କାର୍ଯ୍ୟ କରିବା |  ସଂଘର୍ଷ ର ଅନ୍ୟ ନାମ ଜୀବନ ତେବେ କେଉଁ କାରଣରୁ ଜଣେ ଯୁବକ  ଆତ୍ମହତ୍ୟା କରିଛି ତାହା ହେଉଛି ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟି-ଧାମନଗର ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା ଚୂଡାକୁଟି ବଜାର ନିକଟ ରେ ଥିବା ଏକ ଘରୁ ଜଣେ ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଗତ ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଭଉଣୀ ଇତିଶ୍ରୀ ସାମଲ ଧାମନଗର ଥାନାରେ ଲିଖିତ ଅଭିଯୋଗ ପରେ ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲେ। ପୋଲିସ କେସ ନଂ ୮ / ୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି। ସୂଚନା ମୁତାବକ ମୃତ ଯୁବକ ହେଲେ ଚାନ୍ଦବାଲି ଘଣ୍ଟେଶ୍ୱର ଅଞ୍ଚଳର ଗୟାଧର ସାମଲଙ୍କ ପୁଅ ତୀର୍ଥଙ୍କର ସାମଲ(୩୦)। ସୂଚନା ଅନୁଯାୟୀ ମୃତ ତୀର୍ଥଙ୍କର ଘର ଚାନ୍ଦବାଲି ବ୍ଲକ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ମାମୁଁ ଘର ଚୁଡ଼ାକୁଟି ପଞ୍ଚାୟତର ତାମ୍ପଳା। ମାତ୍ର ଚୁଡ଼ାକୁଟି ନିକଟରେ ସେମାନେ ନୂତନ ଘର ନିର୍ମାଣ କରି ପ୍ରାୟ ଏକ ବର୍ଷ ହେବ ମା ଓ ପୁଅ ରହୁଥିଲେ। କିନ୍ତୁ ତାଙ୍କ ମା ପୁରୀ ରଥଯାତ୍ରା ବୁଲିବାକୁ ଯାଇଥିଲେ। ଦୁଇ ଦିନ ତଳେ ଘରକୁ ଫେରିବା ବେଳେ ଦେହ ଅସୁସ୍ଥ ହେବାରୁ ଘରକୁ ନ ଆସି ଯାଜପୁର ରୋଡ ରେ ରହୁଥିବା ନିଜ ଝିଅ ଘରକୁ ଚାଲି ଯାଇଥିଲେ। ଉକ୍ତ ଦିନ ମୃତ ତୀର୍ଥଙ୍କର ସହିତ ତାଙ୍କ ବଡ଼ ମାମୁଁ ରଞ୍ଜନ ସେଠୀଙ୍କ ସହିତ ରାତିରେ ଘରେ ରହିଥିଲେ । ମଙ୍ଗଳବାର ପୂର୍ବାହ୍ନ ୧୧ ଟା ସମୟରେ ନିକଟରେ ଥିବା ମାମୁଁ ଘର ପରିବାର ଲୋକେ ଉକ୍ତ ଘରକୁ ଯିବାବେଳେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଅନ୍ୟ ମାମୁଁ ମାନେ ଏହା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପ୍ରାଥମିକ ତଦନ୍ତରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ମାତ୍ର ଏହା ହତ୍ୟା କି ଆତ୍ମହତ୍ୟା ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

News Comment

You Might Also Like

BACK TO TOP