Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଅବିଭବଙ୍କ ମନରେ ଅସନ୍ତୋଷ ଗୋନା ମେଡିକାଲ ପାଖରେ ମଦ ବିକ୍ରି |

18-Jul-2026

 ଗୋନା ମେଡିକାଲ ହଷ୍ଟେଲ ସମ୍ମୁଖରେ ଖୋଲାଖୋଲି ମଦ ବିକ୍ରି ଅଭିଯୋଗ  | 

ଓଡିଶା ଜନ ମତ ବ୍ୟୁରୋ, 

ଅପରାଧୀ ମାନେ ଓ ମାଫିଆ ମାନେ ଯେକୌଣସି ଉପାୟରେ ମଧ୍ୟ ଅର୍ଥ ରୋଜଗାର ପାଇଁ ପଛାଉ ନାହାନ୍ତି ||ସେମାନେ ସରକାର ଙ୍କ ନିୟମ କୁ ମାନୁନାହାନ୍ତି କିଛି ମାଫିଆ ବ୍ୟବସ୍ୟାୟି ମାନେ ସବୁଠାରେ ଚର୍ଚ୍ଚା କାହା ଛତ୍ରଛାୟାରେ ଚାଲିଛି ଅବୈଧ ମଦ ବ୍ୟବସାୟ  ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଗୋନା ପଞ୍ଚାୟତରେ ଗୋନା ମେଡିକାଲ ଓ ହଷ୍ଟେଲ ସମ୍ମୁଖରେ ଦୀର୍ଘଦିନ ଧରି ଖୋଲାଖୋଲି ଭାବେ ଅବୈଧ ମଦ ବିକ୍ରି ଚାଲୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କିଛି ଫାଷ୍ଟ ଫୁଡ୍ ଦୋକାନ ଆଳରେ ମଦ ବିକ୍ରି ହେଉଥିବା ସହ ସନ୍ଧ୍ୟା ସମୟରେ ଏହି ଅଞ୍ଚଳ ମଦ୍ୟପାନକାରୀଙ୍କ ଆଡ୍ଡାସ୍ଥଳୀରେ ପରିଣତ ହେଉଛି।ଅଭିଯୋଗ ଅନୁସାରେ, ଏହି ଅବୈଧ ମଦ ବ୍ୟବସାୟ ଫଳରେ ମଦ ବେପାରୀମାନେ ଲାଭବାନ ହେଉଥିବା ବେଳେ ସାଧାରଣ ଲୋକ, ରୋଗୀ ଓ ଛାତ୍ରଛାତ୍ରୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ୁଛି। ମେଡିକାଲକୁ ଆସୁଥିବା କିଛି ଲୋକ ମଦ୍ୟପାନ କରି ପରିସର ନିକଟରେ ସମୟ କାଟୁଥିବାରୁ ପରିବେଶ ଅଶାନ୍ତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ସେହିପରି, ହଷ୍ଟେଲକୁ ଆସୁଥିବା କିଛି ଅଭିଭାବକ ମଧ୍ୟ ମଦ୍ୟପାନ କରି ହଷ୍ଟେଲ ନିକଟରେ ରହୁଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅସ୍ୱସ୍ଥକର ପରିବେଶ ସୃଷ୍ ହେଉଥିବା ଅଭିଯୋଗ ରହିଛି। ସ୍ୱାସ୍ଥ୍ୟ କେନ୍ଦ୍ର ଓ ଛାତ୍ରାବାସ ପରି ସମ୍ବେଦନଶୀଳ ସ୍ଥାନ ନିକଟରେ ଏଭଳି କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି।  ସ୍ଥାନୀୟ ବାସିନ୍ଦା ମାନେ ଅବୈଧ ମଦ ବ୍ୟବସାୟ ଉପରେ ପ୍ରଶାସନ ଓ ଅବକାରୀ ବିଭାଗ କୁ କଡା ପଦକ୍ଷେପ  ନେବାକୁ ଦାବି କରିଛନ୍ତି। ଏଥିସହ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହଷ୍ଟେଲ ପରିସରରେ ନିୟମିତ ପାଟ୍ରୋଲିଂ ବଢ଼ାଇବାକୁ ମଧ୍ୟ ସାଧାରଣରେ ଦାବି ଉଠିଛି।

News Comment

You Might Also Like

BACK TO TOP