Breaking News

ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||     

ଗୋଟିଏ ରାତିରେ ଚାରୋଟି ମନ୍ଦିର ରୁ ଚୋରି କଲେ ଚୋର ||

22-Dec-2025

ଗୋଟିଏ ରାତିରେ ୪ ମନ୍ଦିରରୁ ସିରିଜ୍ ଚୋରିକଲେ ଦୁର୍ବୁତ୍ତ,

       ଓଡିଶା ଜନ ମତ ବ୍ୟୁରୋ,

ଚୋର ମାନେ ଏବେ ଆଉ କାହାକୁ ଭୟ କରୁନାହାନ୍ତି |ଏପରିକି ଦେବ, ଦେବୀ ଙ୍କୁ ମଧ୍ୟ ଛାଡୁ ନାହାନ୍ତି  | ବିନା ଡରରେ  ସେମାନେ ମନ୍ଦିର କୁବିକଳା କନା ବୁଲେଇ ଦେଲେଣି |  ପୁଣି ମନ୍ଦିର ଗୁଡିକ ଉପରେ ଦୁର୍ବୃତଙ୍କ ଟାର୍ଗେଟ୍ ଆରମ୍ଭହୋଇଯାଇଛି । ପୁଲିସକୁ ଲୁଚକାଳି ଖେଳିଲା ଭଳି ଦୁର୍ବୃତମାନେ ପୁଲିସ କଲୋନୀ ନିକଟରେ ଥିବା ମନ୍ଦିର ଗୁଡିକରେ ସିରିଜ୍  ଚୋରି କରିଛନ୍ତି । ଗୋଟିଏ ରାତିରେ ୪ଟି ମନ୍ଦିରରୁ ରୂପା ଅଳଙ୍କାର ଚୋରି ହୋଇଛି । ସ୍ଥାନୀୟ ନୂଆ ପୁଲିସ ଲାଇନ୍ ସ୍ଥିତ ସିରିଡି ସାଇବାବା ମନ୍ଦିରରୁ ରୂପା ମୁକୁଟ ଓ ରୂପାର ପାଦ ଚୋରି ହୋଇଥିବା ବେଳେ ସେଠାରେ ଥ‌ିବା ଗଣେଶ ମନ୍ଦିରରୁ ରୂପା ମୁକୁଟ ଚୋରି ହୋଇଛି । ପୂଜକ ଅଭିଷେକ ପଣ୍ଡା ଆଜି ସକାଳୁ ମନ୍ଦିର ଖୋଲି ଦେଖ‌ିବା ପରେ ଏଭଳି ଦୁଇ ମନ୍ଦିରରୁ ଚୋରି ହୋଇଥିବା ନେଇ ପୁଲିସକୁ ସୂଚନା ଦେଇଥିଲେ । ସେହିପରି ଆଉ କିଛି ଦୂରରେ ଥିବା ବିରେଶ୍ଵର ମନ୍ଦିରରୁ ରୁପା ନାଗା ମଧ୍ୟ ଚୋରି ହୋଇଥିଲା । ବିରେଶ୍ଵର ମନ୍ଦିର କୁ ଲାଗି ଥୁବା ଦୁର୍ଗା ମନ୍ଦିରରୁ ରୂପା  ହାର ଚୋରି ହୋଇଛି । ସେହି  ମନ୍ଦିରର ପୂଜକ ସୋମନାଥ ରାଉଳ ସକାଳୁ ସକାଳୁ  ମନ୍ଦିର ଖୋଲି ଦେଖୁଲା ବେଳେ ମନ୍ଦିରରୁ ଚୋରି ହୋଇଥ‌ିବା ଜାଣି ସେ ସେ ମଧ୍ଯ ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ ।ପୁଲିସ ଘଟଣା ସ୍ଥଳେ ୪ ଟି ମନ୍ଦିରର ଚୋରି ସଂପର୍କରେ ଜାଣିବା ପରେ ସେଠାରେ ଥିବା ।ସିସିଫୁଟେଜ୍ ଯାଞ୍ଚ କରି ତଦନ୍ତ ଚଳାଇଛି । ସାଇଟିଫିକ ଚିମ ଏବଂ ଅନୁ ସନ୍ଧାନୀ କୁକୁର ମଧ୍ୟ ବୁଲି ବିଭିନ୍ନ ଯାଞ୍ଚ କରିଥିଲେ, ଗୋଟିଏ ଗତିରେ ୪ଟି ମନ୍ଦିରରୁ ଚୋରି ହୋଇଥିବା ନେଇ ପୁଲିସ ପାଇଁ ଏବେ ମୁଣ୍ଡବଥା କାରଣ ପାଲଟିଛି । କିଛିଦିନ ହେଲା ଛତ୍ରପୁର ଅଂଚଳରେ ଚୋରଙ୍କ ପାଦୁର୍ଭାବ ନଥୁବା ବେଳେ ପୁଣି ଦୁର୍ବୃତମାନେ ମନ୍ଦିର ଗୁଡିକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି । ଏପରିକି ପୁଲିସ କଲୋନୀ ନିକଟରେ ଥ‌ିବା ମନ୍ଦିର ଗୁଡିକୁମଧ୍ୟ ଗେରି କରିବା ପାଇଁ ପଛାଇନଥିବା ବେଳେ ପୁଲିସକୁ ଦୁର୍ବୁତ୍ତ ମାନଙ୍କ  ଟ୍ୟାଲେଞ୍ଜ୍ ଦେଲାଭଳି ଘଟଣା ଘଟାଇଛନ୍ତି । ଏହି ଟ୍ୟଲେଞ୍ଜକୁ ପଲିସ କିପରି ଗ୍ରହଣ କରୁଛି ଏବଂ ସିଜିଜ୍ ଚୋରି ଘଟଣାରେ ପୁଲିସର କାର୍ଯ୍ୟ ଉପରେ କେତେ ତତ୍ପରତା ରହିଛି ତହାକୁ ନେଇ ପଶ୍ନ ଉଠୁଛି । ଗୋଟିଏ ରାତିରେ ମନ୍ଦିର  ଗୁଡିକରେ ସିରିଜ୍ ଚୋରି ଘଟଣା ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମନ୍ଦିର ଗୁଡିକୁ ପରିଦର୍ଶନ କରି ପୂଜକ ମାନଙ୍କ ସହ ଆଲୋଚନା କରିବା ପରେ ତୁରନ୍ତ ଦୁର୍ବୃତମାନଙ୍କୁ ଧରିବା ପାଇଁ ପୁଲିସକୁ ବିଧାୟକ ଶ୍ରୀ ନାୟକ କହିଛନ୍ତି । ଯଦି ଚୋର ମାନଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦିଆନଯାଏ ତେବେ  ସେମାନଙ୍କ ଉତ୍ପାତ ପୁଣି ବଢିବା ସହିତ ଆହୁରି ଅନ୍ୟ ମନ୍ଦିର ଗୁଡିକ ରୁ ଚୋରି କରିବାକୁ ସାହସ କରିବେ |

News Comment

You Might Also Like

BACK TO TOP