Breaking News

ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||     

ନାବାଳିକା କୁ ଦୁଷ୍କର୍ମ ଜଣେ ନାବାଳକ ସହ ଦୁଇ ଅଭିଯୁକ୍ତ ଗିରଫ |

31-Mar-2026

ନାବାଳିକାକୁ ଦୁଷ୍କର୍ମ, ଜଣେ ନାବାଳକ ସହ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।
ଓଡିଶା ଜନ ମତ, ବ୍ରହ୍ମ ପୁର, କୈଳାଶ ଚନ୍ଦ୍ର ଚୌଧୁରୀ, 
ଆନ୍ଧ୍ର ପ୍ରଦେଶ କାଡାପା ଜିଲ୍ଲାର ଜନୈକା ବାପ ଛେଉଣ୍ଡ ନାବାଳିକା କାମ ଅନ୍ୱେଷଣରେ ବ୍ରହ୍ମପୁର ଚାଲି ଆସି ରେଳଷ୍ଟେସନ ପରିସର ୪ ନଂ ପ୍ଲାଟଫର୍ମ ରେ ଗୋଟିଏ ଚାହା ଦୋକାନ ରେ କାମ କରୁଥିବା ବେଳେ ଜଣେ ୧୫ ବର୍ଷ ର ନାବାଳକ ସମ୍ପର୍କରେ ଆସିଥିଲା। ଗତ ୨୯ ତାରିଖରେ ଉକ୍ତ ନାବାଳକ ଜଣକ ତାଙ୍କ ମା ରହୁଥିବା ନିକଟସ୍ଥ ଚାଞ୍ଚଡା ପଡ଼ିଆ ଘର କୁ ଡାକିଥିଲା ଓ ପାନୀୟ ଜଳ ପିଇବାକୁ ଦେଇଥିଲା। ଯାହାକି ଉକ୍ତ ଜଳରେ କିଛି ନିଶା ଦ୍ରବ୍ୟ ମିଶି ଥିଲା। ଉକ୍ତ ପାନୀୟ ଜଳ ସେବନ ପରେ ନାବାଳିକା ଜଣକ ନିସ୍ତେଜ ହୋଇ ଶୋଇ ପଡ଼ିଥିଲା ଓ ପରବର୍ତ୍ତୀ ସମୟରେ ଦୁଇ ଯୁବକ ସହ ନାବାଳକ ମିଶି ଗଣଦୁଷ୍କର୍ମ କରିଥିଲେ।ଚେତା ଫେରିବା ପରେ ପୀଡ଼ିତା ଜଣକ ଗୋଷାଣୀ ନୂଆଗାଁ ଥାନା ରେ ଅଭିଯୋଗ କରିଥିଲା ଓ ଅଭିଯୋଗ ଗ୍ରହଣ କରି ପୋଲିସ ତତକ୍ଷଣାତ ଘଟଣା ର ତଦନ୍ତ ଚଳାଇ ଏକ ମାମଲା ରୁଜୁ କରି ତିନି ଜଣ ଯାକ କୁ କାବୁ କରି ଡିଏସପି ସ୍ମୃତି ପ୍ରଭା ପ୍ରଧାନ ଙ୍କ ଦ୍ଵାରା ତଦନ୍ତ ଚଳାଇ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ମକଦ୍ଦମା ଅନୁଯାୟୀ ନାବାଳକ ଜଣକୁ କିଶୋର ନ୍ୟାୟ ପରିଷଦରେ ପୈଠ କରିବା ସହ ଅଭିଯୁକ୍ତ ଦୁଇ ଯୁବକ କୁ କୋର୍ଟ ଚାଲାଣ କରିଛନ୍ତି। ସୁଚନା ଥାଉକି ଅଭିଯୁକ୍ତ ଅନିଲ ନାୟକ, ଆଦିତ୍ୟ ନାୟକ ନାବାଳକ ଜଣକ ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଲାଞିପଲୀ ଦୀପ ସାହିର ବୋଲି ବ୍ରହ୍ମପୁର ଏସପି ଡଃ ଶ୍ରବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

News Comment

You Might Also Like

BACK TO TOP