Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଖଲ୍ଲିକୋଟ, ରାମଚନ୍ଦ୍ର ମର୍ଦ୍ଦରାଜ ସ୍ମାରକୀ ମହିଳା କ୍ରିକେଟ ଟୁନାମେଣ୍ଟ ଉଦଘାଟିତ |

11-Jan-2026

ଖଲ୍ଲିକୋଟ :ରାମଚନ୍ଦ୍ର ମର୍ଦରାଜ ସ୍ମାରକୀ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ,

ଜନମତ ଓଡିଶା ଖଲ୍ଲିକୋଟ  ମାଧବ ବେହେରା 
ଖଲ୍ଲିକୋଟ  11/1 

ଖଲ୍ଲିକୋଟ ରାଜା ସାହେବ ରାମଚନ୍ଦ୍ର ମର୍ଦରାଜ ଙ୍କ  126 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ଆର ସି ସି ଏମ କଲେଜ ଷ୍ଟାଡିଅମ ରେ ଏକ ଦିବାସୀୟ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି | କେ ସି ଟ୍ରଷ୍ଟ ଓ ମର୍ଦରାଜ ସାଂସ୍କୃତିକ ପରିଷଦ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମହିଳା କ୍ରିକେଟ ଟୁର୍ନାମେଣ୍ଟ କୁ ଖଲ୍ଲିକୋଟ ବିଧାୟକ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ଖଲ୍ଲିକୋଟ ସାଂସ୍କୃତିକ ପରିଷଦ ର ସଭାପତି ଡାକ୍ତର ସଂକେତ ରାଓ ଓ ସମ୍ପାଦକ ସୁଧାଂଶୁ ଶେଖର ସାହୁ ଓ ଆର ସି ଏମ କଲେଜ ଅଧକ୍ଷ ଡ଼ଃ ସୁରେନ୍ଦ୍ର  ନାଥ ସ୍ୱାଇଁ ଉପ ସଭାପତି ଡ଼ଃ ପ୍ରକାଶ କୁମାର ମିଶ୍ର ପୂର୍ବତନ ରଣଜି ଟ୍ରଫି ବିଜେତା ସୁଶାନ୍ତ କୁମାର ରଥ ବି ସି ସି ଆଇ ଓଡିଶା  ରଣଜି ଖେଳାଳି ମଧୁସ୍ମିତା ମହାପାତ୍ର,ନିବେଦିତା ପାଢ଼ୀ ଅର୍ଗାଣାଇଜ ପ୍ରେସିଡେଣ୍ଟ ଦି ଶିବାନନ୍ଦ ବର୍ମା ଓ ସମ୍ପାଦକ ହେମନ୍ତ କୁମାର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସହ ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି ଖେଳିବା ପାଇଁ ପରାମର୍ଶ ଦେଇଥିଲେ |ଉକ୍ତ ଏକ ଦିବାସୀୟ କ୍ରିକେଟ ଖେଳ ପ୍ରତିଯୋଗିତା ରେ 22 ଜନ କ୍ରୀଡ଼ାବିତ ଯୋଗ ଦେଇ ଦୀର୍ଘ ଚାରିଘଣ୍ଟା ଧରି ଖେଳି ଥିଲେ |ଏହି ଖେଳ ଦେଖିବା ପାଇଁ ଯୁବକ ମାନଙ୍କ ମଧ୍ୟରେ ମଧ୍ୟ ରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା |ଖଲ୍ଲିକୋଟ ରୁ ମାଧବ ବେହେରା ଙ୍କ ରିପୋର୍ଟ

News Comment

You Might Also Like

BACK TO TOP