Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ଭଞ୍ଜନଗର ଚକରା ଘାଟିରେ ଉଦଘାଟନ ପୂର୍ବରୁ ପର୍ଯ୍ୟଟକ ଙ୍କ ଭିଡ଼ |

22-Jul-2026

ଏବେଠୁ ସୁରକ୍ଷା ଚିନ୍ତା, ଉଦଘାଟନ ପୂର୍ବରୁ ଚକରା ଘାଟି ରେ ପର୍ଯ୍ୟଟକ  ଙ୍କ ଭିଡ଼  |

     ଓଡିଶା ଜନ ମତ ବ୍ୟୁରୋ, 

ରାଜ୍ୟ ସରକାର ଜିଲ୍ଳାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଗୁଡିକର ବିକାଶ କରୁଛନ୍ତି | କାରଣ ରାଜ୍ୟ ଦେଶ ସହିତ ବିଦେଶର ବହୁ ପର୍ଯ୍ୟଟକ ଏଠାକୁ ଆସି  ଏହାର ଅତୀତ ଇତିହାସ, ଓ ସାଂସ୍କୃତିକ ବିଷୟ ଉପରେ ଜାଣି ପାରିବେ ଏବଂ ଏହିସ୍ତାନ ଦେଖି ବହୁତ ଖୁସି ହେବେ | ଯାହାଦ୍ୱାରା ଆମର ରାଜସ୍ବ ଆଦାୟ ସହ ଏହି ସ୍ଥାନର ଆହୁରି ବିକାଶ ଓ ମନଲୋଭା ହୋଈ ପାରିବ ଗଞ୍ଜାମ ଜିଲ୍ଲାରେ ଏକ ପର୍ଯ୍ୟଟନ ସ୍ଥଳ ର ଉଦଘାଟନ ପୂର୍ବରୁ ପର୍ଯ୍ୟଟକ ଙ୍କ ଭିଡ଼ ଲାଗି ରହିଛି  | ସେହି ସ୍ଥାନ ହେଉଛି ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା ବିଷୋୟୀ ବ୍ରିଟିଶ ସେନା ବିରୋଧରେ ଲଢ଼େଇ କରୁଥିଲେ। କିନ୍ତୁ ଉକ୍ତ ଘାଟି ଅବହେଳିତ ଅବସ୍ଥାରେ ଥିବା ଯୋଗୁ ତାହା ଲୋକ ଲୋଚନକୁ ଆସିପାରି ନ ଥିଲା। ଘାଟିରେ ଥିବା ଦେବୀ ଠାକୁରାଣୀ ଏକ ଗଛ ମୂଳରେ ପୂଜା ପାଉଥିଲେ। ଏହାପରେ ପ୍ରାୟ ୧୦ ବର୍ଷ ପୂର୍ବେ ସମ୍ପୃକ୍ତ ଅଞ୍ଚଳର ରେଞ୍ଜର ତଥା ବର୍ତ୍ତମାନର ଅବସରପ୍ରାପ୍ତ ଡିଏଫ୍‌ଓ ଶରତ ଚନ୍ଦ୍ର ମିଶ୍ର ଛୋଟିଆ ମନ୍ଦିର ଘରଟିଏ କରିଥିଲେ। ଇତିମଧ୍ୟରେ ୨୦୨୪ରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହେବା ପରେ ଘୁମୁସର ଇତିହାସର ସ୍ମୃତିକୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନେଇଥିଲେ। ଏହାପରେ ଉକ୍ତ ଘାଟିର ଉନ୍ନତିକରଣ ପାଇଁ ୬ କୋଟି ଟଙ୍କା ଅନୁମୋଦନ କରାଇଥିଲେ। ଉକ୍ତ ଅର୍ଥରେ ବର୍ତ୍ତମାନ ଘାଟିର ଉନ୍ନତି କରଣ ହୋଇଛି। ଖୁବଶୀଘ୍ର ତାହା ଉଦଘାଟିତ ହେବ।
କିନ୍ତୁ ଉଦଘାଟନ ପୂର୍ବରୁ ଘାଟିରେ ଶହ ଶହ ପର୍ଯ୍ୟଟକଙ୍କ ଦୈନନ୍ଦିନ ଭିଡ଼ ହେଉଛି। ବିଶେଷ କରି ଯୁବତୀ ଯୁବକଙ୍କ ଭିଡ଼ ଜମୁଛି। ମନୋରଞ୍ଜନ ସହ ଭୋଜି ଭାତର ମଜା ନେଉଛନ୍ତି ଲୋକେ ସେଠୀ। ଘଞ୍ଚ ଜଙ୍ଗଲ ମଧ୍ୟରେ ଯୁବ ଗୋଷ୍ଠୀଙ୍କ ଭିଡ ଜମୁଥିବା ବେଳେ ସେମାନଙ୍କ ସୁରକ୍ଷା ଚିନ୍ତା ଘାରିଛି। ତେଣୁ ତୁରନ୍ତ ଘାଟିରେ ଚାରିଆଡ଼େ ସିସିଟିଭି ଲଗାଇବା ଆବଶ୍ୟକତା ରହିଛି। ନଚେତ୍‌ ଭବିଷ୍ୟତରେ କିଛି ଅଘଟଣ ଘଟିବା ଆଶଙ୍କା ରହିଛି। ଏଥିସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହିଁ ଘାଟିକୁ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ଦିଆଯାଉ। ଘାଟିରେ ପର୍ଯ୍ୟଟକମାନେ ରହିବା ପାଇଁ କଟେଜ, ବିଦ୍ୟୁ୍ତ ପ୍ରମୁଖ ସୁବିଧା କରାଯାଇଛି।କେମିତି ପର୍ଯ୍ୟଟକ ସେଠାକୁ ଯିବେ ଆସନ୍ତୁ ଜାଣିବା  | ଗଞ୍ଜାମ ଜିଲା ଭଞ୍ଜନଗର ସହରରୁ ଦଶପଲ୍ଲା ଜାତୀୟ ରାଜ ପଥ ରାସ୍ତାରେ ଯିବା ସମୟରେ ସହରଠୁ ୧୬ କିମି ପରେ ଘାଟି ଛକ ପଡ଼େ। ସେଠାରୁ ପ୍ରାୟ ୭ କିମି ଘଞ୍ଚ ଜଙ୍ଗଲ ଭିତରକୁ ଗଲେ ଘାଟି ପଡ଼େ। ଘାଟିର ସୌନ୍ଦର୍ଯ୍ୟକରଣ ପର୍ଯ୍ୟଟକ ଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବନ ବିଭାଗ ନିୟନ୍ତ୍ରଣରେ ଘାଟି। ତେଣୁ ବନ ବିଭାଗ ପକ୍ଷରୁ ତୁରନ୍ତ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆଶ୍ୟକତା ରହିଛି। ଅନ୍ୟପଟେ ଘୁମୁସର ଇତିହାସର ଆହୁରି ଅନେକ ସ୍ମୃତିର ପୁନରୁଦ୍ଧାର ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରେ ଚକରା ବିଷୋୟୀଙ୍କ ଜନ୍ମ ସ୍ଥାନ ବିଞ୍ଜିଗିରିର ଉନ୍ନତି ପାଇଁ ଇତିମଧ୍ୟରେ ୧୫ କୋଟି ଟଙ୍କା ଅନୁମୋଦନ ହୋଇଛି। ଘୁମୁସର ଭଞ୍ଜ ରାଜବଂଶର ରାଜଧାନୀ କୁଲାଡର ମଧ୍ୟ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ତେବେ ପୂର୍ବତନ ଡ଼ିଏଫଓ ଶରତ ଚନ୍ଦ୍ର ମିଶ୍ର ଓ ସ୍ଥାନୀୟ ବିଧାୟକ ଙ୍କ ଏହି ଉଦ୍ୟମକୁ ଅଞ୍ଚଳ ବାସୀଙ୍କ ସହ ବୁଦ୍ଧିଜୀବୀ, ଶିକ୍ଷାବିତ ଏବଂ ଯୁବଗୋଷ୍ଟି ବହୁତ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇ ଛନ୍ତି |

News Comment

You Might Also Like

BACK TO TOP