Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |

09-Apr-2026

 ସିନେ କଳାକାର ମାନେ  ତାରାତାରିଣୀ ଙ୍କ ପୀଠରେ ଫିଲିମ ର ପୂଜାର୍ଚନା କରି  କଲେ ଆଶିଷ ଭିକ୍ଷା  |(

 ଆସନ୍ତା ମେ ପନ୍ଦର ତାରିଖ୍ ରେ  ରିଲିଜ ହେବ ଏହି ଫିଲ୍ମ | 

    ଓଡିଶା ଜନ ମତ ବ୍ୟୁରୋ,

  ଗଞ୍ଜାମ ଜିଲ୍ଲାର ଅଧିଷ୍ଟ୍ରାତି ଦେବୀ ତଥା  ଦକ୍ଷିଣ ଓଡ଼ିଶାର ତନ୍ତ୍ର ପୀଠ ରୂପେ ପରିଚିତ ମା ତାରାତାରିଣୀ ପାଖକୁ  ସିନେ କଳାକାର ମାନେ ଆସି ମାଙ୍କ ପାଖରେ ପୂଜାର୍ଚନା କରି ତାଙ୍କର ଆଶୀର୍ବାଦ  ଭିକ୍ଷା କରିଛନ୍ତି ନିଚ୍ଛକ ଓଡ଼ିଆ ସିନେମାର କଳାକାର ମାନେ |  ସେମାନେ ଯେଉଁ ଫିଲ୍ମ ତିଆରି କରିଛନ୍ତି ତାହାର  ନାମ  ହେଉଛି ମେହେର ମୁଣ୍ଡା  |  ଏହାର ନାମ କରଣ କରିବାର ବହୁତ ଯଥାର୍ଥ ରହିଛି ବୋଲି କହିଛନ୍ତି ଏହି ଫିଲ୍ମ ର ଏକଜୁକୁଟିଭ ପ୍ରଡୁସର ସୁଷମା ଦତ୍ତ,   ବୁଣାକାର ମାନଙ୍କ ଲିଡର ଙ୍କ ନାମ ଅନୁସାରେ ଏବଂ ଲକଡାଉନ ସମୟରେ ପଶ୍ଚିମ ଓଡ଼ିଶାର ହସ୍ତ ତନ୍ତ୍ର ବୁଣାକାର ମାନଙ୍କ  ଆର୍ଥିକ  ତଥା  ସଂଘର୍ଷ ମୟ ଜୀବନର ଘଟଣା କୁ ନେଇ ଏହି କାହାଣୀ  କୁ କିପରି ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ତାଉପରେ ବହୁତ ଚେଷ୍ଟା କରିଛନ୍ତି ଅଭିଜ୍ଞ ତଥା ଯୁବ ନିର୍ଦ୍ଧେଶକ ନିକୁଞ୍ଜ ହୋତା,  ଏବଂ ଯୁବ ପ୍ରଯୋଜକରାକେଶ କୁମାର ପାଢ଼ୀ, ଓଡିଶା ଜନ ସାଧାରଣ ଙ୍କ ହୃଦୟ କୁ ଛୁଈଁ ପାରୁଥିବା ଭଳି ସଙ୍ଗୀତ ରଚନା କରି ଛନ୍ତି ସଂଗୀତକାର ଅମିତ ଯୁବରାଜ, ମୁଖ୍ୟ ଅଭିନେତ୍ରୀ ଆଲିନ ଅଙ୍କିତା,  ମାର୍କେଟିଙ୍ଗ ହେଡ଼ ସମ୍ବିତ ଜେନା  ମେନେଜର ସନ୍ଦୀପକୁମାରବେହେରା  ଓଉପଦେଷ୍ଟା ସ୍ୱରୂପ ଦାଶ ଆସି ମା ଙ୍କ ଠାରେ ପୂଜାର୍ଚନା କରି ଆଶୀର୍ବାଦ ନେଇଛନ୍ତି |  ଏହା କିପରି  ଲୋକ ମାନଙ୍କ ଦ୍ଵାରା ଆଦ୍ରୁତ ହୋଇ ଆଗକୁ ବଢିବ ସେଥିପାଇଁ ସେମାନେ ଏହି  ଫିଲିମ ରେ  ଓଡ଼ିଆର ସମସ୍ତ ରୂପ,ରସ, ରଙ୍ଗ ଭରି ଦେଇଛନ୍ତି ଏହି ଫିଲମ ରେ |  ଧୀରେ ଧୀରେ ଯନ୍ତ୍ର ଚାଳିତ ମିସିନ ରେ ନିର୍ମାଣ ଧୀନ ଶାଢ଼ୀ ଏବଂ  ହସ୍ତତନ୍ତ୍ର ଏବଂ ଲୋକମାନଙ୍କ ଦ୍ୱାରା ହାତରେ ଅରଟ ଦ୍ଵାରା ବୁଣା ଯାଉଥିବା ଶାଢ଼ୀ ଶିଳ୍ପ କୁ ପୁନର୍ଜୀବିତ କରିବା ଲକ୍ଷରେ  ଏକ ସଂଘର୍ଷ ମୟ  ବାର୍ତ୍ତା କୁ ପ୍ରଚାରିତ କରିବା ଉଦ୍ଧେଶ୍ୟ ରେ ପାରମ୍ପରିକ କୌଶଳ ସହିତ ଆଧୁନିକ ଟେକ୍ନୋ ଲୋଜି କୁ ଯୋଡିବା ସହିତ ଗ୍ରାମାଞ୍ଚଳ  ର ଅର୍ଥନୀତି କୁ  ଆଗକୁ ବଢେଇବା ଉପରେ ଏହି ଫିଲିମ ନିର୍ମିତ ହୋଈ ତାହାର ନାମ ଦିଆ ଯାଇଛି  `ମେହର ମୁଣ୍ଡା ` ଳକ ଡାଉନ ସମରେ ଏହି ହସ୍ତ ତନ୍ତ୍ର  ପରିବାର ଙ୍କ ଦ୍ଵାରା ବୁଣା ଯାଇଥିବା ଲକ୍ଷ, ଲକ୍ଷ ଶାଢ଼ୀ ବିକ୍ରି ହୋଇନପାରି କିପରି ସେମାନେ ଦୁଃଖ ଦୁର୍ଦଶା ଭିତରେ ଜୀବନ ବିତାଇଛନ୍ତି, କାରଣ ବାହାରକୁ ବାହାରିବା ସରକାର ଙ୍କ ତରଫରୁ କଟକଣା ଯୋଗୁଁ ସେମାନେ ଭୋକ,  ଉପାସ,ଦୁଃଖ ରେ ଆଉଟ ପାଉଟ ହୋଈ  ସେହି ଗଛିତ, ବିକ୍ରି ହୋଈ ପାରିନଥିବା ଶାଢ଼ୀ ଗୁଡିକୁ ନିଆଁ ଲଗେଇ ପୋଡି ଦେଈ ଛନ୍ତି | ଯଦି ସରକାର ଏମାନଙ୍କ ପାଇଁ କିଛି ବିକ୍ରି କରିବାର ବ୍ୟବସ୍ତା କରିଥାନ୍ତେ ତେବେ ଏହି ଅସୁବିଧା ସେମାନଙ୍କ ଜୀବନ ରେ ଆସିନଥାନ୍ତା ଏବଂ ସେମାନଙ୍କ ହସ୍ତ ଦ୍ଵାରା ପ୍ରକୃତ ସୁନ୍ଦର, ଦୀର୍ଘ ମିଆଦି ଶାଢ଼ୀ ଗୁଡିକ ସେମାନେ ପୋଡି ନଥାନ୍ତେ, ବରଂ କିଛି ଅର୍ଥ ରୋଜଗାର ଦ୍ଵାରା ସେମାନଙ୍କ ମନୋବଳ ଆହୁରି ଦ୍ବିଗୁଣିତ ହୋଈ ପାରିଥାନ୍ତା  | ତେଣୁ ଏହି ପରମ୍ପରା, ହସ୍ତ ଶିଳ୍ପର ରକ୍ଷା, ଏବଂ ଆର୍ଥିକ, ଅନାଟନ ରୁ  ଆଗକୁ ବଢିବା, ଏବଂ 26 ଲକ୍ଷ ବୁଣାକାର ଙ୍କ ଜୀବନ, ଜୀବିକାକୁ ନେଇ ଓ ସମାଜକୁ ଏକ ନୁଆଁ ପରିବର୍ତ୍ତନ ଆଣିବାକୁ ଥିବା ନେଇ ପ୍ରଯୋଜକ, ନିର୍ଦେଶକ ଓ ସମସ୍ତ କଳାକାର ମାନେ ଆସି ମାଆଙ୍କ ଠାରେ ନତ ମସ୍ତ୍ତିଷ୍କ ହୋଈ ପ୍ରଣିପାତ କରିବା ସହ ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ  | ବୁଣାକାର ଙ୍କ ପ୍ରଗତିକୁ ନେଇ ଜି ଆର ରେକେଡ଼ ବ୍ୟାନର ରେ ନିର୍ମିତ ଆନ୍ତର୍ଜାତିୟ ହସ୍ତ ତନ୍ତ୍ର ଦିବସରେ ଓଡ଼ିଶାର ହସ୍ତତନ୍ତ୍ର ବିଭାଗ ଆନୁକୂଲ୍ୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟ କ୍ରମ ରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଫୋଟ ଲୁକ ର ଲୋକାର୍ପଣ କରିଥିଲେ  | ଏହିସୀନେମାର ପ୍ରଯୋଜକ, ନିର୍ଦେଶକ,  ସମସ୍ତ କଳାକାର କର୍ମକର୍ତ୍ତା ମାନେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁରତହସିଲଦାର ବିନୋଦ କୁମାର ବେହେରା ଙ୍କୁ ସିନେମାର ଲୋଗ (ମେହେର ମୁଣ୍ଡା ) ର ଅରଟ ଚକ୍ର ସିନେମା ପରିବାର ପକ୍ଷରୁ ତାହାଙ୍କୁ ସମର୍ପିତ କରିଥିଲେ  | ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନ୍ଦିର ପ୍ରତି ଥିବା ଆଗ୍ରହ, ଉତ୍ସାହ, ଓ ଦୁରଦୃଷ୍ଟି  ସହଯୋଗ କୁ ବହୁତ ପ୍ରଶଂସା କରିଛନ୍ତି | ଏହି ଚଳଚିତ୍ର ଟି  ଆସନ୍ତା ମେ 15ରେ ରିଲିଜ ହେବାକୁ ଯାଇଛି |

News Comment

You Might Also Like

BACK TO TOP