Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ଜୀବନକୁ ବାଜି ଲଗେଇ ଜଣେ ଯୁବକ ନଦୀ ପାଣିରୁ ଉଦ୍ଧାର କଲେ ଦୁଇଜଣନଙ୍କୁ |

29-Jul-2026

ମୃତ୍ୟୁ ମୁଖରୁ  ଦୁଇ ଜଣଙ୍କୁ ବଞ୍ଚାଇଲେ  ଜଣେ ଯୁବକ |

ଓଡିଶା ଜନ ମତ ,ରାୟଗଡା, 

କାମେଶ୍ୱର କର କରିଆ ;--==

  ଏପରି କିଛି ମନୁଷ୍ୟ ଅଛନ୍ତି ସେମାନେ ସବୁବେଳେ ପରର ଉପକାର କରିବାକୁ ପଛେଇ ନଥାନ୍ତି ନିଜ ଦୁର୍ଲଭ ଜୀବନକୁ ପାଣୀ ଛଡେଇ ଏପରି କିଛି ବ୍ୟକ୍ତି ଅନ୍ୟର ଜୀବନ କୁ ମୃତ୍ୟୁ ମୁଖରୁ ଟାଣି ଆଣିଛନ୍ତି |ନାଗାବଳୀ ନଦୀରେ ଫସି ଯାଇଥିଲା ଏକ ଟ୍ରାକ୍ଟର। ଫଳରେ ଦୀର୍ଘଘଣ୍ଟା ଧରି ଡ୍ରାଇଭର୍ ଓ ଜଣେ ନାବାଳକ ପାଣି ଭିତରେ ଫସିଯାଇଥିଲେ। ପାଣିର ସ୍ରୋତରେ ଦୁଇ ଜଣ ଫସିଯାଇଥିବା ବେଳେ ଜଣେ ଯୁବକ ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି ଦୃଶ୍ୟ ହେଉଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଇନ୍ତାଲିଗୁଡ଼ା ଅଞ୍ଚଳର ଦୃଶ୍ୟ। ଗ୍ରାମର ପ୍ରକାଶ ପେଦେଣ୍ଟି ଟ୍ରାକ୍ଟର ଯୋଗେ ନାଗାବଳୀ ନଦୀ ପାର ହୋଇ ନିଜ ଚାଷ ଜମିକୁ ଯାଇଥିଲେ। ହେଲେ ଫେରିବା ବେଳେ ନଦୀରେ ପ୍ରବଳ ସ୍ରୋତରେ ବର୍ଷା ଜଳ ମାଡି ଆସିଥିଲା। ପାଖରେ ତାଙ୍କ ସମ୍ପର୍କୀୟ ନାବାଳକ ପୁତୁରା ହରି ପେଦେଣ୍ଟି ମଧ୍ୟ ରହିଥିଲେ। ତେବେ ନଦୀରେ ପାଣି ପ୍ରବଳ ବେଗରେ ଆସିବା ଯୋଗୁଁ ଦୁହେଁ ଦୀର୍ଘ ଘଣ୍ଟା ଧରି ନଦୀ ଗର୍ଭରେ ରହିଯାଇଥିଲେ। ପାଣିର ବେଗ ଦେଖି ଭିତରକୁ ଯିବାକୁ କେହି ସାହସ କରିନଥିବା ବେଳେ ଇନ୍ତାଲିଗୁଡ଼ାର ଜଣେ ଯୁବକ ନଦୀ ଭିତରେ ପଶି ଉଦ୍ଧାର କରିଥିଲେ। ଦୁହେଁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ଇନ୍ତାଲିଗୁଡ଼ା ନିକଟରେ ନାଗାବଳୀ ନଦୀ ପ୍ରବାହିତ ହେଉଥିବା ବେଳେ ଅନେକ ଗ୍ରାମ ନଦୀ ଆରପାଖରେ ରହିଛି। ସେହିପରି ଗ୍ରାମବାସୀଙ୍କ ଜମି ମଧ୍ୟ ରହିଛି। ଏଣୁ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କଲେ ପ୍ରାୟ ୧୦ ଖଣ୍ଡ ଗ୍ରାମର ଲୋକେ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି।

News Comment

You Might Also Like

BACK TO TOP