Breaking News

ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||     

ଗତ କାଲି ସନ୍ଧ୍ୟାରୁ ସିନାପାଲି ବ୍ଳକ ଚଟିଆ ଗୁଡା ଗ୍ରାମରୁ ସାତ ବର୍ଷର ଦୁଇ ଝିଅ ନିଖୋଜ |

04-Mar-2026

 ସିନାପାଲି ବ୍ଳକ  ଚଟିଆ ଗୁଡା ଗ୍ରାମରୁ ଛ, ସାତ ବର୍ଷ ର ଦୁଇ ଝିଅ ନିଖୋଜ,

       ଓଡିଶା ଜନ ମତ ବ୍ୟୁରୋ,

ପୁଣିରାଜ୍ୟର ପିଲ ଚୋର ରାକେଟ ସକ୍ରିୟ ହୋଇ ଛମ୍ମ  ବେଶ ରେ ହେଉ କିମ୍ବା କିମ୍ବା ସେମାନଙ୍କୁ ପାଖକୁ ଡାକି ଚକଲେଟ ଦେବା ଆଳରେ ହେ ଦୋକାନ ପାଖକୁ ଡାକି ନେଇ ସେଠାରୁ ଅପହରଣ କରି ନେଇ  ଅନ୍ୟ ରାଜ୍ୟରେ ବିକ୍ରି କରି ଦିଅନ୍ତି | ହେଲେ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା  ଗ୍ରାମ ରୁ ଆସିଛି ଏକ ଅଭାବନୀୟ ଖବର । ପ୍ରାପ୍ତ ଖବର ଅନୁସାରେ କାଲି ସନ୍ଧ୍ୟା ପାଖାପାଖି  ୬ ଘଟିକା ସମୟରେ ଛଅ ସାତ ବର୍ଷ ର ଦୁଇଟି ଝିଅ ଚଟିଆଗୁଡା ଗ୍ରାମରୁ ନିଖୋଜ ଅଛନ୍ତି। ଜଣେ ହେଲେ କ୍ଷିରସିନ୍ଧୁ ବାଗ ଙ୍କ ଝିଅ ଡୋଲେଶ୍ୱରୀ ବାଗ ଏବଂ ଅନ୍ୟଟି ଉମେଶ ବାଗ ଙ୍କ ଝିଅ  ରଜନୀ ବାଗ। ପରିବାର ତଥା ଉକ୍ତ ଗ୍ରାମର ଲୋକେ ସେହି ଦୁଇ ଝିଅଙ୍କୁ ବହୁତ ଖୋଜାଖୋଜି କରୁଛନ୍ତି, ହେଲେ ସେହି ଝିଅ ମାନଙ୍କ କିଛି ପତ୍ତା ମିଳୁନାହିଁ। ଏହି ଘଟଣାକୁ ନେଇ ପରିବାର ଲୋକେ ସିନାପାଲି ପୋଲିସ କୁ ସୁଚନା ଦେଇଛନ୍ତି । 

News Comment

You Might Also Like

BACK TO TOP