Breaking News

ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||     

ପୁରୁଷୋତ୍ତମପୁର ବ୍ଳକ ପରିଷର ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |

23-Feb-2026

ପୁରୁଷୋତ୍ତମପୁର  ରେ ବ୍ଲକସ୍ତରିୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ |

      ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର  ବିଡ଼ିଓ ଙ୍କ ଚେମ୍ବର ରେ  ଆଜି  ବ୍ଲକ ସ୍ତରୀୟ  ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ବ୍ଲକ ଅଧକ୍ଷା  ପିଙ୍କି ବେହେରା ଓ ବିଡ଼ିଓ ଶରତ କୁମାର ପାତ୍ର ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି |  ଏହି ଅଭିଯୋଗ ଶୁଣାଣୀ ରେ ଜିଲ୍ଲାପାଳଙ୍କ ଆସିବାର ବ୍ୟବସ୍ତା ଥିଲେ ମଧ୍ୟ  ଅନିର୍ବାଯ୍ୟ କାରଣ ଯୋଗୁ ରାଜସ୍ବ ବିଭାଗ ର ଅତିରିକ୍ତ ଜିଲ୍ଲା ପାଳ  ପ୍ରମୋଦ କୁମାର ପୃଷ୍ଟି ଗ୍ରାମାଞ୍ଚଳ ପିଡି ଦାଇତ୍ୱ ରେ ଥିବା ବିଜୟ କୁମାର ବେହେରା,ଛତ୍ରପୁର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାଶ, ଓ ସବୁ ଲାଇନ ବିଭାଗର ଯେଇ, ଏସଡ଼ିଓ, ଏବଂ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ | ଏହି ଅଭିଯୋଗ ଶୁଣାଣି ଶିବିର ରେ ସର୍ବ ମୋଟ 163 ଗୋଟି ବିଭିନ୍ନ ବିଭାଗ ର ଅଭିଯୋଗ ଶୁଣାଣୀ କରି  ଏଡିଏମ ବିଭାଗୀୟ ଅଧିକାରୀ ମାନଙ୍କୁ ତାର ସମାଧାନ ପାଇଁ  ନିର୍ଦେଶ ଦେଇଥିଲେ |   ଦୁଇଜଣ ପୀଡିତ ବ୍ୟକ୍ତିଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ 15 ହଜାର ଟଙ୍କା ଲେଖାଏଁ ଦିଆ ଯାଇଥିବା ର ଏଡିମ କହିଛନ୍ତି,ଏବଂ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆଧାର ହୋଇପାରୁନଥିବାରୁ  ସେ ବହୁ ଅସୁବିଧା ର ସମ୍ମୁଖୀନ ହେଉ ଥିବାରୁ  ଭିନ୍ନକ୍ଷମ ଙ୍କ ବାସ ଭବନ କୁଜଣେ ଜିଲ୍ଳାର ଅଧିକାରୀ ଙ୍କୁ ପଠାଇ ଆଧାର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି | ଏହି କାର୍ଯ୍ୟକ୍ରମ ରେ  ଅତିରିକ୍ତ ବିଡ଼ିଓ ଜୟଶ୍ରୀ ନାୟକ, , ପୁରୁଷୋତ୍ତମପୁର ଥାନା ଅଧିକାରୀ ରାଜେଶ ନାୟକ ଓ ଥାନା ଷ୍ଟାଫ, ନିର୍ବାହୀ ଯନ୍ତ୍ରୀ ନାଗ ଭୂଷଣ ଯାଦବ ,ବ୍ଲକର ସବୁ ଷ୍ଟାଫ, ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁ ,  ସିପି ବରୁଣ ପାତ୍ର ଏକ୍ସ ଇନଚାର୍ଜ ଜିପିଓ ମୀନକେତନ ବେହେରା  ବିଏସ ଏସ ଓ କାହ୍ନୁ ଚରଣ ସୋରେନ, ହେଡ଼କ୍ଲର୍କ, ଏପିଓ ଓ ବ୍ଳକର ସବୁ  ଯେଇ, ଅନ୍ୟନ୍ୟ ଷ୍ଟାଫ ଏବଂ କର୍ମଚାରୀମାନେଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |

News Comment

You Might Also Like

BACK TO TOP