Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଜଣଙ୍କ ନାମରେ ଥିବା ପଟା କୁ କାଟି ଅନ୍ୟ ନାମ ରେ ତହସିଲ ରେ ପଟା ହୋଈ ଥିବାରୁ ସହର ରେ ଚର୍ଚ୍ଚା |

25-Mar-2026

ପୁରୁଷୋତ୍ତମପୁର ତହସିଲ ରେ ଜମି ଦୁର୍ନୀତି ଘୋଟାଲା | 

(ପଟାରେ ପ୍ରକୁତ ବ୍ୟକ୍ତିଙ୍କ ନାମକୁ କାଟି ଅନ୍ୟ ନାମରେ ପଟା କରିଦିଆଗଲା  | 

     ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ତହସିଲ ଅଫିସିରେ  ଜଣଙ୍କ ନାମରେ ଥିବା ପଟା କୁ କାଟି ଅନ୍ୟ ଜଣଙ୍କ  ନାମରେ ପଟା କରାଯାଇ ଥିବାରୁ ଅଞ୍ଚଳରେ  ବହୁତ ଚର୍ଚ୍ଚା ହେଉଛି  | ଘଟଣାଟି ହେଉଛି ଶୁଣିଳା ସାହୁ ସ୍ବାମୀ ଅଭିରାମ ସାହୁ, ଗ୍ରାମ ପୁରୁଷୋତ୍ତମପୁର ସେମାନେ ଆଜି ତହସିଲ ଅଫିସ କୁ ଯାଇ ଏହି କଳଙ୍କିତ ଜମି ପଟା ଦୁର୍ନୀତି  ବିଷୟ ଉପରେ ବର୍ତମାନ ତହସିଲଦାର  ବିନୋଦ କୁମାର ବେହେରା ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କର   କହିବା କଥା ମୋର ମାତା ହିରା ସାହୁପୁରୁଷୋତ୍ତମପୁର ମୌଜାର ପୁରାତନ ଖାତା ନ୬୮ମ୍ବର ସର୍ବେ ନ୫୨୮ମ୍ବରେ ପୁରା ଏ୦.୬୫ରୁ ପଶ୍ଚିମଦିଗରୁଏ୦.୩୬-୬/୧୦

ସେଣ୍ଟ ନୂତନ ସେଟେଲ୍‌ମେଣ୍ଟ

ପ୍ରକାରେ ଖାତା ନ୧୪୭ମ୍ବର, ପ୍ଲଟ୍ ନ୭୧୬ମ୍ବର ରେ ପୁରା ଏ୦.୬୩୦

ଡେସିମେଲରୁ ପଶ୍ଚିମ ଦିଗରୁ ଏ୦.୩୧ ୫ଡେସିମେଇ ଜମି ଯୁଗ୍ମପଟାଦାର ନବା ବେହେରାଙ୍କ ଠାରୁ ଖରିଦ କରିଥିଲେ I ମୋର ମାତାଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଗଲାଣି । ମୁଁ ତାଙ୍କର ଏକମାତ୍ର ଉତ୍ତରାଧିକାରୀ ଅଟେ । ମୋର ମାତା ଉକ୍ତ ସମ୍ପତ୍ତି ୧୯୭୧ସାଲରେ ଖରିଦ କରି

ଥିଲେ । ସରକାରଙ୍କ ନିୟମ ପ୍ରକାରେ ୧୯୭୬ ମସିହା ସେଟେଲମେଣ୍ଟ ପୂର୍ବରୁ ମୋର ମାତା ଏହି ସମ୍ପତ୍ତି ଖରିଦ କରିଥିବାରୁ ଏହି ସମ୍ପତ୍ତି ଗତ ସେଟେଲମେଣ୍ଟରେ କିମ୍ବା ଇତି ମଧ୍ୟରେ ମୋର ମାତାଙ୍କ ନାମରେ ରେକର୍ଡ କରାଯାଇ ନାହିଁ । ବର୍ତ୍ତମାନ ସରକାରଙ୍କ ଏହି ନିୟମରେ ପରିବର୍ତନ ହେବାରୁ ମୁଁ ମୋ ନାମରେ ରେକର୍ଡ କରାଇବା ପାଇଁ ଆବେଦନ କରିବା ପରେ ଜଣାପଡିଲା ଯେ, ବର୍ତ୍ତମାନ ମୂଳ ପଟାରେ କୌଣସି ସମ୍ପତ୍ତି ନାହିଁ  ତେଣୁ ଏହି ଜମି ପଟା ଜାଲିଆତି କରାଯାଇ ଅନ୍ୟ ନାମରେ ପଟା କିପରି ହେଲା  ତାହାହିଁ  ଅଞ୍ଚଳ ରେ ଏବଂ ମୋ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି  | ସେଥିରେ  ଅର୍ଥାତ 2018 ରୁ 2020 ମସିହା ମଧ୍ୟରେ   ସେତେବେଳେ ଥିବା ଆରଇ ଙ୍କ କଳା କାରନାମାରେ ଏବଂ ସେହି ସମୟ ରତହସିଲଦାର ଙ୍କ ଜାଣତରେ ହେଉ କିମ୍ବା  ଅଜାଣତରେ  ହୀରାସାହୁ ଙ୍କ ନାମକୁ ପଟାରୁ କାଟି  ଅନ୍ୟ ନାମରେ ପଟା କରିବା ପାଇଁ କିଛି ଦଲାଲ ଙ୍କ ସହଯୋଗ ରେ ସେଟଲ ମେଣ୍ଟ କୁ  ସମସ୍ତ ତଥ୍ୟ ଦିଆଯାଇ ଥିଲା | ଯାହାଫଳରେ ହୀରାସାହୁଙ୍କ ନାମକୁ ପଟାରୁ ବାଦଦେଇଅନ୍ୟନାମରେଯଥା ବସନ୍ତ ପାତ୍ର, ପିତା ଯୋଗେନ୍ଦ୍ର ନାଥ ଦାଶ ତଥା ତାଙ୍କ ସମସ୍ତ ପରିବାର ଙ୍କ ନାମରେ ପଟା କରାଯାଇଛି |  ଏହା ଉପରେ ବର୍ତ୍ତମାନ ତହସିଲଦାର ଙ୍କ ପାଖକୁ ତାଙ୍କ ସେଟଲ ମେଣ୍ଟ କୋର୍ଟ ରୁ ବସନ୍ତ ପାତ୍ର ଙ୍କ ନାମରେ  ପଟା କରିବାକୁ ନିର୍ଦେଶ  କପି ଆସିଥି ବାରୁ ସେ ବସନ୍ତ ଙ୍କ ନାମରେ ପଟା କରିଛନ୍ତି  | ସେ ସୁଶୀଳାଙ୍କ ଅଭିଯୋଗ ପରେ ଏହାଉପରେ ପୁଙ୍ଖାନୁ ପୁଙ୍ଖ  ତଦନ୍ତ କରି ବର୍ତ୍ତମାନ ହୋଇଥିବା ପଟା କୁ ସ୍ଥଗିତ ରଖାଯିବ | ଏବଂ ପୂରା ତଦନ୍ତ ସରିଲା ପରେ ହୀରା ସାହୁଙ୍କଉତ୍ତରା ଧିକାରୀ ତାଙ୍କର ଏକମାତ୍ର ଝିଅ ସୁଶୀଳା ଙ୍କ ନାମରେ ପଟା କରାଯିବ ବୋଲି  ତହସିଲଦାର ବିନୋଦ କୁମାର ବେହେରା ଯାଇଥିବା କିଛି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି  | ସାମ୍ବାଦିକ ମାନେ ବର୍ତ୍ତମାନ ର ତହସିଲଦାର ଙ୍କୁ 

ସେତେ ବେଳରକଳା କାରନାମା କରିଥିବା ଆରାଇ, ଅମିନ କିମ୍ବା ତହସିଲ ଦାର ନଚେତ ତହସିଲ

ଷ୍ଟାଫ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାପାଇଁ ଗଞ୍ଜାମ ଜିଲ୍ଲା ପାଳଙ୍କୁ ଅବଗତ କରି ଏହି ଘଟଣା ରେ ସାମିଲ ବ୍ୟକ୍ତି ବିଶେଷ ଙ୍କୁଲୋକଲୋଚନ

 କୁ ଆଣିପାରିଲେ ପୁରୁଷୋତ୍ତମ

ପୁର ତହସିଲ ଅଫିସ ର ଗାରିମା ବଢିବା ସହ ଲୋକଙ୍କ ଆସ୍ତା ଓ ବିଶ୍ୱାସ ରହି ପାରିବ  ବୋଲି କହିଛନ୍ତି | ଏବଂ ହୀରା ସାହୁଙ୍କ ଏକମାତ୍ର ଝିଅ ସୁଶୀଳା ସାହୁଙ୍କ ନାତି ସିମାଞ୍ଚଳ ସାହୁ  ମଧ୍ୟ ଜାଲିଆତି ର ଫର୍ଦାଫାସ   କରିବାକୁ ତହସିଲଦାର ଙ୍କୁ ଅନୁରୋଧ  କରିଛନ୍ତି |  ତେବେ ସମୟ କହିବ ଦଲାଲ ବ୍ୟକ୍ତିଙ୍କ କଳା ସାମ୍ରାଜ୍ୟ ର କେବେ ମୁଖା ଖୋଲିବ |

News Comment

You Might Also Like

BACK TO TOP