Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

35 ଟନ କେମିକାଲ ବୋଝେଇ ଟ୍ରକ କୁ ଉଦ୍ଧାର କଲା ବାଘ ମାରି ପୋଲିସ |

07-Mar-2026

୩୫ ଟନ୍ କେମିକାଲ ବୋଝେଇ ଟ୍ରକକୁ ଉଦ୍ଧାର କଲା ବାଘମାରି ପୋଲିସ , ଚାଳକକୁ କୋର୍ଟ ଚାଲାଣ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ 

ଖୋର୍ଦ୍ଧା (ନିପ୍ର ) ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳ ପରିସରରେ ଚକାଡୋଳା ଏଣ୍ଟର ପ୍ରାଇଜେସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ୩୫ ଟନ୍ ଅର୍ଥାତ୍ ୧୨ ଲକ୍ଷ ୩୪ ହଜାରରୁ ଉର୍ଦ୍ଧ୍ବ ଟଙ୍କାର କେମିକାଲକୁ ରାୟଗଡ଼ା ଜିନ୍ଦଲ ଷ୍ଟିଲ କମ୍ପାନୀକୁ ଗତ ଜାନୁଆରୀ ମାସ ୧୪ ରିଖ ଅପରାହ୍ନରେ କଳିଙ୍ଗ ଟ୍ରାନସପୋର୍ଟ କମ୍ପାନୀର ଟ୍ରକ୍ ଚାଳକ ନେଇ ଯାଇଥିଲେ । ତେବେ ଟ୍ରକ୍ ଚାଳକ  ବାଟରେ ଗାଡ଼ି ଖରାପ ହୋଇ ଯାଇଥିବାର ବାହାନା କରି ମରାମତି ପାଇଁ  ଫୋନ୍ ପେ ଯୋଗେ ଅର୍ଥ ରାଶି କଳିଙ୍ଗ ଟ୍ରାନସପୋର୍ଟ କମ୍ପାନୀକୁ ଅର୍ଥ ଦେବାକୁ ଅନୁରୋଧ କରିଥିଲେ। ପରେ  ଚାଳକ ଆବଶ୍ୟକ ମୁତାବକ ଅର୍ଥ ପାଇସାରିବା ପରେ ଫୋନ୍ ବନ୍ଦ କରି ଦେଇଥିଲେ । ଯାହାକୁ ନେଇ ସଂପୃକ୍ତ କଳିଙ୍ଗ କମ୍ପାନୀର ପ୍ରୋପାଇଟର ସୀତାକାନ୍ତ ନାୟକ ସନ୍ଦେହ ଘେରରେ ରହି ବାଘମାରି ଥାନାରେ ୨୧ ରିଖ ସନ୍ଧ୍ୟା ସମୟରେ ଲିଖିତ ଅଭିଯୋଗ କରିଥିଲେ l ଏନେଇ ବାଘମାରି ଥାନା ଅଧିକାରିଣୀ ସୁଚିତ୍ରା ଜେନା ଘଟଣା କୁ ଗୁରୁତ୍ୱ ର ସହିତ ନେଇ  କେସ ନମ୍ବର 22/2026 ରୁଜୁ କରିବା ସହ ଏକ ସ୍ୱତନ୍ତ୍ର ଟିମ ଗଠନ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମେ ସିସିଟିଭି ଯାଞ୍ଚ କରିବା ଓ ମୋବାଇଲ କଲ ରେକର୍ଡ ସହ ଅନ୍ୟ ବିଭିନ୍ନ ସୂତ୍ର ରୁ ତଥ୍ୟ ସଂଗ୍ରହ କରି କଟକ ଜିଲ୍ଲା ନରସିଂହପୁର ଥାନା କାକୁଡିଆ ନିକଟରୁ ଟ୍ରକ୍ ଉଦ୍ଧାର କରିବା ସହ  ଚାଳକ  କଟକ ଜିଲ୍ଲା ଚୌଦ୍ଵାର ଥାନା ବାଣୀପଡ଼ା ଗ୍ରାମର ଅକ୍ଷୟ ଚରଣ ସ୍ଵାଇଁଙ୍କ ପୁଅ ଶୁଭ୍ରାଂଶୁ ରଂଜନ ସ୍ୱାଇଁ ଓରଫ ଚିଣ୍ଟୁ (୨୮) ଙ୍କୁ ଗିରଫ କରି ମାନ୍ୟବର କୋର୍ଟଙ୍କ ନିକଟ ରେ ହାଜର କରିଛନ୍ତି l ଖୁବ ଅଳ୍ପ ଦିନ ମଧ୍ୟରେ ବାଘମାରୀ ଥାନା ର ଏହି ସଫଳତା ପାଇଁ ସ୍ଥାନୀୟ ଲୋକେ ଓ କମ୍ପାନୀ କର୍ତ୍ତ୍ତୃପକ୍ଷ ମହିଳା ଥାନା ଅଧିକାରିଣୀ ଙ୍କୁ ପ୍ରଶଂସା କରିଛନ୍ତି l

News Comment

You Might Also Like

BACK TO TOP