Breaking News

ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||     

4ଜଣ ଛତିଶି ଗଡି ମାଓବାଦୀ ଙ୍କ ଆତ୍ମ ସମର୍ପଣ,ବହୁ ମାରଣାସ୍ତ୍ର ଜବତ |

06-Feb-2026

୪ ଜଣ ଛତିଶଗଡି ମାଓବାଦୀ ଙ୍କ ଆତ୍ମ ସମର୍ପଣ : ବନ୍ଧୁକ, ଜୀବନ୍ତ ଗୁଳି ଏବଂ ବହୁ ମାଓ ସାମଗ୍ରୀ ଜବତ

ଓଡିଶା ଜନମତ,କନ୍ଧମାଳ,ତା, ୦୬/୦୨: 

ସଞ୍ଜୟ କୁମାର ପାଣିଗ୍ରାହୀ:

 ଅତି ଶୀଘ୍ର ହେବ କନ୍ଧମାଳ ମାଓ ମୁକ୍ତ ଜିଲ୍ଲା। ଏନେଇ ଜୋର ଯାର ପ୍ରସ୍ତୁତି ଚଳାଇଛନ୍ତି କନ୍ଧମାଳ ପୋଲିସ, ସିଆରପିଏଫ ଓ ବି ଏସ ଏଫ ଯବାନ ମାନେ। ଏହି କ୍ରମ ରେ ଶୁକ୍ରବାର ଦକ୍ଷିଣାଞ୍ଚଳ ଆଇଜି ପୋଲିସ ନୀତି ଶେଖର ଓ କନ୍ଧମାଳ ଏସପିଙ୍କ ନିକଟରେ 4 ଅଣଓଡ଼ିଆ କେକେବିଏନ ଡିଭିଜନ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଚାରି ମାଓବାଦୀ ଛତିଶଗଡ଼ ଅଞ୍ଚଳର ହୋଇଥିବା ଜଣାପଡିଛି l ଏହି ୪ ଜଣ ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିବା ସହ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ବହୁ ମାଓ ସାମଗ୍ରୀ ସହିତ ଆତ୍ମ ସମର୍ପଣ କରିଛନ୍ତି l ଏଥିରେ ରହିଛି ଏସଲାର ବନ୍ଧୁକ ଗୋଟିଏ, ୩୦୩ ବନ୍ଧୁକ ଦୁଇଟି, ବରବୋର ବନ୍ଧୁକ ଗୋଟିଏ, ଏସଲାର ଜୀବନ୍ତ ଗୁଳି ୧୬ ଟା, ୩୦୩ ଜୀବନ୍ତ ଗୋଳି ୨୨ ଟି, ୧୨ ବୋର ଜୀବନ୍ତ ଗୋଳି ୪ ଟା, ୱାକି ଟକି ଦୁଇଟା, ମେଡ଼ିସିନ, ବିଦ୍ୟୁତ ତାର ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ରହିଛି l ଏହି ଚାରି ଜଣକ ମଧ୍ୟରେ ଜଣେ ପୁରୁଷ ଓ ତିନି ଜଣ ମହିଳା ମାଓବାଦୀ ଅଛନ୍ତି l ସେମାନେ ହେଲେ ୧. ଗଙ୍ଗା କୁଞ୍ଜମୀ ଓରଫ ଜିତେନ୍, ୨. ମୁଚାକି ମାସେ ଓରଫ ସୁମିତ୍ରା ୩. ଚୋମାଳୀ କୁଞ୍ଜମ ଓରଫ ଶାନ୍ତିଲା ଓ ଅନ୍ୟ ଜଣେ ହେଲେ ୪. ବନ୍ଦୀ ମାଧବୀ ଓରଫ ମାଳତୀ l ଏହି ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ଆଜି ଆଇଜି ପୁଲିସ ନୀତି ଶେଖର, କନ୍ଧମାଳ ଏସ ପି ହରିଶ ବିଶି, ବିଏସଫ ଆଧିକାରୀ ଅଜୟ କୁମାର, ବି ଏସ ଏଫ କମାଡେଣ୍ଟ ମାନସ ରଞ୍ଜନ ପଣ୍ଡା, ଓ ସି ଆର ପି ଏଫ କମାଡେଣ୍ଟ ସଂଜୀବ ଟିଏମ ଙ୍କ ସମ୍ମୁଖରେ ଅସ୍ତ୍ର ତ୍ୟାଗ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ଆତ୍ମସମର୍ପଣ କରିଥିଲେ l ଆଇ ଜି ନୀତି ଶେଖର ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି ଯେ, ଯେଉଁମାନେ ବର୍ତ୍ତମାନ ମାଓ ସଂଗଠନ ସହ ସାମିଲ ଅଛନ୍ତି ସରକାର ଙ୍କ ଆତ୍ମ ସମର୍ପଣ ନୀତି ଜରିଆରେ ରେ ପୋଲିସ ପାଖରେ ଆତ୍ମସମର୍ପଣ କରେ ମାଓବାଦୀ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ପାଇବା ସହ ସମାଜର ମୁଖ୍ୟ ସୋତ୍ରରେ ସେମାନେ ସାମିଲ ହୋଇପାରିବେ ବୋଲି ଆହ୍ୱାନ ଦେଇଛନ୍ତି।

News Comment

You Might Also Like

BACK TO TOP