Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ପ୍ରଗତି ଶିଳ ରାଷ୍ଟ୍ର ଗଠନ ରେ ଯୁବତୀ ମାନଙ୍କ ପ୍ରମୁଖ ଭୂମିକା ରହିଛି ||

10-Mar-2026

ପ୍ରଗତିଶୀଳ ରାଷ୍ଟ୍ରଗଠନରେ ଯୁବତୀ ମାନଙ୍କ ପ୍ରମୁଖ ଭୂମିକା ରହିଛି,

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ

ବିଶ୍ଵ ହିନ୍ଦୁ ପରିଷଦ(ବିଏଚପି) ଖୋର୍ଦ୍ଧା ଜିଲା ଆନୁକୂଲ୍ୟରେ ଆଜିର ସମାଜରେ

ଯୁବଶକ୍ତିର ଭୂମିଳା ଶୀର୍ଷକ ଆଲୋଚନା ଚକ୍ର ଟାଙ୍ଗିଆପଡା ସ୍ଥିତ ବିବେକାନନ୍ଦ ଇନ୍‌ସିଚ୍ୟୁଟ ଅଫ ଆଡଭାନ୍ସ ସାଇନ୍ସ କ୍ୟାମ୍ପସରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଭିଏଚପିର ଯୁବତୀ ମାନଙ୍କ ସଙ୍ଗଠନ ଦୂର୍ଗାବାହିନୀ ପ୍ରାନ୍ତ ସଂଯୋଜିକା ସିପ୍ରା ରାଉତ ଯୋଗଦେଇ ଏହାର ଦୁର୍ଗାବାହିନୀର ପ୍ରତିଷ୍ଠା, ଏହା ଗଠନ ପଛର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନ ସମୟରେ ଅନେକ ନବ ଯୁବକମାନେ ବିଭିନ୍ନ ସ୍ଥାନରୁ ଭିଏଚପି ପ୍ରତି ଆକର୍ଷିତ ହୋଇ ଆସିଥିଲେ, ସେହି ସମୟରେ ଅନେକ ଯୁବତୀ ମଧ ଏହି ଆନ୍ଦୋଳନରେ ସମିଲ ହୋଇଥିଲେ । ବହୁ ବାଧାବିଘ୍ନକୁ ଏଡାଇ ଅଯୋଧାରେ ପହଂଚି କାରସେବା, ସତ୍ୟାଗ୍ରହରେ ବହୁ ସଂଖ୍ୟାରେ ଯୋଗଦେଇଇଥିଲେ । ଦେଶକୁ ପ୍ରଗତି ପଥରେ ଆଗେଇ ନେବା ତଥା ଏକ ଧାର୍ମିକ ବାତାବରଣ ସୃଷ୍ଟି, ଦୁର୍ଗାଙ୍କ ପରି ଆସୁରିକ ଶକ୍ତିର ବିନାଶ ସହ ଧର୍ମର ପୁନଃ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଅଶ୍ୱିନ ଶୁକ୍ଳାଷ୍ଟମୀ ବା ଦୁର୍ଗାଷ୍ଟମୀରେ ଦୁର୍ଗା ବାହିନୀ ନାମରେ ଯୁବତୀ ମାନଙ୍କ ସୋତନ୍ତ୍ର ସଙ୍ଗଠନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଦିଲ୍ଲୀ ଠାରେ ଏକ ମହିଳା ମାନଙ୍କୁ ନେଇ ଏକ ବିଶାଳ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସେଠାରେ ସାଧ୍ବି ରିତମ୍ବରା ଏହା ଅତ୍କଳ ଭାରତୀୟ ସଂଯୋଜିକା ଦାୟିତ୍ବରେ ରହିଥଲେ । ଦୁର୍ଗାବାହିନୀରେ ୧୫ରୁ ୩୫ ବର୍ଷରେ ମଧରେ ଥିବା ଭଉଣୀ ମାନେ ଯୋଗଦେଇ ପାରିବେ । ସେବା, ସୁରକ୍ଷା ଓ ସଂସ୍କାର ଏହି ଧୈୟ ବାକ୍ୟକୁ ନେଇ ହିନ୍ଦୁ ସଂସ୍କୃତିର ସୁରକ୍ଷା ପାଇଁ ପ୍ରତିବଦ୍ଧ ।

ଭିଏଚପି ଖୋର୍ଦ୍ଧା ଜିଲ୍ଲା ସହ ସମ୍ପାଦକ ପ୍ରଭାତ ପାଣିଗ୍ରାହୀ ସ୍ୱାଗତ ଭାଷଣରେ ସାସ୍ପତିକ ସମୟରେ ଯୁବପିଢିଙ୍କ ଭୂମିକା ବ୍ୟକ୍ତି ନିର୍ମାଣ ଦ୍ବାରା ରାଷ୍ଟ୍ର ନିର୍ମାଣ ସମ୍ଭବ I ଗଠନମୂଳକ ଚିନ୍ତାଧାରାନେଇ ରାଷ୍ଟ୍ରକାର୍ଯ୍ୟରେ ଅଗ୍ରସର ହେବାକୁ ଆହ୍ବାନ କରିଥିଲେ । ସେ କହିଥିଲେ ଯୁବଶକ୍ତି ହେଉଛି ରାଷ୍ଟ୍ରଶକ୍ତି । କୌଣସି ରାଷ୍ଟ୍ର ପ୍ରଗତି ପଥରେ ଅଗ୍ରସର ହେବାକୁ ହେଲେ ସେ ଦେଶର ଯୁବବର୍ଗ ଆଗକୁ ଆସିବାକୁ ପଡିବ । ଯୁବବର୍ଗଙ୍ଗ ମଧ୍ୟରେ ରାଷ୍ଟ୍ରୀୟତା, ଜାତୀୟତା ଭାବ ରହିବା ଜରୁରୀ ବୋଲି ସେ କହିଥିଲେ । ଭିଏଚପି ବିଭାଗ ସମ୍ପାଦକ ବିଭୁଦେନ୍ଦ୍ରୁ ବିଦ୍ୟାଧର ବିଶ୍ବହିନ୍ଦୁ ପରିଷଦର ପୁଷ୍ଟଭୂମି ହିନ୍ଦୁତ୍ବ ବିଚାରଧାରା, ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ସମ୍ପର୍କରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କଲେଜର ଉପାଧକ୍ଷା ବାସନ୍ତୀ ଦାଶ, ଅଧ୍ୟାପକ ବିଷ୍ଣପ୍ରସାଦ, ଦୁର୍ଗାବାହିନୀ କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜିକା ଆଶାଲତା ମଲ୍ଲିକ, ପ୍ରମୁଖ ମଞ୍ଚାଷିନ ଥିଲେ । ଆଲୋଚନା ଓ ସଂଯୋଜନା କରିଥିଲେ । ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଉଦିତ୍ୟ ନାରାୟଣ ପ୍ରହରାଜ, ସହ ସଂଯୋଜକ ଏସ.ଏମ ଦିବ୍ୟ ପ୍ରକାଶ, ଶୁଭଙ୍କର ପାଇକରାୟ ଭି ପ୍ରଚାର ପ୍ରସାର ପ୍ରମୁଖ କେ. ଆଦର୍ଶ ଅଂଶୁମାନ ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP